Dec 2, 2023, 11:23 IST

ଆସିଗଲା ସୁପ୍ରିମ କୋର୍ଟ ର ନିର୍ଦ୍ଦେଶ : ଏଣିକି ଯିଏ କହିବ ଏଇ ପଇସା ଚଳୁନି ସେ ଯିବ ଜେଲ୍

Special Report

ନମସ୍କାର ପାଠକ ବନ୍ଧୁ।କଏନ୍ କୁ ନେଇ ଏବେ ଦ୍ଵନ୍ଦ ଦୂର ହୋଇଛି।ଏଥର ଚାଲିବ ସବୁ ପ୍ରକାର କଏନ।୫୦ ପଇସା କଏନ ରୁ ଆରମ୍ଭ ହୋଇ ୨୦ ଟଙ୍କା କଏନ ପର୍ଯ୍ୟନ୍ତ ସମସ୍ତ କଏନ ଏବେ ବଜାର ରେ ଉପଲବ୍ଧ ହେବ।
Special Report
ଆପଣ ମାନେ ଜାଣି ଥିବେ କିଛି ଲୋକ ମାନେ କିମ୍ବା ଦୋକାନୀ ମାନେ କଏନ ଟଙ୍କା ନେଉ ନାହାଁନ୍ତି।ଯାହା ଫଳ ରେ ପ୍ରତ୍ୟେକ ଲୋକ ଙ୍କ ଘରେ ଏଭଳି କଏନ୍ ଜମା ହୋଇ ପଡ଼ିଛି।ଏହାକୁ କେହି ବି ବ୍ୟବହାର କରୁ ନାହାନ୍ତି।ଯାହାକୁ ନେଇ ଏବେ ସମସ୍ତ ଙ୍କ ର ଚିନ୍ତା।
ରିଜର୍ଭ ବ୍ୟାଙ୍କ ର ଆଞ୍ଚଳିକ ନିର୍ଦ୍ଦେଶକ ଗତ କାଲି ଏ ବିଷୟ ରେ ସୂଚନା ଦେଇଛନ୍ତି।ତାଙ୍କ କହିବା ଅନୁଯାୟୀ କଏନ ଗୁଡ଼ିକ ଏବେ ବଜାର ରେ ଚାଲୁ ଅଛି।ଏଥିପାଇଁ ଆପଣ ମାନେ ଚିନ୍ତିତ ହୁଅନ୍ତୁ ନାହିଁ।ଆପଣ ମାନେ ଏହାକୁ ବ୍ୟବହାର କରନ୍ତୁ।
Special Report
୫୦ ପଇସା ରୁ କୋଡ଼ିଏ ଟଙ୍କା କଏନ୍ ଯାଏଁ ବ୍ୟବହାର ହେଉଛି।ରିଜର୍ଭ ବ୍ୟାଙ୍କ ଏହାକୁ ବନ୍ଦ କରି ନାହିଁ।ଯେଉଁ ବ୍ୟକ୍ତି ମାନେ ଏହି କଏନ୍ କୁ ନେବା ପାଇଁ ମନା କରୁଛନ୍ତି ସେମାନଙ୍କ ନାମ ରେ ଆପଣ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ।
ଏଥିପାଇଁ ରିଜର୍ଭ ବ୍ୟାଙ୍କ ର ଆଞ୍ଚଳିକ ସଂସ୍ଥା ରେ ଏ ବିଷୟ ରେ ଆପଣ ଅଭିଯୋଗ କରି ପାରିବେ।କୌଣସି ବ୍ୟାଙ୍କ ଯଦି ଏହି କଏନ୍ କୁ ନ ନିଅନ୍ତି।ତେବେ ଆପଣ ମାନେ ଅଭିଯୋଗ କରନ୍ତୁ।
ସେମାନଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏଥିପାଇଁ ଆପଣ ମାନେ ଚିନ୍ତିତ ହୁଅନ୍ତୁ ନାହିଁ।ଲୋକ ଙ୍କୁ ଏ ବିଷୟ ରେ ସଚେତନ କରନ୍ତୁ।ଆମେ ଏହି ଗଣ ମାଧ୍ୟମ ସହାୟତା ରେ ଏ ବିଷୟ ରେ ଆପଣ ମାନଙ୍କୁ ଜଣାଇ ଦେଉଛୁ।
ଏଥର କଏନ୍ କୁ ଅଚଳ କହି ସାଧାରଣ ଲୋକ ଙ୍କୁ ହଇରାଣ କଲେ।ତାଙ୍କ ବିରୋଧ ରେ କେସ ମଧ୍ୟ ଦିଆ ଯାଇ ପାରିବ।ଆପଣ ମାନଙ୍କୁ ଯଦି କିଏ ଏଭଳି କଥା କୁହେ ତେବେ ଆପଣ ମାନେ ବିଶ୍ଵାସ କରନ୍ତୁ ନାହିଁ।ଆଇନ ର ସହାୟତା ନିଅନ୍ତୁ।

Advertisement