Oct 23, 2023, 18:04 IST

ଫିଲ୍ମ ଷ୍ଟାଇଲରେ ସ୍ୱାମୀକୁ ୫ ଲକ୍ଷ ଟଙ୍କାରେ ବିକିଦେଳେ ସ୍ତ୍ରୀ ଦେଖନ୍ତୁ ସାମ୍ନାକୁ ଆସିଲା ବହୁତ୍ ବଡ ଖବର

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିବାହ ବନ୍ଧନ ହେଉଛି ସାତ ଜନ୍ମର ବନ୍ଧନ। କୁହାଯାଏ ବାହାଘର ସାରିଲେ ତାହା କୁଆଡେ ସାତ ଜନ୍ମ ପାଇଁ ସଂପର୍କ ଯୋଡ଼ି ହେଇଯାଏ।
Special report
କିନ୍ତୁ ଆଜି ଟଙ୍କା ଆଗରେ ବିକ୍ରି ହୋଇଯାଇଛି ଏହି ସଂପର୍କ।ବନ୍ଧୁଗଣ ରିଅଲ ଲାଇଫରେ ବଲିଉଡ ର କାହାଣୀ ଆପଣ ମାନେ ଜାଣିଥିବେ। ଯାହାକି ବଲିଉଡ ଫିଲ୍ମ 'ଜୁଦାଇ'ରେ ଅଭିନେତ୍ରୀ ଶ୍ରୀଦେବୀ ସ୍ୱାମୀ ଅନୀଲ କପୁରଙ୍କୁ ଦୁଇ କୋଟି ଟଙ୍କାରେ ବିକ୍ରି କରିଦେଇଥିଲେ। 
କର୍ଣ୍ଣାଟକରେ ଠିକ୍ ଏହି କାହାଣୀର ପୁନରାବୃତ୍ତି ଘଟିଛି ଅସଲ ଜୀବନରେ। ତେବେ ସ୍ୱାମୀ ସ୍ତ୍ରୀର ସର୍ମ୍ପକ ହେଉଛି ମାତ୍ର ୫ ଲକ୍ଷ ଟଙ୍କା। ୫ ଲକ୍ଷ ଟଙ୍କା ବଦଳରେ ପର ସ୍ତ୍ରୀ ହାତରେ ଟେକିଦେଲା ସ୍ତ୍ରୀ।
Special report
ଏଭଳି ଘଟଣା ଘଟିଛି କର୍ଣ୍ଣାଟକ ମାଣ୍ଡ୍ୟାରରେ। ବର୍ତ୍ତମାନ ଏହି ଦମ୍ପତିଙ୍କୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ସ୍ୱାମୀକୁ ପର ସ୍ତ୍ରୀ ସହିତ ରାତି ବିତେଇ ଥିବା ଜାଣିପାରି ସ୍ତ୍ରୀ ଜଣକ ନେଇଥିଲେ ଏପରି ନିଷ୍ପତି। 
ଅନ୍ୟ ଜଣେ ମହିଳାଙ୍କ ସହିତ ନିଜ ସ୍ୱାମୀକୁ ଆସଂଜତ ଅବସ୍ଥାରେ ଦେଖିଥିଲେ ପତ୍ନୀ ଜଣକ। ଏହାପରେ ଦୁଇ ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତାଣ୍ଡବ। ଏହାପରେ ଦୁଇ ମହିଳା ଏହି ଘଟଣାକୁ ପଞ୍ଚାୟତ ରେ ଉଠେଇଥିଲେ।
Special report
ପର ପୁରୁଷ ସହିତ ସମ୍ପର୍କ ରଖୁଥିବା ମହିଳାଙ୍କୁ ସ୍ତ୍ରୀକୁ ଜଣକ କହିଥିଲେ, ତାଙ୍କର ଏଭଳି ସ୍ଵାମୀ ଦରକାର ନାହିଁ। ଆଉ ସ୍ତ୍ରୀ ଜଣକ କହିଲେ, ପାଞ୍ଚ ଲକ୍ଷ ଟଙ୍କା ଦେ ଆଉ ସ୍ଵାମୀ କୁ ନେ। 
ସ୍ତ୍ରୀ ଜଣକ ଏହି ଅଫର ଦେବା ପରେ ସଂପର୍କ ରଖିଥିବା ମହିଳା ଜଣକ ରାଜି ହୋଇଯାଇଥିଲେ। ଏହି ଅର୍ଥକୁ ଏକ ମାସ ମଧ୍ୟରେ ଦେବାକୁ କୁହାଯାଇଥିଲା। ଆଉ ବିକ୍ରି ସ୍ଵାମୀ ର ସ୍ତ୍ରୀ ଏହାକୁ ନେଇ ରାଜି ହୋଇଯାଇଥିଲେ।
ଉଭୟ ମହିଳାଙ୍କ ମଧ୍ୟରେ ଏଭଳି ବୁଝାମଣା ଦେଖିଲା ପରେ ପଞ୍ଚାୟତର ମୁଖିଆ ଆଶ୍ଚର୍ୟ୍ଯ ହୋଇଯାଇଥିଲେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଦମ୍ପତିଙ୍କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି।

Advertisement