Oct 12, 2023, 13:27 IST

ମୁଁ ମନା କରି କରି ଥକି ଗଲି ହେଲେ ମୋ ସ୍ବାମୀ ସେଦିନ ପଶୁ ଭଳି ମୋ ସହ ବାରମ୍ବାର ବଳାତ୍କାର କରି ଚାଲିଲେ

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଏବେ ପ୍ରେ-ମ ପ୍ର-ତା-ର-ଣା ଭଳି ନିନ୍ଦନୀୟ ଘଟଣା ମାନ ସମାଜ ରେ ଘଟୁଛି।ମହିଳା ମାନଙ୍କୁ କିଛି ପୁରୁଷ ମାନେ ବିବାହ କରି ପରେ ଛାଡି ଦେଇ ଚାଲି ଯାଉଛନ୍ତି।
Special report
ସେମାନଙ୍କ ସହିତ ଶା-ରି-ରୀ-କ ସମ୍ପର୍କ ରଖି ନିଜ ଆଶା କୁ ପୁରଣ କରି ସାରିଲା ପରେ ନିଜ ପତ୍ନୀ ଙ୍କୁ ନିଜ ଠାରୁ ଅଲଗା କରି ଦେଉଛନ୍ତି।ଆଜି ଆମେ ଆପଣ ମାନଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ।ଜଣେ ବ୍ୟକ୍ତି ବିବାହ କରି ନିଜ ପତ୍ନୀ ଙ୍କୁ ପତ୍ନୀ ର ଆଖ୍ୟା ଦେଉ ନାହାନ୍ତି।
ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ଜଣେ ମହିଳା ଙ୍କ ସହିତ ଅନ୍ୟାୟ ହୋଇଚି।ମହିଳା ଜଣକ ସେହି ଅଞ୍ଚଳ ର ଜଣେ ବ୍ୟକ୍ତି ଙ୍କୁ ପୂର୍ବ ରୁ ପ୍ରେମ କରୁଥିଲେ।ହେଲେ ଗତ ଛଅ ବର୍ଷ ତଳେ ମହିଳା ଜଣକ ଯେତେବେଳେ ଜାଣିଲେ ଉକ୍ତ ଯୁବକ ଜଣକ ଅନ୍ୟ ଜଣେ ମହିଳା ଙ୍କୁ ପ୍ରେମ କରୁଛନ୍ତି।
ସେହି ସମୟ ରେ ସେମାନଙ୍କ ପ୍ରେମ ର ଶେଷ ହୋଇ ଥିଲା।ଏହା ପରେ ଉକ୍ତ ଯୁବକ ଜଣକ ପୁଣି ଥରେ ମହିଳା ଙ୍କୁ ପ୍ରେମ କଲେ ଓ ବିବାହ କଲେ।ତାଙ୍କ ସହିତ ଦୀର୍ଘ ୬ ବର୍ଷ କାଳ ଶାରୀରିକ ସମ୍ପର୍କ ରଖିଲେ।
Special report
କିନ୍ତୁ ସେହି ବ୍ୟକ୍ତି ଜଣକ ଏବେ ଥାନା ରେ ମିଛ ଅଭିଯୋଗ କରୁଛନ୍ତି।ମହିଳା ଜଣକ ତାଙ୍କ ନାମ ରେ ଟଙ୍କା ଋଣ କରିଛନ୍ତି ବୋଲି ସେ ଅଭିଯୋଗ କରୁଛନ୍ତି।ହେଲେ କହୁ ନାହାନ୍ତି କି ସେ ତାଙ୍କ ପତ୍ନୀ ବୋଲି।
ମହିଳା ଜଣକ ଗତ ତିନି ମାସ ତଳେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ଵାମୀ ଙ୍କ ଜୀବନ ରେ ଅନ୍ୟ ଜଣେ ମହିଳା ଅଛନ୍ତି।ସେତେବେଳେ ସେ ତାଙ୍କ ସ୍ଵାମୀ ଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କଲେ।କିନ୍ତୁ କିଛି ସଫଳ ହେଲା ନାହିଁ।
ଏବେ ସେ କୋର୍ଟ ର ଦ୍ବାରସ୍ଥ ହୋଇ ଛନ୍ତି।ଥାନା ରେ ତାଙ୍କ ସ୍ଵାମୀ ଙ୍କ ବିରୋଧରେ ସେ ଅଭିଯୋଗ କଲେ।ତାଙ୍କ ଅଭିଯୋଗ ଅନୁଯାୟୀ ଏବେ ଘଟଣା ର ତଦନ୍ତ ଜାରି ରହିଛି।ଖୁବ୍ ଶୀଘ୍ର ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା କରା ଯାଇଛି।

Advertisement