Feb 18, 2024, 16:38 IST

ସ୍ଵାମୀ ଆଗରେ ସ୍ତ୍ରୀ ସହ ଦୁଇଜଣ ମିଶି କରିଦେଲେ ଏମିତି ଦେଖନ୍ତୁ ଏହି ଭୟଙ୍କର ଘଟଣା

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ସାମ୍ନାକୁ ଆସୁଛି ।
Special report
ଏବେ ଏଭଳି କିଛି ଲଜ୍ୟା ଜନକ ଘଟଣା ଘଟିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ପୁରୀ ଜିଲ୍ଲା ଯାହା ହେଉଛି ପ୍ରଭୁ ଜଗନ୍ନାଥଙ୍କ ସ୍ଥାନ ସେହି ସ୍ଥାନରେ ଦେଖାଯାଇଛି କିଛି ଏଭଳି ଲଜ୍ୟା ଜନକ ଘଟଣା । ପୁରୀ ଜିଲ୍ଲାର ବ୍ରହ୍ମଗିରି ଠାରେ ଏହି ଘଟଣା ଘଟିଛି ।
ପୁରୀ ଜିଲ୍ଲାର ବୃହ୍ମଗିରି ଅଞ୍ଚଳରେ ଜଣେ ମହିଳାଙ୍କ ସହିତ ଦୁଇଜଣ ଯୁବକ ଗଣ ଦୁ-ଷ୍କ-ର୍ମ କରିଛନ୍ତି । ଏହି ମହିଳା ଜଣକ ବିବାହିତା ଥିଲେ । ପାଖରେ ତାଙ୍କର ସ୍ବାମୀ ମଧ୍ୟ ଥିଲେ । ପାଖରେ ସ୍ବାମୀ ଥାଇ ମଧ୍ୟ ଏହି ଦୁର୍ବୃତ୍ତ କଥା ମାନି ନଥିଲେ ।
Special report
ଏହି ଦୁର୍ବୃତ୍ତ ଦୁଇଜଣ ମହିଳା ଜଣଙ୍କର ଦେହକୁ ଖୁଣି ଖାଇ ଯାଇଥିଲେ । ସ୍ବାମୀ ଜଣକ ମନା କରିବା ସତ୍ତ୍ୱେ ମଧ୍ୟ ଏହି ଦୁର୍ବୃତ୍ତ ଦୁଇଜଣ କଥା ମାନି ନଥିଲେ ଆଉ ସେମାନେ ଏହି ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ । 
ମହିଳା ଜଣକ ମଧ୍ୟ ନେହୁରା ହୋଇ ତାଙ୍କୁ ଛାଡ଼ି ଦେବାକୁ କହିଥିଲେ କିନ୍ତୁ ସେମାନେ କାମୁକ ଭାବନାରେ ଅନ୍ଧ ହୋଇ ଯାଇଥିଲେ । ଏବେ ଏହି ମହିଳା ଏବଂ ତାଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
Special report
ଏବେ ପୋଲିସ ଏହି ଘଟଣା ତଦନ୍ତ କରୁଛି । ମହିଳା ଜଣଙ୍କୁ ଡାକ୍ତରୀ ମାଇନା ପରୀକ୍ଷା କରିବାକୁ ପଠାଯାଇଛି । ଏବେ ଏହି ଦୁଇଜଣଙ୍କ ନାଁରେ ଥାନାରେ ମାମଲା ରୁଜ୍ଜୁ ହୋଇଛି । ଏବେ ପୋଲିସ ଏହି ଦୁଇଜଣଙ୍କୁ ଗିରଫ କରିଛି । 
Special report
ପୋଲିସ ଏହି ଦୁଇଜଣଙ୍କୁ ଗିରଫ କରି ଜେରା କରିବା ପରେ ସେହି ଦୁର୍ବୃତ୍ତ ମାନଙ୍କ ଭିତରୁ ଜଣେ କହିଛି ସେ କିଛି କରି ନଥିଲେ ସେ କେବଳ ଦେଖୁଥିଲେ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ଅରଖକୁଦା ସମୁଦ୍ର ଥାନା ଅନ୍ତର୍ଗତ ମେରାଇଂ ଥାନାରେ ଏଭଳି ଲଜ୍ୟା ଜନକ ଘଟଣାର ମାମଲା ରୁଜ୍ଜୁ ହୋଇଛି ।
ଏହି ଘଟଣାକୁ ନେଇ ଏବେ ତଦନ୍ତ ଜାରି ରହିଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ । ନିଶା ପାନ କରିବା ପାଇଁ ଏହି ଦୁଇଜଣ ବ୍ୟକ୍ତି ଆସିଥିଲେ । ଆଉ ସେମାନେ ନିଶା ସେବନ କରି ମହିଳା ଜଣଙ୍କୁ ତାଙ୍କ ସ୍ବାମୀଙ୍କ ଆଗରେ ଗଣ ଦୁ-ଷ୍କ-ର୍ମ କରିଛନ୍ତି ବୋଲି ସୂଚନା ମିଳିଛି ।

Advertisement