Sep 26, 2023, 16:52 IST

ସ୍ତ୍ରୀର ପ୍ରେମ ସମ୍ପର୍କ ଜାଣିଲା ପରେ ସ୍ଵାମୀ କିଛି କଲା ଏମିତି ସତ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଏହି ଭିଡିଓ ଏବେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଜଣେ ସ୍ତ୍ରୀ ବାହା ହୋଇ ସାରିଲା ପରେ ମଧ୍ୟ କରିଛି ଏହି ନିର୍ଲଜ୍ଜ କାମ । ଆଜିକାଲି ଦୁନିଆରେ ଏଭଳି ଅନେକ ଖବର ଦେଖିବାକୁ ମିଳୁଛି । 
ଏହି ଖବର ହେଉଛି ଜଣେ ମହିଳା ବିବାହ ପରେ ମଧ୍ୟ ଏଭଳି କାମ କରିଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ମହିଳା ଜଣକ ତାଙ୍କ ବିବାହ ପୂର୍ବରୁ ଜଣଙ୍କୁ ଭଲ ପାଉଥିଲେ । ଆଉ ଏହାପରେ ସେ ଆଉ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ।
Special report
କିନ୍ତୁ ଏହି ମହିଳା ଜଣକ ବିବାହ କରିବା ପରେ ମଧ୍ୟ ତାଙ୍କ ପ୍ରେମିକ ଜଣଙ୍କୁ ଭଲ ପାଉଥିଲେ । ଆଉ ଏହି ମହିଳା ଜଣକ ଏଭଳି କରିଛନ୍ତି ବୋଲି କିଏ ଜାଣିଛି । ସ୍ବାମୀ ଜଣକ ଏହି ବିଷୟରେ ଜାଣିବା ପରେ ନେଇଥିଲେ ଏଭଳି ନିଷ୍ପତି ଯାହା ଏହି ସମାଜ ପାଇଁ ଏକ ଅଲଗା କଥା ଅଟେ । 
Special report
ଏହି ମହିଳା ଜଣକ ବିବାହ ପରେ ମଧ୍ୟ ପ୍ରେମିକ ସହିତ ସମ୍ପର୍କ ରଖିବା କଥା ତାଙ୍କ ସ୍ଵାମୀ ଜାଣିବା ପରେ ସ୍ଵାମୀ ଜଣକ ମହାନତା କାମ କରିଥିଲେ । ଏହି ସ୍ବାମୀ ଜଣକ ନିଜ ସ୍ତ୍ରୀକୁ ପ୍ରେମିକ ଜଣଙ୍କ ସହିତ ବିବାହ କରିବାକୁ କହିଥିଲେ ।
ଆଉ ଏହି ଶେଷରେ ତାଙ୍କର ବିବାହ ସେ ସେହି ପ୍ରେମିକ ଜଣଙ୍କ ସହିତ କରି ଦେଇଥିଲେ । ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର ଶ୍ରୀବରିଆ ଜିଲ୍ଲାରେ ଏହି ଘଟଣା ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳର ଜଣେ ଯୁବକ ବିହାର ରାଜ୍ୟର ଜଣେ ଯୁବତୀଙ୍କୁ ବିବାହ କରିଥିଲେ ।
ଏହି ଯୁବକ ଜଣକ ବିବାହ ସମୟରେ ତାଙ୍କ ପତ୍ନୀଙ୍କର ପ୍ରେମିକ ଅଛନ୍ତି ବୋଲି ଜାଣି ନଥିଲେ । ହଠାତ ଏହି ମହିଳା ଜଣଙ୍କର ପ୍ରେମିକ ଆସି ତାର ଶାଶୁଘରେ ପହଞ୍ଚିଥିଲେ । ଆଉ ଶାଶୁଘରେ ପହଞ୍ଚିବା ପରେ ମହିଳାଙ୍କ ସ୍ବାମୀ ଜାଣିଥିଲେ କି ତାଙ୍କ ସ୍ତ୍ରୀଙ୍କର ପୂର୍ବତନ ପ୍ରେମିକ ଅଛି ।
ଆଉ ଏହାପରେ ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏହି ସ୍ତ୍ରୀ ଜଣଙ୍କୁ ନିଜ ସ୍ଵାମୀ ତାର ପ୍ରେମିକ ହାତକୁ ଟେକି ଦେଇଛି । ସତରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିଲେ ବି ଏହା ସତ ଅଟେ । ଏବେ ଏହି ଖବର ଚର୍ଚ୍ଚାରେ ରହିଛି ।

Advertisement