Dec 5, 2023, 18:19 IST

୫ ବର୍ଷ ଧରି ସବୁ ସୁଖ ନେଲାପରେ ଛାଡିଦେଲା ଦେଖନ୍ତୁ ଯୁବକଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ

Special Report

ନମସ୍କାର ପାଠକ ବନ୍ଧୁ।ବାଂଲାଦେଶୀ ପ୍ରେମିକା କୁ ଧୋ-କା ଦେଲା ଓଡ଼ିଶା ଯୁବକ।ସୋସିଆଲ ମିଡିଆରେ ଆରମ୍ଭ ହୋଇ ଥିଲା ଏହି ପ୍ରେମ।ଦୀର୍ଘ ୫ ବର୍ଷ ଧରି ପ୍ରେମ ସଂପର୍କ ରେ ରହିବା ପରେ ପ୍ରେମିକ ବୀରେନ ଧୋକା ଦେଇ ଅନ୍ୟ ଜଣ କୁ ବିବାହ କରିଛନ୍ତି।
Special Report
ଆଜି ଆମେ ସେହି ପ୍ରେମ କାହାଣୀ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲାର ବୁଧଉକୁଟି ଗାଁ ରେ।ଏଠାରେ ଗୋଟିଏ ଝିଅ ଥାନା ରେ ତାଙ୍କ ପ୍ରେମିକ ର ବିରୋଧ ରେ ଅଭିଯୋଗ କରିଛି।
Special Report
ସୂଚନା ଅନୁସାରେ ରୋମି ନାମକ ଜଣେ ବଙ୍ଗାଳୀ ଝିଅ ସହିତ ବାଲେଶ୍ଵର ଜିଲ୍ଲାର ବୀରେନ ଙ୍କ ର ଗତ ପାଞ୍ଚ ବର୍ଷ ତଳେ ପ୍ରେମ ସଂପର୍କ ଗଢି ଉଠିଥିଲା।ଉଭୟ ଙ୍କ ଭିତରେ ଶା-ରୀ-ରି-କ ସଂପର୍କ ରହି ଥିଲା।
ରୋମୀ ଙ୍କ ଘର ହେଉଚି ବାଂଲାଦେଶ ରେ।ସୋସିଆଲ ମିଡିଆରେ ମାଧ୍ୟମ ରେ ସେମାନଙ୍କ ର ଦେଖା ହୋଇ ଥିଲା।ଏହା ପରେ ଉଭୟ କିଛି ଦିନ କଥା ହେବା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା।
Special Report
ଏହାରି ଭିତରେ ପ୍ରେମିକ ବୀରେନ ଗତ ଜୁନ ମାସ ରେ ଅନ୍ୟ ଜଣ ମହିଳା ଙ୍କୁ ବିବାହ କରି ଦେଇଥିଲେ।ତାଙ୍କ ଘର କାନ୍ଥ ରେ ବୀରେନ ସହିତ ଅନାମିକା ଲେଖା ହୋଇ ଥିଲା।ବୀରେନ କିଛି ଦିନ ହେବ ରମୀ ଙ୍କ ସହିତ କଥା ହେଉ ନ ଥିଲେ।
Special Report
ଯାହା ଫଳ ରେ ତାଙ୍କ ମନ ରେ ସନ୍ଦେହ ସୃଷ୍ଟି ହୋଇ ଥିଲା।ସେଥିପାଇଁ ସେ ବୀରେନ ଙ୍କ ଗାଁ କୁ ଆସିଲେ।ସେଠାରେ କାନ୍ଥ ରେ ବୀରେନ ଙ୍କ ନାମ ସହିତ ଅନ୍ୟ ଜଣେ ମହିଳା ଙ୍କ ନାମକୁ ଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।
ସେ ବହୁତ କାନ୍ଦି ଥିଲେ।ଏହା ପରେ ବାଲେଶ୍ଵର ଜିଲ୍ଲାର ସଦର ଥାନା ରେ ବୀରେନ ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ।ଏ ବିଷୟ ରେ ବୀରେନ ଙ୍କ ବାପା ଙ୍କୁ ପଚରା ଯିବାରୁ ସେ କହିଥିଲେ କି ସେ ଏସବୁ ବିଷୟ ରେ କିଛି ବି ଜାଣି ନାହାନ୍ତି।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।

Advertisement