Feb 13, 2024, 15:02 IST

ଦେଖନ୍ତୁ ନାତି ଟୋକାକୁ କେମିତି ସୁନ୍ଦର ଭାବେ ଗପ ଶୁଣାଉଛନ୍ତି ଅଭିନେତ୍ରୀ ଅପରାଜିତା - VIRAl VIDEO

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟରେ ସିନେମା ଜଗତର କଳାକାର ମାନଙ୍କୁ ନେଇ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ।
Special report
ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
ନାତିକୁ ଗପ କହୁଛନ୍ତି ଅଭିନେତ୍ରୀ ଅପରାଜିତା। ଶୀତ ଋତୁରେ ଘୋଡେଇ ହୋଇ ଗପ ଶୁଣିବାରେ ବ୍ୟସ୍ତ ନାତି ଗୁଆନ। ମନ ଦେଇ କାହାଣୀ ଶୁଣିବାରେ ପୁରା ମଘ୍ନ ଗୁଆନ।
ମଝିରେ ମଝିରେ ଜେଜେମା ଅପରାଜିତା ନାତିକୁ କାହାଣୀଟି ଦୋହରାଉଛନ୍ତି ମଧ୍ୟ। ଏହାକୁ ଦେଖିଲେ ସମସ୍ତଙ୍କର ପିଲାଦିନର କଥା ମନେପଡ଼ିଯିବ।
Special report
ଗୁଆନ ଶୁଣୁଛନ୍ତି ଜେଜେମାଙ୍କ ଠାରୁ ଟୁଆଁ ଟୁଇଁର ଗପ। ଯେଉଁ ଗପରେ ଟୁଆଁ ଟୁଇଁ ପିଠା କରି ନିଜେ ଖାଇ ଖାଇ ସାରିଦେଲେ। ହେଲେ ବିଲେଇ ନାନୀକୁ ପିଠା ଦେଇ ପାରିଲେ ନାହିଁ ଟୁଆଁ ଟୁଇଁ।
ପିଲା ଦିନେ ଆମେ ସମସ୍ତେ ଟୁଆଁ ଟୁଇଁ ଗପ ଶୁଣିଛେ ଆଉ ଏହି ଟୁଆଁ ଟୁଇଁ ଗପ ସମସ୍ତଙ୍କର ପସନ୍ଦ। ସନ୍ଧ୍ୟା ହେଲା ମାନେ ଜେଜେମା ଜେଜେବାପାଙ୍କ ପାଖରେ ବସି ଗପ ଶୁଣିବାକୁ ଲାଗିଥାଉ।
ଯେମିତି ଅଭିନେତ୍ରୀ ଅପରାଜିତା ନିଜ ନାତିକୁ ଶୁଣାଉଛନ୍ତି ଟୁଆଁ ଟୁଇଁର ଗପ। ସବୁ ପୁରୁଣା ହେଇଯାଏଇ ପରେ କିନ୍ତୁ ଜେଜେମା ଜେଜେବାପାଙ୍କ କାହାଣୀ କେବେ ହେଲେ ପୁରୁଣା ହେବ ନାହିଁ
ସବୁବେଳେ ଆମ ପାଖରେ ନୂଆ ହୋଇ ରହିଥିବ। ଜେଜେମା ଜେଜେବାପାଙ୍କ ମଧ୍ୟରେ ଗଢ଼ି ଉଠିଥିବା ସଂପର୍କ ବହୁତ ନିଆରା ଅଟେ। ବଡ ହେଲା ପରେ ଏହିସବୁ କଥା ବହୁତ ମନେ ପଡ଼ିଥାଏ।

Advertisement