Jan 16, 2024, 11:35 IST

ମୋ ସୁନ୍ଦରୀ ଝିଅ ସହ ସେ ରାକ୍ଷସ ଏମିତି କରି କରି ମାରିଦେଲା, ଅଭିଯୋଗ କରିବାକୁ ଥାନା ରୁ ଥାନା ଦୌଡିଲା ମା..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ମହିଳା ଜଣେ ଅଭିଯୋଗ କରିଛନ୍ତି କି ତାଙ୍କ ଝିଅକୁ ମାରି ଦିଆ ଯାଇଛି।
Special Report
ଆଉ ତାଙ୍କର ଝିଅଙ୍କୁ ସଙ୍କେତ ନାମକ ଏକ ଯୁବକ ହିଁ ମାରି ଦେଇଛି। ଏହି ଘଟଣା ଚାରିଆଡ଼େ ଚହଳ ସୃଷ୍ଟି କରିଛି। ମହିଳା ଜଣକ ପରିବାର ସହ ପୁରୀ ରେ ରହୁଥିଲେ।
ହେଲେ ତାଙ୍କର ଘର ହେଉଛି ବ୍ରହ୍ମପୁର ରେ। ଯୁବତୀ ଜଣକ ତାଙ୍କ ମାଆ ଙ୍କୁ କହିଥିଲେ କି ତାଙ୍କର ସଙ୍କେତ ନାମକ ଏକ ସାଙ୍ଗ ଅଛି ଆଉ ତାର ଜନ୍ମଦିନ ପାଳନ କରିବା ପାଇଁ ତାଙ୍କୁ ଭୁବନେଶ୍ଵର ଯିବାକୁ ପଡିବ।
ଏଥିପାଇଁ ସେ ଭୁବନେଶ୍ୱର ମଧ୍ୟ ବାହାରି ପଡ଼ିଥିଲେ। ହେଲେ ପରେ ରାତିରେ ଏକ ଫୋନ କଲ୍ ଆସିଥିଲା। ଫୋନ୍ ରେ ସଙ୍କେତ କହି ଥିଲେ କି ତାଙ୍କର ଝିଅ ସଂପୂର୍ଣ୍ଣ ଭାବରେ ଅସୁସ୍ଥ ଅଛି ବୋଲି। ହେଲେ ଏହାପରେ ,
Special
ଜଣା ପଡିଥିଲା କି ସେହି ହୋଟେଲ୍ ରେ ହିଁ ତାଙ୍କର ଝିଅଙ୍କ ମୃ-ତ୍ୟୁ ହୋଇଛି। ଏହାକୁ ନେଇ ଯୁବତୀ ଜଣକ ମାଆ ଏହା କହିଛନ୍ତି କି ତାଙ୍କର ଝିଅକୁ ପ୍ରଥମେ ସେହି ସଙ୍କେତ ନାମକ ଯୁବକ ଦୁ-ଷ୍କ-ର୍ମ କରିବା ପରେ ତାଙ୍କୁ ହ-ତ୍ୟା କରିଛି।
କାରଣ ତାଙ୍କର ଝିଅର ସ୍ୱାସ୍ଥ୍ୟବସ୍ଥା ଖରାପ୍ ନଥିଲା। ସେ ସମ୍ପୁର୍ଣ୍ଣ ଭାବରେ ଠିକ୍ ଥିଲେ । ହେଲେ ହଠାତ୍ ଏଭଳି ଖବର ଆସିବା ମାଆ ଆଦୌ ହେଲେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି।
ଯେଉଁ ଝିଅର ଧୁମ୍ ଧାମରେ ସେ ବାହାଘର କରିବେ ବୋଲି ଭାବିଥିଲେ ଆଜି ତାଙ୍କୁ ସେହି ଝିଅ ହିଁ ଛାଡ଼ି ଚାଲି ଯାଇଛି। ଏବେ ଏହି ମାଆ ଜଣକ ଦୁଃଖରେ ସଂପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି।
କାରଣ ନିଜ ଅଲିଅଳି ଝିଅକୁ ହରାଇଥିବା ସେ ବିଶ୍ବାସ କରି ପାରୁ ନାହାଁନ୍ତି। ଏନେଇ ଏହି ମାଆ ଜଣକ ବ୍ରହ୍ମପୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement