Jan 18, 2024, 13:51 IST

ସ୍ଵାମୀ କରୁଥିଲା ହାଇଦ୍ରାବାଦ ରେ ଚାକିରି ଆଉ ଏପଟେ ୩ ଜଣ ପୁରୁଷ ଙ୍କ ସହ ସଂପର୍କ ରଖିଲା ସ୍ତ୍ରୀ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କଳାହାଣ୍ଡି ଜିଲ୍ଲାର , ନଲା ବ୍ଲକ୍ ଅନ୍ତର୍ଗତ, ନିସନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୂପୁଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
Special Report
ଘୂପୁଟି ଗ୍ରାମର ଶାନ୍ତ ପୂଜାରୀଙ୍କ ଘରେ ,ରେଙ୍ଗାସ ପଦ୍ମପୁର ଅବିନାଶ ମଙ୍ଗରାଜ ଙ୍କ ପୁଅ ଟୁଲୁ ମଙ୍ଗରାଜ ଙ୍କ ଘରେ ପଶି ଲକ୍ଷ୍ମୀ ପୂଜାରୀଙ୍କୁ ଦୁର୍ବ୍ୟବହାର କରିବା ସମୟରେ ପରିବାର ଏହା ଜାଣିପାରି ଏଭୟ ପ୍ରେମୀ ଯୁଗଳ ଙ୍କୁ ଏକ ଘର ଭିତରେ ହିଁ କାବୁ କରିଥିଲେ।
ଉଭୟଙ୍କୁ କାବୁ କରି ପଚାରି ଥିବାରୁ ଅବିନାଶ ଙ୍କ ସହ ଆଉ ଦୁଇଜଣ ମଧ୍ୟ ଆସିଥିଲେ। ସେହି ଦୁଇଜଣଙ୍କୁ ମଧ୍ୟ ଗ୍ରାମ ଲୋକ କାବୁ କରିଥିଲେ। ଗତ ଛଅ ମାସ ପୂର୍ବରୁ ଲକ୍ଷ୍ମୀ ପୂଜାରୀ ଓ ଅବିନାଶ ମଙ୍ଗରାଜ ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।
ଗତ ଅନେକ ଦିନ ଧରି ସେ ଲକ୍ଷ୍ମୀ ପୂଜାରୀ ଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ପ୍ରକାଶ ମଧ୍ୟ କରିଛନ୍ତି। ଶାନ୍ତ ପୁଜାରୀ କାମ ପାଇଁ ବଡଧାର ପୁର ଠାରେ କାମ ଚାଲୁଥିବା ବେଳେ ସେଠାରେ କାମ କରି ରହୁଥିଲେ।
Special Report
କେହି ଘରେ ନଥିବା ସମୟରେ ଲକ୍ଷ୍ମୀ ପୂଜାରୀ ଘରକୁ ଅଭିନାସ ମଙ୍ଗରାଜ କୁ ଘରକୁ ଡାକିଥିଲେ। ଏହାପରେ ତାଙ୍କର ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ନିଜ ଘରେ କିମ୍ବା ଗ୍ରାମରେ ମଧ୍ୟ ରଖିବେ ନାହିଁ ବୋଲି ଏହା ନିଷ୍ପତ୍ତି ନେଇ ଥିଲେ।
ଖବର ପାଇ ନଲା ଥାନା ଅଧିକାରୀ ଗଙ୍ଗାଧର ମେହେର ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଓ ଗ୍ରାମବାସୀ ଉକ୍ତ ଚାରିଜଣ ପ୍ରେମିକ ଓ ପ୍ରେମିକା ଙ୍କୁ ନଲା ଥାନା ଅଧିକାରୀ ଙ୍କୁ ହସ୍ତାନ୍ତର କରିଥିଲେ।
ପରେ ଗଙ୍ଗାଧର ମେହେର ଏହି ଘଟଣାର ଏକ ମାମଲା ରୁଜୁ କରିଥିଲେ। ଏହି ଘଟଣାର ଏବେ ଜୋରଦାର ତଦନ୍ତ ମଧ୍ୟ ଚାଲି ଥିବାର କୁହା ଯାଉଛି।
ଏହି ଘଟଣାର ତଦନ୍ତ ପରେ ହିଁ ଘଟଣା ପଛରେ ଥିବା ପ୍ରକୃତ ସତ କଣ ତାହା ଜଣା ପଡ଼ିବ। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବା ପାଇଁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement