Feb 22, 2024, 19:12 IST

ସ୍ଵାମୀ କଲେ ଝିଅ ସହ ପାପ ସିଧା ମୁଁହ ଖୋଲିଲେ ସ୍ତ୍ରୀ ଦେଖନ୍ତୁ କଣ କରିଥିଲେ ସ୍ଵାମୀ ଜଣଙ୍କ ଆପଣ ସତ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଏବେ ଏଭଳି କିଛି ଖବର ସାମ୍ନାକୁ ଆସୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Special report
ବାପା ହୋଇ ଝିଅ ଉପରେ ରଖୁଥିଲା ଖରାପ ସମ୍ପର୍କ । କଳିଯୁଗରେ ଅନେକ ଘଟଣା ଦେଖିବାକୁ ମିଳୁଛି ଯାହା ଆପଣଙ୍କ ମନରେ ଅନେକ ଭାବନା ଆଣୁଛି । ଲୋକମାନେ ଏଭଳି ନିନ୍ଦନୀୟ କାମ କରିବା ପୂର୍ବରୁ ଭାବିବା ଉଚିତ୍ । 
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଜ କରିଥିବା ବାପା ତାର ଝିଅ ସହିତ ଏଭଳି କାମ କିପରି କରିପାରିଲା । ଏହି ଝିଅଟି ଦେଖିବାକୁ ବହୁତ ସୁନ୍ଦର ଥିଲା । ବାରମ୍ବାର ବାପା ଜଣକ ଝିଅ ସହିତ ରଖୁଥିଲା ଖରାପ ସମ୍ପର୍କ ।
Special report
ଝିଅ ମନା କରିବା ପରେ ମଧ୍ୟ ବାରମ୍ବାର ଶାରିରୀକ ସମ୍ପର୍କ ରଖୁଥିଲା ଏହି ବାପା ଜଣକ । ଏହି ଦେହଜୀବୀ ବାପା ଜଣକ ସମ୍ପର୍କର ମାନେ ଭୁଲି ଗଲା ଆଉ କରିଲା ଏଭଳି ନୀଚ କାମ ।
ଏହି ଝିଅଟିର ନିଜ ଜନ୍ମ କରିଥିବା ବାପା ଏଭଳି କାମ କରିବା ପୂର୍ବରୁ ଭାବିବା ଉଚିତ୍ । ଏହି ଝିଅ ଜଣକ ସହିତ ବାରମ୍ବାର ଜୋର୍ ଜବରଦସ୍ତ କରୁଥିଲା ବାପା । ଝିଅ ଜଣକ ଶେଷରେ ଏଭଳି କଷ୍ଟ ସହି ନପାରି ମୃ-ତ୍ୟୁବରଣ କରିଥିଲା ।
Special report
ଏହାପରେ ଏବେ ମାଆ ଜଣକ ଯାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏବେ ଏହି ଘଟଣା ପୋଲିସ ଥାନାରେ ଅଭିଯୋଗ ଦେବା ପରେ ପୋଲିସ ବାପା ଜଣଙ୍କୁ ଖୋଜି ବୁଲୁଛି । ଏବେ ଗିରଫ ହୋଇଛନ୍ତି ବ୍ୟକ୍ତି ଜଣକ ।
ଏହି ବାପା ଜଣକ କହିଛନ୍ତି ସେହି ଝିଅ ଅନ୍ୟ ପିଲାଙ୍କ ସହିତ ଖରାପ ସମ୍ପର୍କ ରଖୁଥିଲା ଆଉ ଏହି ବିଷୟରେ କହିବା ପରେ ଝିଅ ଜୀବନ ହାରି ଦେଇଛି । କିନ୍ତୁ ବାପା ଜଣକ ଜୋର୍ ଜବରଦସ୍ତ ଶା-ରି-ରୀ-କ ସମ୍ପର୍କ ରଖୁଥିଲା । ଝିଅଟି କମ୍ ବୟସର ଥିଲା ।
ଏହି ଘଟଣା କୋଣାର୍କ ଅଞ୍ଚଳ ମାଟିଆପଡ଼ା ଅଞ୍ଚଳରେ । ଝିଅ ଜଣକ ସହିତ ଏଭଳି କରିବାର ମାଆ ମଧ୍ୟ ଦେଖିଥିଲା । ଏବେ ଏହି ଦୋଷୀ ଜଣଙ୍କୁ ଦଣ୍ଡ ଦିଆଯାଉ ବୋଲି ମାଆ ଜଣକ ଦାବି କରିଛନ୍ତି । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement