Oct 3, 2023, 11:41 IST

ମୁଁ ଜାଣିଥିଲି ମୋ ସ୍ବାମୀ ଆଉ ୬ ମାସ ମାତ୍ର ବଞ୍ଚିବେ , ହେଲେ ବି ମୁଁ ତାଙ୍କୁ ବିବାହ କରିଲି , କାରଣ ମୋର ଏମିତି....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ଏଭଳି କାହାଣୀ ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିବ।
Special special report
ଆଉ ଏହି କାହାଣୀ ହେଉଛି ଏକ ସତ୍ୟ ଆଧାରିତ ଆଉ ଏହି କାହାଣୀର ନାୟିକା ହେଉଛନ୍ତି ଡିମ୍ପଲ୍ ପର୍ମାର ଓ ନାୟକ ହେଉଛନ୍ତି ତାଙ୍କ ସ୍ଵାମୀ ନୀତେଶ।ଡିମ୍ପଲ୍ ଜାଣିଥିଲେ କି ତାଙ୍କ ସ୍ବାମୀ ଆଉ ମାତ୍ର ଛଅ ମାସ ବଞ୍ଚିବେ ହେଲେ ଏହାପରେ ମଧ୍ୟ ସେ ତାଙ୍କୁ ବିବାହ କରିଥିଲେ।
ଆଜ୍ଞା ହଁ ଡିମ୍ପଲ୍ ଓ ନୀତେଶ ଙ୍କ ଏକ କନ୍ଫରେନ୍ସ ରେ ଦେଖା ହୋଇଥିଲା। ଆଉ ସେତେବେଳେ ଡିମ୍ପଲ୍ ଙ୍କୁ ନୀତେଶ ଖୁବ ପଶନ୍ଦ ଆସିଥିଲେ। କାରଣ ନୀତେଶ ଥିଲେ ଜଣେ ଖୁବ୍ ମଜାଳିଆ ଲୋକ।
ଏହାପରେ ଦୁହେଁ ଜାଣିବାକୁ ପାଇଲେ କି ଦୁହେଁ ଏକା କଲେଜ୍ ରେ ପାଠ ପଢନ୍ତି। ଏହାପରେ ଡିମ୍ପଲ୍ ନୀତେଶ ଙ୍କ ପ୍ରେମରେ ପଡି ଯାଇଥିଲେ। ସେହି ସମୟରେ ନୀତେଶ ଙ୍କ ଦେହ ଖରାପ୍ ହୋଇ ଥିଲା ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ।
Special report
ଆଉ ଜାଣିବାକୁ ପାଇଥିଲେ କି ତାଙ୍କୁ ତୃତୀୟ ଷ୍ଟେଜ କ୍ୟାନ୍ସର ହୋଇଛି। ତାହାପରେ ସେ ଗ୍ରାମ କୁ ପଳାଇ ଥିଲେ। ମାତ୍ର ସେତେବେଳେ ତାଙ୍କୁ ଡିମ୍ପଲ୍ ଭଲ ପାଇ ବସିଥିଲେ। ହେଲେ ଡ଼ାକ୍ତର କହିଥିଲେ କି ନୀତେଶ ଭଲ ହୋଇ ଯିବାର ସମ୍ଭାବନା ଅଛି।
ଆଉ କିଛି ଦିନ ପରେ ନୀତେଶ ମଧ୍ଯ ଅନୁଭବ କରିଥିଲେ କି ଡିମ୍ପଲ୍ ଙ୍କୁ ଭଲ ପାଇ ବସିଛନ୍ତି। ଏହାପରେ ସେ ଡିମ୍ପଲ୍ ଙ୍କୁ ବାହା ହେବାକୁ କହିଥିଲେ ।ଡିମ୍ପଲ୍ ମଧ୍ୟ ରାଜି ହୋଇ ଯାଇଥିଲେ।
ନିର୍ବନ୍ଧ ର ସାତ ଦିନ ପରେ ନୀତେଶ ଡ଼ାକ୍ତରଖାନା କୁ ଚେକ୍ ଅପ୍ କରିବାକୁ ଯାଇଥିଲେ। ଏହାପରେ ସେଠାରେ ସେ ଏମଆରଆଇ ମଧ୍ୟ କରିଥିଲେ। ଆଉ ସେତେବେଳେ ଜଣା ପଡିଥିଲା କି ନୀତେଶ ଙ୍କ ଶରୀର ସାରା କ୍ୟାନ୍ସର ବ୍ୟାପି ଯାଇଛି। ମାତ୍ର ଛଅ ମାସ ନୀତେଶ ବଞ୍ଚିବେ।
ଏହା ଜାଣି ମଧ୍ୟ ଡିମ୍ପଲ୍ ,ନୀତେଶ ଙ୍କୁ ବିବାହ କରିଥିଲେ। ଏବଂ ତାଙ୍କର ଯତ୍ନ ନେଇଥିଲେ ଆଉ ତାହାପରେ ନୀତେଶ ତାଙ୍କୁ ଛାଡି ଚାଲି ଯାଇଛନ୍ତି। ହେଲେ ନୀତେଶ ଙ୍କ ପାଇଁ ଏବେ ଡିମ୍ପଲ୍ ଆଶ୍ରମରେ ଥିବା କ୍ୟାନ୍ସର ପିଲା ମାନଙ୍କୁ ସହାୟତା ଯୋଗାଉଛନ୍ତି।

Advertisement