Feb 5, 2024, 08:16 IST

ସ୍ଵାମୀ ନା ରାକ୍ଷସ ନିଜ ସ୍ତ୍ରୀ ସହ କେମିତି କରିପାରିଲେ ଏମିତି ଦେଖନ୍ତୁ ମରୁ ମରୁ ବଞ୍ଚିଲେ ସ୍ତ୍ରୀ

Special report

ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ର ଛୁରା ମାଡ ରେ ସ୍ତ୍ରୀ ହୋଇଚି ବେହାଲ୍।ଏଭଳି ଅନେକ ଘଟଣା ଆପଣ ମାନେ ଆଗରୁ ଶୁଣି ଥିବେ।ପାରିବାରିକ କଳହ କୁ ନେଇ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥାଏ।
Special report
ହେଲେ ଆମେ ଆଜି ଏପରି ଏକ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଜଣେ ମହିଳା ଙ୍କୁ ରାସ୍ତା ରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ତାଙ୍କ ସ୍ଵାମୀ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ନଦୀ ସାହି ଅଞ୍ଚଳ ରେ।ମହିଳା ଜଣକ ଏବେ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି।
ସୂଚନା ଅନୁସାରେ ପ୍ରଦୀପ ଓ ବାସନ୍ତୀ ବିବାହ କରିଥିଲେ।ବିବାହ ପରେ ଉଭୟ ଙ୍କ ମଧ୍ୟରେ ଭଲ ସମ୍ପର୍କ ନ ଥିଲା।ସବୁବେଳେ ପରସ୍ପର ଭିତରେ କଳହ କରୁଥିଲେ।ହେଲେ ଏହି ସାମାନ୍ୟ କଳହ ରୁ ଏଭଳି କିଛି ଘଟଣା ଘଟି ଯିବ ତାହାକୁ କେହି ବିଶ୍ବାସ କରି ନ ଥିଲେ।
Special report
ଗତ କାଲି ଉଭୟ ପ୍ରଦୀପ ଓ ବାସନ୍ତୀ ଙ୍କ ମଧ୍ୟରେ ଜୋର୍ ରେ ଝଗଡ଼ା ଲାଗି ଥିଲା।ପ୍ରଦୀପ ତାଙ୍କ ସ୍ତ୍ରୀ ଙ୍କ ଉପରେ ବହୁତ ରାଗି ଯାଇଥିଲେ।ଭୟ ରେ ଘରୁ ବାହାରି ଆସି ଥିଲେ ବାସନ୍ତୀ।ଏହା ପରେ ପ୍ରଦୀପ ତାଙ୍କ ସ୍ତ୍ରୀ ବାସନ୍ତୀ ଙ୍କୁ ରାସ୍ତା ରେ ଛୁରୀ ଧରି ଗୋଡ଼ାଇ ଥିଲେ।
ହଟାତ ତାଙ୍କ ଉପରକୁ ଛୁରାମାଡ କରି ଥିଲେ।ଏଥିରେ ବାସନ୍ତୀ ଆହତ ହୋଇ ସେହି ଠାରେ ଟଳି ପଡ଼ି ଥିଲେ।କିନ୍ତୁ ପ୍ରଦୀପ ଘଟଣା ସ୍ଥଳ ରୁ ଫେରାର ହୋଇ ଯାଇ ଥିଲେ।ଏହାର କିଛି ସମୟ ପରେ ଗାଁ ର ଲୋକ ମାନେ ବାସନ୍ତୀ କୁ ରାସ୍ତା ରେ ପଡ଼ି ଥିବାର ଦେଖିଲେ।
Special report
ସେମାନେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ।ଗାଁ ର ଲୋକ ମାନେ ପ୍ରଦୀପ ଙ୍କ ବିରୋଧ ରେ ଏ ନେଇ ଥାନା ରେ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ବାସନ୍ତୀ ସୁସ୍ଥ ଅଛନ୍ତି।ହେଲେ ଏହି ଘଟଣା ର କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ।
Special report
ପୋଲିସ ପକ୍ଷ ରୁ କୌଣସି ସୂଚନା ମିଳି ପାରି ନାହିଁ।ଶୁଣା ଯାଉଛି କି ପୋଲିସ ତାର ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ପ୍ରଦୀପ ଙ୍କୁ ଗିରଫ କରା ଯିବ ବୋଲି କୁହା ଯାଉଚି।
ଜଣେ ମହିଳା ଙ୍କ ପ୍ରତି ଏଭଳି ବ୍ୟବହାର କୁ ଗାଁ ର ଲୋକ ମାନେ ସହି ପାରି ନାହାଁନ୍ତି।ଏଭଳି ଅନେକ ଥର ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ଲାଗି ଥାଏ।ହେଲେ ଏଭଳି କିଛି ହେବ ବୋଲି କେହି ବିଶ୍ବାସ କରି ପାରୁ ନାହାଁନ୍ତି।

Advertisement