Oct 16, 2023, 13:19 IST

ସ୍ଵାମୀ କୁ ଜୀବନ ରୁ ମାରି ଦେଇ ପ୍ରେମିକ ସହ ରିଲସ କରି ମଜା ନେଉଛି ସ୍ତ୍ରୀ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ପୁଣି ଏକ ଲଜ୍ୟା ଜନକ ଘଟଣା ସାମ୍ନା କୁ ଆସିଛି ନିଜର ସ୍ଵାମୀ ଓ ପିଲା କୁ ଛାଡି ପ୍ରେମିକ ସହ ଫେରାର ହୋଇ ଯାଇଛନ୍ତି ମହିଳା।
Special report
ବାହାଘରକୁ ୧୭ ବର୍ଷ ହୋଇ ସାରିଥିଲେ ସୁଦ୍ଧା ନିଜର କଲେଜ୍ ପଢୁଆ ଝିଅ ଓ ନବମ ଶ୍ରେଣୀରେ ପଢ଼ୁଥିବା ପୁଅ କୁ ଛାଡ଼ି ନିଜ ପ୍ରେମିକ ସହ ଫେରାର ହୋଇ ଯାଇଛି ମାଆ। ଏପଟେ ସ୍ତ୍ରୀ ଫେରାର ହେବାରୁ ସ୍ତ୍ରୀ କୁ ଝୁରିଝୁରି ଆ-ତ୍ମ-ହ-ତ୍ୟା କରିଦେଲା ସ୍ଵାମୀ।
ବାହାଘର ର ୧୭ ବର୍ଷ ପରେ ମଧ୍ୟ ନିଜର ସ୍ଵାମୀ ଓ ପୁଅ ଝିଅଙ୍କୁ ଛାଡି ପର ପୁରୁଷ ର ହାତ ଧରିଛନ୍ତି ମହିଳା ଜଣକ। ଝିଅ ବଡ଼ ହୋଇ ସ୍କୁଲ୍ ଯାଉଥିବା ବେଳେ ପୁଅ ମଧ୍ଯ ନବମ ଶ୍ରେଣୀରେ ପାଠ ପଢୁଛି।
ପ୍ରଥମେ ଅନ୍ନପୂର୍ଣ୍ଣା ପ୍ରେମ କରି ନରେଶ ଙ୍କୁ ବିବାହ କରିଥିଲେ। ଆଉ ତାଙ୍କ ସହ ମଧ୍ଯ ସେ ବୈବାହିକ ଜୀବନ ବିତାଇ ଥିଲେ। ବାହାଘର ପରେ ତାଙ୍କର ଦୁଇଟି ସନ୍ତାନ ମଧ୍ଯ ଜନ୍ମ ହୋଇଥିଲା।
Special report
ହେଲେ ପିଲା ଜନ୍ମ କରିବା ପରେ ଅନ୍ନପୂର୍ଣ୍ଣା ବାପୁନ୍ ନାମକ ଏକ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ। ତାଙ୍କ ପ୍ରେମ ସମ୍ମୁଖରେ ତାଙ୍କୁ ଆଉ କିଛି ହେଲେ ମଧ୍ୟ ଦେଖାଯାଉ ନଥିଲା। ସେ ପ୍ରେମରେ ପୁରାପୁରି ଅନ୍ଧ ହୋଇ ଯାଇଥିଲେ।
ପୁଅ କୁ ପାଠ ପଢ଼ିବା ପାଇଁ ହୋଟେଲ୍ ରେ ଛାଡି ଦେଇଥିବା ବେଳେ ସ୍ଵାମୀ ଓ ଝିଅକୁ ଲୁଚାଇ ବାପୁନ ସହ ଘଣ୍ଟା ଘଣ୍ଟା ଧରି ସେ ଗପିବାକୁ ମଧ୍ଯ ଲାଗିଥିଲେ। ବାପୁନ୍ ଙ୍କୁ ଭିଡିଓ କଲ କରି ନିଜ ପୁଅ ଝିଅଙ୍କୁ ବାପା ବୋଲି ଡାକିବାକୁ ମଧ୍ଯ କହୁଥିଲେ।
ଏହାକୁ ନେଇ ପରିବାର ମଧ୍ୟରେ ଅନେକ ସମୟରେ ଅଶାନ୍ତି ମଧ୍ଯ ଲାଗି ରହୁଥିଲା। ଶେଷରେ ନିଜର ପୁଅ ଝିଅ ଓ ସ୍ବାମୀଙ୍କୁ ଛାଡି ବାପୁନ୍ ସହ ଫେରାର ହୋଇ ଯାଇଥିଲେ ଏହି ମହିଳା ଜଣକ।
ଆଉ ସ୍ତ୍ରୀ ଚାଲିଯିବା ପରେ ସ୍ତ୍ରୀ କୁ ଝୁରିଝୁରି ଆ-ତ୍ମ-ହ-ତ୍ୟା କରି ଦେଇଥିଲା ସ୍ଵାମୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପହାଳ ଥାନା ଅନ୍ତର୍ଗତ ଜୟ ରସାସନ ଗ୍ରାମରେ ଏହାକୁ ଏବେ ଲୋକମାନେ ଖୁବ୍ ନିନ୍ଦା ମଧ୍ଯ କରୁଛନ୍ତି।

Advertisement