Nov 27, 2023, 13:22 IST

ଜନ୍ମଦିନରେ ସ୍ଵାମୀ ଦେଲେନି ଗିଫ୍ଟ ସ୍ତ୍ରୀ କରିଦେଲେ ଏମିତି କାଣ୍ଡ ସାରା ଦେଶ ଦେଇଦେଲେ ମୁଣ୍ଡରେ ହାତ ଦେଖନ୍ତୁ କଣ କରିଦେଲେ ଏମିତି

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ତ ଜାଣିଥିବେ ଆଜିକାଲି ଦୁନିଆରେ ସବୁ ଲୋକ ତାଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରୁଛନ୍ତି । ଆଉ ନିଜ ଜନ୍ମଦିନକୁ ଆଡମ୍ବର ସହକାରେ ପାଳନ କରୁଛନ୍ତି ।
Special Report
ଜନ୍ମଦିନରେ ପରିବାର ଆଉ ସଂପର୍କୀୟମାନେ ମଧ୍ୟ ଯୋଗ ଦେଇଥାନ୍ତି । ସେମାନେ ମଧ୍ୟ ଏହି ଜନ୍ମଦିନ ଥିବା ଲୋକଟି ପାଇଁ ଉପହାର ଆଣିଥାନ୍ତି । ଏବେ ଏଭଳି ଏକ ଘଟଣାକୁ ନେଇ ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
ଜନ୍ମଦିନରେ ନିଜ ସ୍ତ୍ରୀକୁ ଉପହାର ନ ଦେବା ପଡିଲା ମହଙ୍ଗା । ସ୍ୱାମୀର ପଇସା ତ ରହିଲା କିନ୍ତୁ ସ୍ୱାମୀର ଜୀବନ ଚାଲିଗଲା । ସ୍ତ୍ରୀକୁ ଦୁବାଇ ନେବ ବୋଲି କହିଥିଲା ସ୍ବାମୀ କିନ୍ତୁ ଦୁବାଇ ନ ନେବାରୁ ସ୍ବାମୀକୁ ଖେଳାଇ ଖେଳାଇ ସ୍ତ୍ରୀ ଜଣକ ମାରିଦେଲା ।
Special report
ଜନ୍ମଦିନ ଆସିଲେ ସମସ୍ତେ ଖୁସି ହୁଅନ୍ତି ଆଉ ଲୋକମାନେ ଉପହାର ଦେଇଥାନ୍ତି । ସ୍ବାମୀମାନେ ସ୍ତ୍ରୀମାନଙ୍କୁ ଭଲ ଭଲ ସ୍ଥାନକୁ ବୁଲାଇବାକୁ ନେଇଥାନ୍ତି । କିନ୍ତୁ ବେଳେ ବେଳେ କିଛି ଲୋକ ନିଜ ସ୍ତ୍ରୀକୁ ଉପହାର ଦେଇନଥାନ୍ତି ।
ଆଉ ଏବେ ଏହି ଖବର ଆସିଛି କି ସ୍ବାମୀ ଜଣକ ସ୍ତ୍ରୀକୁ କିଛି ଉପହାର ଦେଇ ନଥିବାରୁ ସ୍ତ୍ରୀ ଜଣକ ସ୍ବାମୀ ସହିତ କରିଲା ଏଭଳି କାମ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ତ୍ରୀ ଜଣକ ସ୍ୱାମୀର ପରିସ୍ଥିତି ବୁଝି ନଥିଲା ।
Special report
ଆଉ ଏଭଳି କାମ କରିଦେଲା । ଏହି ସ୍ତ୍ରୀ ଜଣକ ତାଙ୍କର ଜନ୍ମଦିନ ପାଳନ କରିପାରି ନଥିଲେ । ଆଉ ଶେଷରେ ସେହି ସ୍ତ୍ରୀ ଜଣକ ସ୍ୱାମୀଙ୍କର ଜୀବନ ନେଇ ଯାଇଥିଲା । ଏମିତି ଘଟଣା ଆପଣମାନେ ପ୍ରଥମ ଥର ପାଇଁ ଶୁଣିଥିବେ । 
Special report
ଏହି ଘଟଣା ଘଟିଛି ପୁନେ ଅଞ୍ଚଳରେ । ପୁଣେର ଜଣେ ମହିଳା ଏଭଳି କାମ କରିଛନ୍ତି । ୩୬ ବର୍ଷୀୟ ଜଣେ ମହିଳା ଏଭଳି କାମ କରିଛନ୍ତି । ଜନ୍ମଦିନରେ ସ୍ତ୍ରୀ ଜଣଙ୍କର ଇଚ୍ଛା ଥିଲା ସେ ଦୁବାଇ ଯାଇ ଜନ୍ମଦିନ ପାଳନ କରିବେ କିନ୍ତୁ ସ୍ବାମୀ ଜଣକ ମନା କରିବାରୁ ସେ ସ୍ବାମୀ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।
ସେ ତାଙ୍କ ନାକକୁ ମାଡ ମାରିଥିଲେ । ଏହି ଦମ୍ପତ୍ତି ପ୍ରେମ ବିବାହ କରିଛନ୍ତି । ପୁଣେର ବାଦାମବାଡ଼ି ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏଭଳି ଘଟଣା ଘଟିଥିଲା । ଦମ୍ପତ୍ତି ହେଉଛନ୍ତି ନିକିଲ ଆଉ ରେଣୁକା ।

Advertisement