ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।

ଏବଂ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ।
ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣିବାକୁ ମିଳିଥାଏ। ଏବେ ଏଭଳି କିଛି ଖବର ଆପଣମାନେ ଦେଖିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି।

ଶଶୂର ଘରେ ସ୍ତ୍ରୀକୁ ହ-ତ୍ୟା କରିଛି ସ୍ୱାମୀ। ପୁରା ପରିବାର ଏବେ ଘର ଦାଣ୍ଡରେ ବସି କାନ୍ଦୁଛନ୍ତି। କାହିଁକି ହେଲା କଣ ପାଇଁ ହେଲା କେହି କିଛି ବୁଝିପାରୁ ନାହାନ୍ତି।
ଏହି ଘଟଣା ହେଉଛି ମାଲକାନଗିରି ଜିଲ୍ଲା ପଡିଆ ଥାନା ଅଞ୍ଚଳର, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି। ସୂଚନା ଅନୁଯାୟୀ ପଡିଆ ଗାଁର ହରିଜନ ସାହିର ଜଣେ ଯୁବକ ଘରୋଇ କଳି କାରଣରୁ ନିଜର ସ୍ତ୍ରୀ ହ-ତ୍ୟା କରିଛି। ଆଉ ନିଜେ ମଧ୍ୟ ଜୀବନ ହାରିଦେଇଛି।
ତେବେ ଏଭଳି ଅଭାବନୀୟ ଘଟଣାର ଖବର ପାଇ ପରିବାର ଲୋକେ ପଡିଆ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ପଡିଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃ-ତ ଘୋଷଣା କରିଥିଲେ। ପରେ ପୋଲିସ ପଡିଆ ଥାନାରେ ମାମଲା ରୁଜ୍ଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇଛି। ତେବେ ଏଭଳି ସୂଚନା ଦେଇଛନ୍ତି ପଡିଆ ଥାନାର ଅଧିକାରୀ ରାମେଶ୍ବର ପ୍ରଧାନ।