Dec 17, 2023, 12:10 IST

ସ୍ଵାମୀ ପ୍ରେମିକା ସହ କରୁଥିଲା ଖେଳ ସ୍ତ୍ରୀ ପହଞ୍ଚି କରିଦେଲା ଏମିତି ଦୃଶ୍ୟ ଦେଖିଲେ ଆଶ୍ଚର୍ୟ୍ଯ ହୋଇଯିବେ ଆପଣ

Special Report

ନମସ୍କାର ପାଠକ ବନ୍ଧୁ। ଆଜିର ସମାଜ ରେ ପୁରୁଷ ମାନେ ନିଜ ଇଚ୍ଛା କୁ ପୂରଣ କରିବା ପାଇଁ କିଛି ବି କରି ଦେଉଛନ୍ତି।ନିଜ ଭୁଲ କୁ ଲୁଚାଇ ବାକୁ ଯାଇ ପ୍ରେମିକା ର ଗୋଡ ଉପରେ ଗାଡି ଚଢାଇ ଦେଇଛନ୍ତି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବାଇ ଅଞ୍ଚଳ ରେ।
Special Report
ଏଠାରେ ଜଣେ ମହିଳା ନିଜ ସୋସିଆଲ ମିଡ଼ିଆ ରେ ଏପରି କିଛି ସେୟାର କରିଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ମହିଳା ଙ୍କ ପ୍ରେମିକ ତାଙ୍କୁ ଖୁବ୍ ମାରି ଥିଲେ।ଏହା ପରେ ତାଙ୍କ ଗୋଡ ଉପରେ ଗାଡି ଚଢାଇ ଦେଇଥିଲେ।
ସୂଚନା ଅନୁସାରେ ମହାରାଷ୍ଟ୍ର ଜଣେ ନେତା ଙ୍କ ପୁଅ ପୂର୍ବରୁ ବିବାହିତ ଥିଲେ।କୁହା ଯାଏ ବାପର ପଇସା ଥିଲେ ପୁଅ କିଛି ବି କରି ପାରେ।ସେଭଳି କିଛି ଘଟଣା ବିଷୟ ରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special Report
ଆଗରୁ ବିବାହିତ ହୋଇ ମଧ୍ୟ ସେହି ଯୁବକ ଜଣକ ଅନ୍ୟ ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ।ଦୀର୍ଘ ଚାରି ବର୍ଷ ଧରି ସେମାନେ ସମ୍ପର୍କ ରେ ରହିଥିଲେ।ସେହି ଯୁବତୀ ଜଣକ ସବୁ କିଛି ଜାଣି ମଧ୍ୟ ତାଙ୍କୁ ପ୍ରେମ କରି ଥିଲେ।
ସାରା ଜୀବନ ଏକାଠି ରହିବାର ସ୍ବପ୍ନ ଦେଖିଥିଲେ।ହେଲେ ଯୁବକ ଜଣକ ତାଙ୍କୁ ଧୋକା ଦେଉ ଥିଲେ।ସେ ଓ ତାଙ୍କ ପତ୍ନୀ ମିଶି ଯୁବତୀ ଙ୍କୁ ହୋଟେଲ କୁ ଡକାଇ ଥିଲେ।ଏହା ପରେ ପ୍ରେମିକା ଓ ପତ୍ନୀ ଙ୍କ ଭିତରେ ଖୁବ୍ ଝଗଡ଼ା ହୋଇ ଥିଲା।
Special Report
ଏହା ପରେ ସେହି ଯୁବକ ନିଜ ସ୍ତ୍ରୀ କୁ ସମର୍ଥନ କରୁଥିଲେ।ପ୍ରେମିକା କୁ ସମସ୍ତ ଙ୍କ ଆଗରେ ଖୁବ୍ ମାରିଥିଲେ।ତାଙ୍କ ଗୋଡ ଉପରେ ଗାଡି ଚଢାଇ ଦେଇଥିଲେ।ଏବେ ସେ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।
ଯୁବତୀ ଜଣକ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ।ହେଲେ ସେହି ଯୁବକ ଜଣକ ମନ୍ତ୍ରୀ ଙ୍କ ପୁଅ ହୋଇ ଥିବାରୁ ତାଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନାହିଁ।
ସେହି ବ୍ୟକ୍ତି ଜଣକ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟ ରାଜ ପଥ ର ଏମ୍ ଡି ଙ୍କ ପୁଅ ଅଶ୍ୱଜିତ ଗାୟକୱାଡ ଙ୍କ ପୁଅ।ତାଙ୍କୁ ଏ ଯାଏଁ ପୋଲିସ ଗିରଫ କରି ନାହିଁ।ଏବେ ଦେଖିବାକୁ ବାକି ରହିଲା କେତେବେଳେ ତାଙ୍କୁ ଗିରଫ କରା ଯାଉଚି।

Advertisement