ନମସ୍କାର ପାଠକ ବନ୍ଧୁ।ଆସିଚି ଏକ ବଡ ଖବର।ନିଜ ସ୍ତ୍ରୀ ଓ ଦୁଇ ପିଲା ଙ୍କୁ ବ୍ୟାଟ ରେ ପିଟି ପିଟି ହ-ତ୍ୟା କରିଛି ଜଣେ ବାପା।ବାପା ହୋଇ ନିଜ ପିଲା ଙ୍କ ପ୍ରତି ଏଭଳି କାଣ୍ଡ ଘଟାଇ ବାକୁ ଟିକେ ହେଲେ ବି ହାତ ଥରିଲା ନାହିଁ ସେହି ଅଭିଯୁକ୍ତ ଜଣକ ର।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ଅଞ୍ଚଳ ରେ।ଏଠାରେ ଅମିତ ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଭବାନୀ ଓ ପୁଅ ଅଙ୍କୁଶ ଓ ଝିଅ ଖୁସି କୁ ପିଟି ପିଟି ମା-ରି ଦେଇଛି।ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ତାର ଆଖି ରୁ ଲୁହ ଆସି ଯାଉଛି।
ସୂଚନା ଅନୁସାରେ ଅମିତ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇ ପିଲା ଙ୍କୁ ବ୍ୟାଟ ରେ ପିଟି ପିଟି ହ-ତ୍ୟା କରିଛି।ସାଧାରଣତଃ ଗୋଟେ ବାପା ତାର ପିଲା ମାନଙ୍କୁ ଖୁବ୍ ଭଲ ପାଏ।ନିଜ ପିଲା ର ଇଚ୍ଛା ପାଇଁ କିଛି ବି କରି ଦେଇ ଥାଏ।
ବାପା ନିଜ ପିଲା କୁ ଯେଉଁ ବୟସ ରେ ସ୍ନେହ ଆଦର କରି ବଡ କରିବା କଥା ସେହି ବୟସ ରେ ତାକୁ ବ୍ୟାଟ ରେ ପିଟି ପିଟି ହତ୍ୟା କରିଛି।ଯେ କେହି ଏହି ଘଟଣା ବିଷୟ ରେ ଶୁଣିଛି ତାର ଆଖିରୁ ଲୁହ ଆସି ଯାଉଛି।
ଗତ ଡ଼ିସେମ୍ବର ୨୧ ତାରିଖ ଦିନ ସେହି ଅଞ୍ଚଳ ରୁ ଅମିତ ଙ୍କ ଘରୁ ତାଙ୍କ ସ୍ତ୍ରୀ ଓ ଦୁଇ ପିଲା ଙ୍କ ମୃ-ତ ଦେହ ଉ-ଦ୍ଧା-ର କରା ଯାଇଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃ-ତ ଦେହ କୁ ଉଦ୍ଧାର କରି ପୋ-ଷ୍ଟ-ମ-ର୍ଟ-ମ ପାଇଁ ପଠାଇ ଦେଇଥିଲା।ଘଟଣା ସ୍ଥଳ ରୁ ତାଙ୍କ ସ୍ଵାମୀ ଫେରାର ଥିଲେ।
ଏହା ପରେ ଘରେ ଲାଗିଥିବା ସି ସି ଟିଭି କ୍ୟାମେରା କୁ ଯାଞ୍ଚ କରା ଯାଇଥିଲା।ଏଥିରେ ଦେଖା ଯାଇଥିଲା କି ଅମିତ ସେମାନଙ୍କୁ ବ୍ୟାଟ ରେ ପିଟି ପିଟି ହ-ତ୍ୟା କରିଛି।ପୋଲିସ ଏହା ପରେ ଅମିତ କୁ ଖୋଜିବାକୁ ଆରମ୍ଭ କରିଥିଲା।
ଏହା ପରେ ପୋଲିସ ଅମିତ ଖୋଜିବା ପାଇଁ ଏକ ତଦନ୍ତ ଟି ଗଠନ କରିଥିଲା।ସେଥିରୁ ଜଣା ପଡ଼ି ଥିଲା କି ଅମିତ ହରିୟାଣା ରେ ଲୁଚି ରହିଛି।ପୋଲିସ ସେଠାରେ ପହଞ୍ଚି ଅମିତ କୁ ଗିରଫ କରିଥିଲା।
ହେଲେ ଏ ଯାଏଁ ଜଣା ପଡି ନାହିଁ ଅମିତ କଣ ପାଇଁ ନିଜ ଦୁଇ ପିଲା ଓ ସ୍ତ୍ରୀ କୁ ହ-ତ୍ୟା କରିଛି।ଶୁଣା ଯାଉଚି କି ପ-ର-କ୍ରୀ-ୟା-ପ୍ରି-ତି ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଛି।