Jan 7, 2024, 09:49 IST

ସ୍ତ୍ରୀ ପୋଖରୀ କୁ ଯାଇଥିଲା ବେଳେ ପଛରୁ ସ୍ଵାମୀ ଆସି କରିଦେଲା ଏମିତି କାଣ୍ଡ ...

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଗାଧୁଆ ତୁଠରେ ସ୍ତ୍ରୀ ଗାଧୋଉ ଥିବା ସମୟରେ ହଠାତ୍ ସେଠାରେ ସ୍ତ୍ରୀ ଯାଇ ପହଞ୍ଚି ଯାଇଥିଲା। ଆଉ ସ୍ତ୍ରୀ ଗାଧୋଉ ଥିବା ସମୟରେ ସ୍ୱାମୀ ଏଭଳି କିଛି କରିଥିଲା ତାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
Special Report
ଏହା ଯଦି ଆପଣ ଶୁଣିବେ ତେବେ କେବେ ହେଲେ ମଧ୍ୟ ତୁଠ କୁ ଗାଧୋଇବା ପାଇଁ ଯିବେ ନାହିଁ। ଏହି ସ୍ୱାମୀ ଜଣକ ନାମ ହେଉଛି କୃଷ୍ଣଚନ୍ଦ୍ର। ଏହି ସ୍ୱାମୀ ଜଣକ ନିଜ ସ୍ତ୍ରୀ ସହ ଯାହା କରିଛି ତାହା କେହି ବିଶ୍ବାସ କରି ପାରୁ ନାହାଁନ୍ତି।
ସକାଳେ କୃଷ୍ଣ ଙ୍କ ସ୍ତ୍ରୀ ଅଞ୍ଜନା ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ କେହି କେଉଁ ଆଡେ଼ ନଥିବା ବେଳେ ପୋଖରୀ ରେ ଏକା ବସି ଅଞ୍ଜନା ଗାଧୋଉ ଥିଲା।
ଯେତେବେଳେ ସ୍ତ୍ରୀ କୁ ଏକା ପୋଖରୀ ନିକଟରେ ଦେଖିଥିଲା ସେତେବେଳେ ଭାବିଥିଲା କି ତାକୁ ଖୁବ ଭଲ ସୁଯୋଗ ମିଳିଛି ବୋଲି। ପୋଖରୀ ର ଯେଉଁ ତୁଠରେ ସ୍ତ୍ରୀ ଗାଧୋଉ ଥିଲା ସେଠାରେ ଯାଇ ସ୍ତ୍ରୀ ର ପଛ ପଟେ ହିଁ ସ୍ୱାମୀ ଛିଡ଼ା ହୋଇ ଯାଇଥିଲା।
Special Report
ସ୍ତ୍ରୀ ଅଞ୍ଜନା ମଧ୍ୟ ଆଗରୁ ସ୍ୱାମୀ ଆସି ନଥିବା ଦେଖି ପାରି ନଥିଲା। ହଠାତ୍ ତା ପଛରେ ସ୍ୱାମୀ ଥିବାର ଦେଖିବା ପରେ ସ୍ତ୍ରୀ ସଂପୂର୍ଣ୍ଣ ଭାବରେ ଚମକି ପଡ଼ିଥିଲା। କାରଣ ସ୍ୱାମୀ ସେଠାରେ ହାତରେ ଏକ ଟାଙ୍ଗିଆ ଧରି ହିଁ ଛିଡ଼ା ହୋଇଥିଲା।
ସ୍ତ୍ରୀ କିଛି କହିବା ଆଗରୁ କୃଷ୍ଣଚନ୍ଦ୍ର ସ୍ତ୍ରୀ ସହ ଝଗଡ଼ା କରିବା ଆରମ୍ଭ କରି ଦେଇଥିଲା। ଆଉ ଏହାପରେ ହାତରେ ଧରିଥିବା ଟାଙ୍ଗିଆ ରେ ହିଁ ସ୍ତ୍ରୀ ର ମୁଣ୍ଡକୁ ଚୋଟ ପକାଇ ଦେଇଥିଲା।
ଯାହା ଫଳରେ କି ସ୍ୱାମୀର ଗୋଟେ ଚୋଟ ରେ ହିଁ ସ୍ତ୍ରୀ ସେଠାରେ ହିଁ ରକ୍ତ ଯୁଡୁବୁଡୁ ହୋଇ ପଡି ଯାଇଥିଲା। ଦେଖୁ ଦେଖୁ ସ୍ତ୍ରୀ ର ରକ୍ତରେ ସାରା ପୋଖରୀ ର ପାଣି ଲାଲ୍ ହୋଇ ଯାଇଥିଲା।
ସ୍ତ୍ରୀ ର ଅବସ୍ଥା ଏଭଳି ଭାବରେ ବିଭତ୍ସ ହୋଇ ଯାଇଥିଲା କି ତାହା ଆପଣ ମାନେ ଦେଖି ପାରିବେ ନାହିଁ। ସ୍ତ୍ରୀ କୁ ମାରି ଫେରାର ହୋଇ ଯାଇଥିଲା କୃଷ୍ଣ। ଏଭଳି ଏକ ଘଟଣା ପାଟଣା ଗଡ଼ ରେ ଦେଖିବାକୁ ମିଳିଛି।

Advertisement