Nov 18, 2023, 11:54 IST

ମୋ ସ୍ତ୍ରୀ ମରିବାର ୮ ଦିନ ହୋଇଗଲାଣି ହେଲେ ମତେ ଶବ ଦେଉ ନାହାନ୍ତି, ଆମେ ଶୁଦ୍ଧି ବି ହେଇ ପାରୁନୁ.. କଣ କରିବୁ ଆମେ

Special report

ନମସ୍କାର ପାଠକ ବନ୍ଧୁ।ଆପଣମାନେ ନିକଟ ରେ କଲିକତା ରେ ହୋଇଥିବା ବସ୍ ପୋଡ଼ି ଯାଇଥିବା ବିଷୟ ରେ ଜାଣି ଥିବେ।ସେଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ମହିଳା ରହିଥିଲେ।ସେହି ମହିଳା ଜଣକ ନିଜ ଦୁଇ ପିଲା ସ୍ଵାମୀ ଙ୍କୁ ବଞ୍ଚାଇବାକୁ ଯାଇ ନିଜେ ସେହି ବସ୍ ଭିତରେ ଜଳି ପୋଡ଼ି ପାଉଁଶ ହୋଇ ଯାଇଥିଲେ।
Special report
ହେଲେ ଆଜି ଯାଏଁ ତାଙ୍କ ଶବ କୁ ତାଙ୍କ ପରିବାର ଲୋକ ଙ୍କୁ ଦିଆ ଯାଇ ନାହିଁ।ଏହି ବସ୍ ପୋଡ଼ି ଘଟଣାକୁ ସାତ ଦିନ ବିତି ସାରିଛି।ହେଲେ କଣ ପାଇଁ ତାଙ୍କ ପରିବାର ଲୋକଙ୍କୁ ଶବ ଦିଆ ଯାଇ ନାହିଁ ବୋଲି ତାଙ୍କ ସ୍ଵାମୀ କହିଛନ୍ତି।
ସୂଚନା ଅନୁସାରେ କଲିକତା ଖଡ଼ଗପୁର ରେ ଗତ ୯ ତାରିଖ ରେ ଏକ ବସ୍ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲେ।ଏଥିରେ ପ୍ରାୟ ସବୁ ଲୋକ ବଞ୍ଚି ଯାଇଥିଲେ।ହେଲେ କଲିକତା ରୁ ତାଙ୍କ ଗାଁ କେନ୍ଦ୍ରାପଡ଼ା କୁ ଫେରୁ ଥିବା ଜଣେ ମହିଳା ଜଳି ଯାଇଥିଲେ।
ସେ ପ୍ରଥମେ ନିଜ ଦୁଇ ପିଲା ଓ ସ୍ଵାମୀ ଙ୍କୁ ବସ୍ ବାହାରକୁ ବାହାର କରି ଦେଇଥିଲେ।ଏହା ପରେ ଅନ୍ୟ ଦୁଇ ଜଣକୁ ବାହାର କରିଥିଲେ।ହେଲେ ଶେଷ ରେ ନିଜେ ଆଉ ବାହାରି ପାରି ନ ଥିଲେ।ସେହି ମହିଳା ଜଣକ ହେଉଛନ୍ତି ପୁଷ୍ପାଞ୍ଜଳି ଦାସ।
Special report
ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ।ତାଙ୍କର ଏଭଳି ମୃ-ତ୍ୟୁ ବିଷୟ ରେ ଯେ କେହିବି ଶୁଣିଛି ଆଖିରୁ ଲୁହ ଆସି ଯାଉଛି।ମହିଳା ଙ୍କ ଦୁଇଟି ଛୋଟ ଛୋଟ ପିଲା ଅଛନ୍ତି।ତାଙ୍କ ପରିବାର ଲୋକ ଙ୍କୁ ଏ ଯାଏଁ ତାଙ୍କ ଶବ ଦିଆ ଯାଇ ନାହିଁ।
କୁହା ଯାଉ ଅଛି କି କୌଣସି ଏକ ଟେଷ୍ଟ ପାଇଁ ତାଙ୍କ ଶବ କୁ ପଠା ଯାଇ ଅଛି।ପୁଷ୍ପାଞ୍ଜଳି ଙ୍କ ମୃ-ତ୍ୟୁ ପରେ ତାଙ୍କ ପିଲାଙ୍କ କୋହ ଦେଖି ହେଉ ନାହିଁ।ଯେପରି ମା ଙ୍କୁ ନ ଦେଖି ସେମାନଙ୍କ ଆଖି ରୁ ଲୁହ ଝରି ଯାଉଚି।
ଏ ଯାଏଁ ଏହି ଦୁ-ର୍ଘ-ଟ-ଣା କାହିଁକି ଘଟିଲା ତାହା ଜଣା ପଡି ନାହିଁ।ତାଙ୍କ ପରିବାର ରେ ଏବେ ଶୋକ ର ଛାୟା ଖେଳି ଯାଇଛି।ସମସ୍ତ ଙ୍କ ଆଖି ରେ ଲୁହ।ପିଲା ଦୁଇ ଜଣ ମାଆ ଙ୍କୁ ଚାରି ଆଡେ଼ ଖୋଜି ବୁଲୁଛନ୍ତି।ଏହାକୁ ଦେଖି ସମସ୍ତ ଙ୍କ ଆଖିରେ ଲୁହ ଆସି ଯାଉଛି।

Advertisement