Dec 21, 2023, 11:43 IST

ଆଜ୍ଞା କି କଥା କହିବି, ମୋ ସ୍ତ୍ରୀ କୁ ଖୁସି ରେ IPHONE ଦେଲି ଭାବିଲି ମତେ ପ୍ରେମ କରିବ, ହେଲେ ସେ ମୋତେ ଧୋକା ଦେଇ ଆଉ କାହା ସହ ଛୁ...

Special Report

ନମସ୍କାର ପାଠକ ବନ୍ଧୁ। ସ୍ଵାମୀ ଠାରୁ ଆଇଫୋନ ନେଇ ସ୍ତ୍ରୀ ଅନ୍ୟ ପୁରୁଷ ଙ୍କ ସହିତ ଫେରାର ହୋଇ ଗଲା।ଆମ ସମାଜ ରେ ଏଭଳି ଘଟଣା ଏକ ନିତିଦିନିଆ ଖବର ହୋଇ ଯାଇଛି।ନିଜ ସ୍ଵାମୀ ଥାଉ ଥାଉ ସ୍ତ୍ରୀ ପର ପୁରୁଷ ଙ୍କ ସହିତ ଚାଲି ଯାଉଛନ୍ତି।
Special Report
ଥରେ ନିଜ ପରିବାର କଥା ଭାବୁ ନାହାନ୍ତି।ଏହି ଘଟଣା ବିଷୟ ରେ ଯେ କେହି ବି ଶୁଣିଛି ଆଶ୍ଚର୍ଯ୍ୟ ହୋଇ ଯାଇଚି।ପ୍ରେମ କରି ବିବାହ କରିଥିଲେ।ସାତ ଜନ୍ମ ପାଇଁ ସାଥିରେ ରହିବେ ବୋଲି କଥା ଦେଇଥିଲେ।
ହେଲେ ସାତ ଜନ୍ମ କଣ ଗୋଟିଏ ବର୍ଷ ମଧ୍ୟ ସାଥି ରେ ରହି ପାରିଲେ ନାହିଁ।ନିଜ ର ସବୁ କିଛି କୁ ପାଦ ରେ ଠେଲି ଦେଇ ପର ପୁରୁଷ ସହିତ ଚମ୍ପଟ ମାରିଲା ସ୍ତ୍ରୀ।ସୂଚନା ଅନୁସାରେ ଜ୍ଞାନେନ୍ଦ୍ର ନାମକ ଜଣେ ଯୁବକ କିଛି ବର୍ଷ ତଳେ ସସ୍ମିତା ଙ୍କୁ ପ୍ରେମ ବିବାହ କରିଥିଲେ।
ସସ୍ମିତା ଦେଖିବାକୁ ବହୁତ ସୁନ୍ଦର ଥିଲେ।ବିବାହ କରିବା ପରେ ଉଭୟ ଏକ ଭଡ଼ା ଘର ନେଇ ରହୁଥିଲେ।ସେଠାରେ କିଛି ଦିନ ରହିବା ପରେ ସ୍ତ୍ରୀ ସସ୍ମିତା ଅନ୍ୟ ଜଣେ ପୁରୁଷ ଙ୍କ ପ୍ରେମ ରେ ପଡ଼ି ଯାଇଥିଲେ।ତାଙ୍କ ସହିତ ନିଜ ଘରେ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।
Special Report
ଏହାକୁ ସ୍ଵାମୀ ଜାଣିବା ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟ ରେ କଳହ ହେଲା।ସ୍ତ୍ରୀ ଏହି ସମୟ ରେ ନିଜ ବାପ ଘରକୁ ଚାଲି ଯାଇଥିଲେ।ଆଗରୁ ତାଙ୍କ ସ୍ତ୍ରୀ ରିଲ୍ସ କରୁଥିଲେ।ସେଥିପାଇଁ ତାଙ୍କ ସ୍ତ୍ରୀ ଙ୍କୁ ଜ୍ଞାନେଦ୍ର ଅନେକ ମୋବାଇଲ୍ ଦେଇଥିଲେ।
କଳହ ର କିଛି ଦିନ ପରେ ସସ୍ମିତା ପୁଣି ଥରେ ନିଜ ଘର କୁ ଚାଲି ଆସିଥିଲେ।ସ୍ଵାମୀ ଙ୍କ ଠାରୁ ଆଇ ଫୋନ୍ ଓ କିଛି ସୁନା ଗହଣା ନେଇ ଥିଲେ।ଏ ସବୁ ସେ କରି ସାରିବା ପରେ ତାଙ୍କ ପ୍ରେମିକ ସହିତ ଘର ଛାଡ଼ି ଚାଲି ଯାଇଥିଲେ।
ଯାହାକି ଏବେ ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି।ସସ୍ମିତା ଙ୍କ ସ୍ଵାମୀ ଏବେ ଥାନା ରେ ଅଭିଯୋଗ କରୁଛନ୍ତି।ତାଙ୍କ କହିବା ମୁତାବକ ସେ ତାଙ୍କ ସ୍ତ୍ରୀ ଙ୍କୁ ଖୁବ୍ ଭଲ ପାଆନ୍ତି।
ସେ ପୋଲିସ ବାବୁ ଙ୍କୁ କହିଛନ୍ତି ତାଙ୍କ ସ୍ତ୍ରୀ ଙ୍କୁ ଜଲଦି ତାଙ୍କ ନିକଟ କୁ ଫେରାଇ ଆଣିବାକୁ।ତାଙ୍କ ସ୍ତ୍ରୀ ପର ପୁରୁଷ ଙ୍କ ସହିତ କୁଆଡେ ଚାଲି ଯାଇଚି।ସେ ଅନେକ ସ୍ଥାନ ରେ ତାଙ୍କୁ ଖୋଜା ଖୋଜି କରିଛନ୍ତି।ହେଲେ କେଉଁ ଠାରେ ବି ତାଙ୍କର ସନ୍ଧାନ ମିଳି ପାରି ନାହିଁ।

Advertisement