Updated: Jan 12, 2024, 10:05 IST

ସ୍ଵାମୀ ପଇସା ରେ ଜୁଆ ଖେଳିବା ସ୍ତ୍ରୀ କୁ ପଡ଼ିଲା ମହଙ୍ଗା : ଅନଲାଇନ୍ ରେ ୭୦ ହଜାର ଟଙ୍କା ଲୁଟି ନେଇଗଲେ ଠକ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ମହିଳା କହିଥିଲେ କି ସେ ଫେସବୁକ୍ ରେ କିଡସ୍ ଫ୍ୟାସନ ମଡେଲିଂ ର ଏକ ଆଡ ଦେଖିଥିଲେ। ସେଥିରେ ପିଲା ମାନଙ୍କୁ ମଡେଲିଂ ଶିଖା ଯାଇଥାଏ।
Special Report
ସେଥିରେ ମହିଳା ଜଣକ ଜଏନ ହେବା ପରେ ସେ ଏକ ଗ୍ରୁପ ରେ ଜଏନ ହେବା ପାଇଁ ମେସେଜ ଦେଇଥିଲେ। ମହିଳା ଜଣକ ଜଏନ ହେବା ପରେ ତାଙ୍କୁ ତାଙ୍କର ପୁଅର ଦୁଇରୁ ତିନୋଟି ଫଟୋ ମଧ୍ଯ ମାଗିଥିଲେ।
ଏହାପରେ ଏକ ରେଜିଷ୍ଟ୍ରେସନ କାର୍ଡ ମଧ୍ଯ ଦେଇଥିଲେ। ଏହାପରେ କହିଥିଲେ କି ତାଙ୍କୁ କିଛି ଟାସ୍କ ଦିଆଯିବ ଆଉ ତାହାକୁ ପୁରା କରିଲେ ରେଜିଷ୍ଟ୍ରେସନ୍ କାର୍ଡ ରେ ପଏଣ୍ଟ ସବୁ ଉଠିବ ବୋଲି।
ଆଉ ୧୦୦ ପଏଣ୍ଟ ହେବା ପରେ ତାଙ୍କର ପୁଅଙ୍କୁ ଟ୍ରେନିଂ ପାଇଁ ଡକା ଯିବ। ଏହାପରେ କହିଥିଲେ କି ଆଉ ଗୋଟେ ମିଶନ ପୂରା କରିଲେ ୨୦ ପଏଣ୍ଟ ମିଳିବ ବୋଲି। ଏହାପରେ ତାଙ୍କୁ ୨୦୦୦ ଟଙ୍କା ଦେବାକୁ କହି ଘଣ୍ଟେ ପରେ ପଇସା ଫେରାଇବେ ବୋଲି କହିଥିଲେ।
Special Report
ଏହାପରେ ୨୮୦୦ ଟଙ୍କା ଫେରାଇ ଦେଇଥିଲେ। ଏହାପରେ ୫୦୦୦ ଟଙ୍କା ମାଗିଥିଲେ। ଓ ପରେ ୩୮୦୦୦ ଟଙ୍କା ଏବଂ ଏହାପରେ ୭୦୦୦୦ ଟଙ୍କା ନେଇ ଯାଇଥିଲେ।
ଯେତେବେଳେ ମହିଳା ଜଣକ କହିଥିଲେ କି ସେ ଆଉ ଖେଳିବେ ନାହିଁ ଆଉ ସେତେବେଳେ ସେମାନେ କହିଥିଲେ କି ମହିଳା ଜଣକ ଏଗ୍ରିମେଣ୍ଟ ସାଇନ୍ କରିଛନ୍ତି। ଆଉ ଯଦି ସେ କୁଇଟ କରିବେ ତେବେ ତାଙ୍କ ନାମରେ କେସ ହୋଇ ଯିବ।
ମହିଳା ଜଣକ ହେଉଛନ୍ତି ଜଣେ ଗୃହିଣୀ। ତାଙ୍କର ସ୍ବାମୀ ହେଉଛନ୍ତି ଜଣେ ଡ଼୍ରାଇଭର ତାଙ୍କ ନିକଟରୁ ପଇସା ଆଣି ମହିଳା ଏଭଳି କରିଛନ୍ତି। ଆଉ ଏବେ ମହିଳା ଜଣକ ଥାନାର ଦ୍ବାରସ୍ଥ ମଧ୍ଯ ହୋଇଛନ୍ତି।
କାରଣ ତାଙ୍କ ନିକଟରେ ଏବେ କୌଣସି ହେଲେ ମଧ୍ୟ ଉପାୟ ନାହିଁ। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement