ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦିନକୁ ଦିନ ସମାଜରେ ଅଜବଗଜବ ଘଟଣା ସବୁ ଘଟିଚାଲିଛି। ଦୁନିଆ ଯେତେ ଆଗାଉଛି। ସେତିକି ସେତିକି ମଣିଷ ନିଷ୍ଠୁର ପାଲଟି ଯାଉଛି। ସମସ୍ତେ ନିଜସୁଖ ସୁବିଧା ପାଇଁ ମନ୍ଦ କାର୍ଯ୍ୟ କରିବା ପାଇଁ ପଛଉନାହାନ୍ତି।
ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏମିତି କିଛି କାରନାମା କରିବାକୁ ଉଦ୍ୟମ କରୁଛନ୍ତି, ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। ତେବେ ବନ୍ଧୁଗଣ ବିବାହ, ଏକ ପବିତ୍ର ସମ୍ପର୍କ। ଦୁଇଟି ମନ ଓ ଶରୀରର ମିଳନ।
ଦୁଇଟି ଅଜଣା ପରିବାର ମଧ୍ୟରେ ଗଢ଼ି ଉଠୁଥିବା ସମ୍ପର୍କର ସୁନ୍ଦର ବନ୍ଧନ। କନ୍ୟାପିତାମାତା କନ୍ୟାଦାନ କରି ପୁର୍ଣ୍ଣ୍ୟ ଅର୍ଜନ କରିବାକୁ ସ୍ୱପ୍ନ ଦେଖନ୍ତି।
ଠିକ୍ ସେହିଭଳି ପୁଅର ପରିବାର ଘରର ଗୃହଲକ୍ଷ୍ମୀ ଆଣି ନିଜ ସଂସାରକୁ ଆଗକୁ ନେବାର ଗୁରୁ ଦାୟିତ୍ୱ ପୁଅ ଠାରୁ ଆଶା କରିଥାନ୍ତି। ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ଯାହାକି ନର ରକ୍ଷସ ପାଲଟି ଗଲା ସ୍ଵାମୀ। ଖାଲି ଦେହ ସୁଖ ପାଇଁ ନିଜ ସ୍ତ୍ରୀକୁ ବାଧ୍ୟ କରିଥିଲା ସ୍ଵାମୀ।
ଏଵଂ ପାଖରେ ଶଶୁର ଥିଲେ ମଧ୍ୟ ଶଶୁର ଆଗରେ ସ୍ତ୍ରୀ କୁ ଟଣାଟାଣି କରେ ସ୍ଵାମୀ। ତେବେ ବନ୍ଧୁଗଣ ବର୍ତ୍ତମାନ ଅଭିଯୋଗ କରିଛନ୍ତି ମହିଳା ଜଣକ। ନରରାକ୍ଷସ ପାଲଟି ଯାଇଛି ସ୍ଵାମୀ ଯେତେବେଳେ ତାହାର ଇଚ୍ଛା ହେଉଛି ଶାରୀରିକ ସଂପର୍କ ରଖିବାକୁ।
ସ୍ୱାମୀ ରାମଚନ୍ଦ୍ର ସବୁବେଳେ ମଦ ଆଉ ଗଞ୍ଜେଇ ଟାଣି ପୁରା ମାତାଲ୍ ହୋଇ ରୁହନ୍ତି। ଆଉ ତାଙ୍କ ମୁଣ୍ଡରେ ସବୁବେଳେ ଚାଲେ ଶାରୀରିକ ସଂପର୍କ ରଖିବାର କଥା।
ସ୍ତ୍ରୀ ମନା କଲେ ମଧ୍ୟ ତାଙ୍କୁ ଧ-ର୍ଷ-ଣ କରନ୍ତି ରାମଚନ୍ଦ୍ର। ଆଉ ଏକଥାକୁ ଯେତେବେଳେ ରାମଚନ୍ଦ୍ରଙ୍କ ଶଶୁର ବରଣ କରିଥିଲେ ଧକ୍କା ମାରିଥିଲା ରାମଚନ୍ଦ୍ର। ଏବଂ ଶେଷରେ ବାରମ୍ବାର ଧ-ର୍ଷ-ଣର ଶିକାର ହେବାପରେ ଥାନାରେ ଅଭିଯୋଗ କରିଛନ୍ତି ସ୍ତ୍ରୀ ଜଣକ।
ଆଉ ଅଭିଯୋଗ ପରେ ରାମଚନ୍ଦ୍ର କୁ ଖୋଜୁଛି ପୋଲିସ। ତେବେ ବନ୍ଧୁଗଣ ବର୍ତ୍ତମାନ ଦେଖିବାକୁ ବାକି ରହିଲା ସ୍ତ୍ରୀ ଜଣକୁ କେବେ ନ୍ୟାୟ ମିଳୁଛି।