Feb 8, 2024, 11:17 IST

ସ୍ତ୍ରୀ ଠୁ ବିରକ୍ତି ହୋଇ ଶେଷରେ ନାଚବାଲି କୁ ପ୍ରେମ କରି ବସିଲେ ସଞ୍ଜୟ ଦତ୍ତ, ମୁଁ ତା ପାଇଁ ସବୁ କିଛି ଛାଡ଼ିଦେବି....

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଞ୍ଜୟ ଦତ୍ତ ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତା। ଯିଏ ଆଜି ପର୍ଯ୍ୟନ୍ତ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି।
ଯେଉଁଥିପାଇଁ ସମସ୍ତେ ତାଙ୍କୁ ଭଲଭାବେ ଜାଣିଛନ୍ତି। ସେଥିପାଇଁ ଲୋକମାନେ ତାଙ୍କୁ ମଧ୍ୟ ଖୁବ ଭଲ ପାଆନ୍ତି। ଆଉ ତାଙ୍କର ଚଳଚ୍ଚିତ୍ର ଗୁଡ଼ିକୁ ମଧ୍ୟ ଖୁବ୍ ପଶନ୍ଦ କରନ୍ତି। ହେଲେ ଏବେ ସଞ୍ଜୟ ଦତ୍ତ,
Special report
ତାଙ୍କର ସିନେମା କୁ ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚା ରେ ରହିଛନ୍ତି। ନିକଟରେ ତାଙ୍କର ଝିଅ ସୋସିଆଲ ମିଡିଆରେ ସମସ୍ତଙ୍କ ସାମ୍ନାରେ ଏହା କହିଛନ୍ତି ଯେ ସେ ମାଆ ହେବା ପାଇଁ ଚାହୁଁ ଛନ୍ତି।
ହେଲେ ସେ ଏବେ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି। ହେଲେ ବିବାହ ବିନା ସେ କିଭଳି ମାଆ ହେବେ ବୋଲି ଲୋକ ମାନେ ତାଙ୍କୁ ଅନେଇ ଅନେକ ପ୍ରଶ୍ନ ମଧ୍ୟ କରିଥିଲେ।ସମସ୍ତେ ଜାଣନ୍ତି ଯେ ସଞ୍ଜୟ ଦତ୍ତ ତାଙ୍କର ପ୍ରଥମ ପତ୍ନୀଙ୍କ ଏକ ଝିଅ ଅଛି। ଯିଏକି ଏବେ ଆମେରିକାରେ ରୁହନ୍ତି।
ତ୍ରିଶାଲା ଦତ୍ତ ସମସ୍ତଙ୍କ ସାମ୍ନାରେ କହିଛନ୍ତି ଯେ ସେ ଶୀଘ୍ର ମା ହେବାକୁ ଚାହୁଁଛନ୍ତି। ସୋସିଆଲ ମିଡିଆ ରେ ଇନ୍ଷ୍ଟାଗ୍ରାମ ରେ ସେ ତାଙ୍କର ସମସ୍ତ ଫ୍ୟାନ ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।
Special report
ଏଠାରେ ତାଙ୍କର ଅନେକ ପ୍ରଶଂସକ ମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରି ଥିଲେ। ଆଉ ଏହି ସମୟରେ ହିଁ ତାଙ୍କର ଜଣେ ପ୍ରଶଂସକ ତ୍ରିଶାଲାଙ୍କୁ ପଚାରିଥିଲେ କି ସେ ତାଙ୍କର ନିଜ ପିଲାମାନଙ୍କ ବିଷୟରେ କେବେ ଭାବିଛନ୍ତି କି? 
ଏହାର ଉତ୍ତର ଦେଇ ସେ କହିଥିଲେ କି ନିଶ୍ଚିତ ଭାବରେ ସେ ତାଙ୍କର ପିଲା ମାନଙ୍କ ପାଇଁ ଚିନ୍ତା କରୁଛନ୍ତି। ଆଉ ତାଙ୍କ ନାମ ବାଛିବା ସହ ପିଲା ମାନଙ୍କ ପାଇଁ ଯୋଜନା ମଧ୍ୟ କରି ସାରିଛନ୍ତି ଏବଂ ଯଦି ଭଗବାନ ଙ୍କ ଦୟା ହେବ ତେବେ
ଏହା ନିଶ୍ଚିତ ଭାବରେ ସଫଳ ହେବ ବୋଲି କହିଥିଲେ। ତେବେ ତ୍ରିଶାଲାଙ୍କ ଏଭଳି ଭାବରେ ପ୍ରତିକ୍ରିୟା ଉପରେ ଆପଣ ମାନଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement