Updated: Dec 9, 2023, 11:01 IST

ହେ ଭଗବାନ ସ୍ତ୍ରୀ ର ଶୁଦ୍ଧି ସରିନି ସ୍ଵାମୀ ପଡିଶା ଘର ଭାଉଜ କୁ ନେଇ ହୋଇଗଲା ଫେରାର

Special Report

ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ଥାଉ ଥାଉ ଅନ୍ୟ ଜଣେ ପୁରୁଷ ଙ୍କ ସହିତ ଫେରାର ହୋଇ ଗଲେ ମହିଳା।ସେମାନଙ୍କ ଭିତରେ ତିନି ବର୍ଷ ଧରି ପ୍ରେମ ସଂପର୍କ ରହିଥିଲା।ଶେଷ ରେ ନିଜର ଦୁଇ ପିଲା ଓ ସ୍ଵାମୀ ଙ୍କୁ ଛାଡ଼ି ଚଂପଟ ମାଇଲା ମା।
Special Report
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ଥାନା ଅନ୍ତର୍ଗତ ଜୟାପୁରା ଗାଁ ରେ।ଜଣେ ବ୍ୟକ୍ତି ଓ ତାଙ୍କର ପୁଅ ଝିଅ ମିଶି ଥାନା ରେ ତାଙ୍କ ମାଆ ଙ୍କ ନାମ ରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ ସୁଦାମ ପରିଡ଼ା ନାମକ ଜଣେ ବ୍ୟକ୍ତି ଗତ କିଛି ବର୍ଷ ତଳେ ଗୀତା ପରିଡ଼ା ଙ୍କୁ ବିବାହ କରିଥିଲେ।ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି।ହେଲେ ତିନି ବର୍ଷ ତଳେ ତାଙ୍କର ପ୍ରହ୍ଲାଦ ପରିଡ଼ା ଙ୍କ ସହିତ ଦେଖା ହୋଇ ଥିଲା।
ଗୀତା ପରିଡ଼ା ଓ ପ୍ରହ୍ଲାଦ ପରସ୍ପର କୁ ପ୍ରେମ କରୁ ଥିଲେ।ପ୍ରହ୍ଲାଦ ଆଗରୁ ବିବାହିତ ଥିଲେ।ତାଙ୍କର ମଧ୍ୟ ଦୁଇ ଟି ସନ୍ତାନ ଅଛି।କିଛି ଦିନ ତଳେ ତାଙ୍କ ପତ୍ନୀ ଙ୍କ ର ମୃ-ତ୍ୟୁ ହୋଇଛି।
Special Report
ହେଲେ ପତ୍ନୀ ମୃ-ତ୍ୟୁ ର ଦଶ କ୍ରିୟା ନ ସରୁଣୁ ପ୍ରହ୍ଲାଦ ଗୀତା ଙ୍କୁ ନେଇ କୁଆଡେ ଚାଲି ଯାଇଛନ୍ତି।ନିଜ ଛୋଟ ଛୋଟ ପିଲା ଙ୍କ କଥା ଥରେ ହେଲେ ଭାବିଲେ ନାହିଁ।ଏହା ପୂର୍ବ ରୁ ସୁଦାମ ନିଜ ପତ୍ନୀ ଗୀତା କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲା।
ସେ କହୁଥିଲା କି ଆମର ଛୋଟ ପରିବାର।ଆମେ ମିଳିମିଶି ରହିବା। ତୁ କଣ ପାଇଁ ଏମିତି ଭୁଲ କରୁଚୁ।ଏ କଥା କୁ ଗୀତା ଖାତିର କରି ନ ଥିଲା।ସେ ପୁଣି ଥରେ ପ୍ରହ୍ଲାଦ କୁ ପ୍ରେମ କରିବାକୁ ଲାଗିଥିଲା।
ଶେଷ ରେ ଉଭୟ ଘର ଛାଡ଼ି କେଉଁ ଆଡ଼େ ଚାଲି ଯାଇଥିଲେ।ଏବେ ସୁଦାମ ନିଜ ଦୁଇ ପିଲା ଙ୍କ ସହିତ ଥାନା ରେ ଏହାକୁ ନେଇ ଅଭିଯୋଗ କରିଛନ୍ତି।ତାଙ୍କ ପତ୍ନୀ ଙ୍କୁ ଫେରାଇ ଆଣିବା ପାଇଁ ସେ ସମସ୍ତଙ୍କ ନିକଟ ରେ ଦାବି କରିଥିଲେ।

Advertisement