Jan 29, 2024, 10:35 IST

ସୁନ୍ଦରୀ ଦିବ୍ୟା କୁ ହୋଟେଲ ରେ ଜବରଦସ୍ତି ଧର୍ଷଣ କଲା ହୋଟେଲ ମାଲିକ, ଆଉ ତାପରେ କରିଦେଲା ଜୀବନ ରୁ ଶେଷ

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ମଡେଲର ଦିବ୍ୟା ଆହୁଜା ଙ୍କ ମୃ-ତ୍ୟୁ ମାମଲା କୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା କରା ଯାଉଚି। ଦିବ୍ୟା ଦେଖିବାକୁ ବହୁତ ସୁନ୍ଦର।ଜଣେ ମଡେଲ ରୂପେ କାମ କରୁଥିଲେ।
Special report
ଗରିବ ଘରୁ ଆସିଥିବା ଏହି ଯୁବତୀ ହଟାତ ଏତେ ଟଙ୍କା ର ମାଲିକାଣୀ ହୋଇ ଯିବେ ତାହା କେହି ବିଶ୍ବାସ କରି ନ ଥିଲେ।ଅନେକ ପୁଅ ଙ୍କୁ ନିଜ ପ୍ରେମ ଜାଲ ରେ ଫସାଇ ତାଙ୍କ ଠାରୁ ଟଙ୍କା ନେଉ ଥିଲେ।ହୋଟେଲ ରୁମ୍ ଭିତରେ ସେ ଅନ୍ୟ ପୁରୁଷ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ତାଙ୍କୁ ବ୍ଲାକ ମେଲ କରୁଥିଲେ।
ଶେଷ ରେ ତାଙ୍କର ଏହି କାମ ପାଇଁ ତାଙ୍କୁ ତାଙ୍କ ଜୀବନ ଦେବାକୁ ପଡିଚି।ସୂଚନା ଅନୁସାରେ ଅଭିଜିତ ସିଂ ହେଉଛନ୍ତି ଗୋଟିଏ ହୋଟେଲ ର ମାଲିକ। ଦିବ୍ୟା ତାଙ୍କ ହୋଟେଲ ରେ କିଛି ଦିନ ପାଇଁ ରହିବାକୁ ଆସି ଥିଲେ।
ଏହି ସମୟ ରେ ସେ ତାଙ୍କୁ ଦେଖି ତାଙ୍କ ପ୍ରେମ ଜାଲ ରେ ପଡ଼ି ଯାଇଥିଲେ।ତାଙ୍କ ସହିତ ଗୋଟିଏ ରାତି ବିତାଇ ବାକୁ କହି ଥିଲେ।ଏଥିରେ ଦିବ୍ୟା ରାଜି ହୋଇ ଯାଇଥିଲେ।ସେହି ହୋଟେଲ ରୁମ୍ ଭିତରେ ସେ ଆଗରୁ ଗୋଟିଏ କ୍ୟାମେରା ରଖିଥିଲେ।ଏହାକୁ ଦେଖି ନ ଥିଲେ ଅଭିଜିତ ସିଂହ।
Special report
ଏହା ପରେ ସେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ।ଏହାର ଭିଡିଓ କରି ପରେ ଦିବ୍ୟା ତାଙ୍କୁ ବ୍ଲାକ ମେଲ କଲେ।ଉଭୟ ଙ୍କ ମଧ୍ୟରେ ଖୁବ୍ ଜୋର୍ ରେ ଝଗଡ଼ା ଲାଗିଲା।ଏହା ର କିଛି ଦିନ ପରେ ଅଭିଜିତ ତାଙ୍କୁ ରୁମ୍ କୁ ଡାକି କହିଥିଲେ କି ଏହାର କିଛି ସମାଧାନ କରିବା ପାଇଁ।
ସେଥିପାଇଁ ଦିବ୍ୟା ତାଙ୍କ କଥା ମାନି ରୁମ୍ କୁ ଆସି ଥିଲେ।ହେଲେ ସେଠାରେ ମଧ୍ୟ ଉଭୟ ଙ୍କ ମଧ୍ୟରେ ଖୁବ୍ ଜୋର୍ ରେ ଝଗଡ଼ା ହେଲା।ଏଥିରେ ରାଗି ଯାଇ ଅଭିଜିତ ନିଜ ବ୍ୟକ୍ତିଗତ ବନ୍ଧୁକ ରେ ଦିବ୍ୟା ଙ୍କ ଛାତି କୁ ଗୁଳି ମାରି ଦେଇ ଥିଲେ।
ଘଟଣା ସ୍ଥଳରେ ଦିବ୍ୟା ଙ୍କ ମୃତ୍ୟୁ ଘଟି ଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲା।ପରେ ଜଣା ପଡି ଥିଲା କି ଏଥିରେ ଅଭିଜିତ ଙ୍କ ସହିତ ଅନ୍ୟ ଛଅ ଜଣ ମଧ୍ୟ ଦୋଷୀ ରହିଛନ୍ତି।
ସେମାନଙ୍କୁ ଗିରଫ କରା ଯାଇ ଏବେ କୋର୍ଟ ଚାଲାଣ କରା ଯାଇଛି।ନିଜର ସାମାନ୍ୟ ଭୁଲ ପାଇଁ ଦିବ୍ୟା ଙ୍କୁ ଶେଷ ରେ ତାଙ୍କ ଜୀବନ ଦେବାକୁ ପଡ଼ିଲା।

Advertisement