Updated: Dec 26, 2023, 20:18 IST

ସ୍ଵାମୀ ଆଗରେ ଘରର କବାଟ ଦେଇ ସ୍ତ୍ରୀ ଶାଢ଼ୀ ଖୋଲିଲା ଦିଅର ଦେଖନ୍ତୁ ସାମ୍ନାକୁ ଆସିଲା ଭୟଙ୍କର ଘଟଣା

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଆପଣ ମାନେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଘଟଣା ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଥାନ୍ତି। ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି।
Special Report
ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଆଉ ଇଣ୍ଟରନେଟ ଦୁନିଆରେ ବିଭିନ୍ନ ପ୍ରକାରର ଭିଡିଓ ପ୍ରତିଦିନ ଦେଖିବାକୁ ମିଳିଥାଏ।  
ତେବେ ବନ୍ଧୁଗଣ ସାମାନ୍ୟ ଟଙ୍କା ଏବଂ ଘରେ ଥିବା ନିଜର ସୁନା ଅଳଙ୍କାର ନେବାକୁ ଚାହିଁବାରୁ ମହିଳାଙ୍କୁ ନିଧୁମ୍ ମାଡ଼ ହୋଇଛି। ମହିଳାଙ୍କୁ ମାଡ଼ ମାରିବା ସହି କୁକର୍ମ କରିବାକୁ ଆସିଥିଲା ଦିଅର।
Special Report
ସେନେଇ ଥାନାରେ ଦ୍ୱାରସ୍ତ ହେଲେ ଭାଉଜ ଓ ତାଙ୍କ ସ୍ୱାମୀ। ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ। ପିଡୀତା ମହିଳା ଜଣକ ତାଙ୍କ ଛୁଆ ଆଉ ସ୍ଵାମୀ ସହିତ ପୁନେ ରେ ରୁହନ୍ତୁ। 
ଗତକାଲି ରାତିରେ ସେମାନେ ଘରକୁ ଫେରିଥିବା ବେଳେ ତାଙ୍କୁ ପରିବାର ଲୋକେ ଘରେ ପଶିବାକୁ ଦେଇନଥିଲେ। ମହିଳାଙ୍କୁ ବାପଘରୁ ଅଧିକ ଟଙ୍କା ଆଣିବାକୁ ଦାବି କରିବା ସହିତ ଘରେ ପଶିବାକୁ ବିରୋଧ କରିଥିଲେ ଶଶୁର ଘର ଲୋକେ।
Special Report
ସେହି ସମୟେ ମହିଳା ଜଣକ ଘରେ ଥିବା ତାଙ୍କର ସୁନା ଗହଣା ଗୁଡ଼ିକ ନେବାକୁ କହିବାରୁ ତାଙ୍କ ଦିଅର ତାଙ୍କୁ ମାଡ଼ ମାରିବା ସହିତ ତାଙ୍କ ସହିତ ଦୁ-ଷ୍କ-ର୍ମ କରିବାକୁ ଚାହୁଁଥିଲେ। 
Special Report
ତେବେ ବନ୍ଧୁଗଣ ବାଡ଼ିରେ ବାଡେଇ ବାଡେଇ ଗୁରୁତର କରିବା ସହିତ ନିଜ ବଡ଼ ଭାଇ ଓ ପୁତୁରାକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲା। ମାଡ଼ରେ ଗୁରୁତର ହେବା ପରେ ପିଡୀତା ଓ ତାଙ୍କ ସ୍ଵାମୀ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସେପଟେ ପୁଅ ଜଣକ ଦାଦା ର ଏଭଳି କୁକର୍ମକୁ ନିଜ ଆଖି ଆଗରେ ଦେଖି ଧିକ୍କାର କରୁଛି। ତେବେ ବନ୍ଧୁଗଣ ଅଭିଯୋଗ କୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement