ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଏବେ ବିଭିନ୍ନ ଖବର ସୋସିଆଲ ମିଡ଼ିଆ ରେ ଦେଖିଥିବେ।ଜଣେ ବ୍ୟକ୍ତି ନିଜ ପତ୍ନୀ ଙ୍କୁ ଛୁରୀ ଭୂଷି ହତ୍ୟା କରିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଆମେରିକା ରେ।ଦୁହେଁ ପରସ୍ପର କୁ ଖୁବ୍ ଭଲ ପାଉଥିଲେ।

ବିବାହ ପରେ ସେମାନେ ଆମେରିକା ରେ ଯାଇ କାମ କରିଥିଲେ।ଉଭୟ ସେଠାରେ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।ହେଲେ ପାରିବାରିକ କଳହ ଯୋଗୁଁ ଉଭୟ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତି ନେଲେ।

ଅଲଗା ହେବା ପରେ ମେରିନ ୨୦୨୦ ମସିହା ଫେବୃୟାରୀ ମାସ ରେ ରାସ୍ତା ରେ ନିଜ ଗାଡ଼ି ନେଇ ଯାଇଥିଲେ।ବିପରୀତ ପଟ ରୁ ତାଙ୍କ ସ୍ଵାମୀ ଫିଲିଫ୍ସ ଆସି ତାଙ୍କ ସହିତ ଝଗଡ଼ା କଲେ।ଓ ତାଙ୍କ ପେଟ କୁ ୧୭ ଥର ସେ ଛୁରାଘାତ କଲେ।
ଓ ସେହିଠାରେ ହିଁ ମେରିନ ଙ୍କ ର ମୃ-ତ୍ୟୁ ଘଟିଲା।ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଥିଲା।ଓ ସଙ୍ଗେ ସଙ୍ଗେ ଫିଲିଫ୍ସ ଙ୍କୁ ଗିରଫ କରା ଯାଇଥିଲା।ଏହା ପରେ ଅନେକ ଦିନ ପର୍ଯ୍ୟନ୍ତ ଏହି କେସ ଟି ଚାଲୁ ରହିଥିଲା।

ସୂଚନା ଅନୁସାରେ ଫିଲିପ୍ସ ଓ ମେରିନ ମୁଖ୍ୟତଃ କେରଳ ର ବାସିନ୍ଦା।ଉଭୟ ବିବାହ ପରେ ଆମେରିକା ରେ ଯାଇ ରହିଥିଲେ।ହେଲେ ସେଠାରେ ରହିବା ପରେ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଯାଇଥିଲା।
ପାରିବାରିକ ବିବାଦ କୁ ନେଇ ଉଭୟ ପରସ୍ପର ଠାରୁ ଅଲଗା ହେବାର ନିଷ୍ପତି ନେଲେ।ହଟାତ କେରଳ ଯୁବକ ଜଣକ ବହୁତ ରାଗି ଯାଇ ତାଙ୍କ ପେଟ କୁ ଛୁରୀ ରେ ଆଘାତ କରି ଥିଲେ। ମେରିନ ଙ୍କ ର ସେହିଠାରେ ମୃ-ତ୍ୟୁ ଘଟିଲା।
ଏବେ ସେହି ଅପରାଧ ର ରାୟ କୋର୍ଟ ରେ ପ୍ରକାଶ ପାଇଛି।ଫିଲିପ୍ସ ଙ୍କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରା ଯାଇଛି।ଏବେ ତାଙ୍କୁ ଜେଲ ରେ ରଖା ଯାଇଛି।ଓ ନିଷ୍ପତି ନିଆ ଯାଇଛି ଯେ ତାଙ୍କୁ ଆଉ ଛଡା ଯିବ ନାହିଁ।ସେ ସବୁଦିନ ପାଇଁ ଜେଲ ରେ ରହିବେ।