Updated: Dec 9, 2023, 09:00 IST

ସ୍ତ୍ରୀକୁ ଛାଡ଼ି ଯାଇଥିଲେ ପ୍ରେମିକା ପାଖକୁ ସିଧା ହାଣିଦେଲେ ଦେଖନ୍ତୁ ଏହି ସାଙ୍ଘାତିକ ଦୃଶ୍ୟ

Special Report

ନମସ୍କାର ପାଠକ ବନ୍ଧୁ। ଆସିଛି ଏକ ବଡ ଖବର। ବିବାହିତ ହୋଇ ମଧ୍ୟ ଜଣେ ମହିଳା ଦୁଇ ଜଣ ଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ।ଶେଷ ରେ ଜଣେ ପ୍ରେମିକ କୁ ପାଇବା ଆଶା ରେ ଅନ୍ୟ ଜଣକୁ କଟୁରି ରେ ହାଣି ହତ୍ୟା କରିଛି।
Special Report
ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଘଟଗାଁ ଥାନା ଅଞ୍ଚଳ ରେ।ଏଠାରେ ଜଣେ ମହିଳା ଆଗରୁ ବିବାହିତ ଥିଲେ।ତାଙ୍କର ଦୁଇ ଟି ସନ୍ତାନ ରହିଛି।ହେଲେ ଗତ ୧୫ ବର୍ଷ ତଳେ ତାଙ୍କ ସ୍ଵାମୀ ତାଙ୍କୁ ଛାଡି କେଉଁ ଆଡ଼େ ଚାଲି ଯାଇଛନ୍ତି।
ସୂଚନା ଅନୁସାରେ ମହିଳା ଜଣକ ର ନାମ ହେଉଚି ରଞ୍ଜନା।ତାଙ୍କ ର ଗୋଟିଏ ପୁଅ ଓ ଝିଅ ରହିଛି।ତାଙ୍କ ଘର କୁ ସବୁବେଳେ ଯିବା ଆସିବା କରନ୍ତି ଭାରତ ଓ ବିରେନ୍ଦ୍ର।ଉଭୟ ରଞ୍ଜନା ଙ୍କୁ ପ୍ରେମ କରୁଥିଲେ।
Special Report
ଭରତ ନ ଥିବା ସମୟ ରେ ବିରେନ୍ଦ୍ର ରଞ୍ଜନା ଙ୍କ ପାଖକୁ ଆସୁଥିଲେ।ସେହିଭଳି ବିରେନ୍ଦ୍ର ନ ଥିବା ସମୟ ରେ ଭରତ ରଞ୍ଜନା ଙ୍କ ପାଖକୁ ଆସୁ ଥିଲେ।ହେଲେ ହଟାତ ଦିନେ ଭରତ ନିଜ ସ୍ତ୍ରୀ ସହିତ ମେଳା କୁ ବୁଲିବାକୁ ଯାଇଥିଲା।
ସେଠାରେ ସେ ରଞ୍ଜନା କୁ ଦେଖିବା ପରେ ତା ନିକଟ କୁ ଚାଲି ଆସିଥିଲା।ନିଜ ସ୍ତ୍ରୀ କୁ ମେଳା ରେ ଛାଡ଼ି ଦେଇଥିଲା। ରଞ୍ଜନା ବିରେନ୍ଦ୍ର ସହିତ କଥା ହେବା ସମୟ ରେ ଭରତ ସେହି ସ୍ଥାନ ରେ ପହଞ୍ଚି ତା ସହିତ ଝଗଡ଼ା ଆରମ୍ଭ କରି ଦେଇଥିଲା।
Special Report
ବିରେନ୍ଦ୍ର ଓ ରଞ୍ଜନା ମିଶି ଭରତ କୁ ଘର କୁ ଡାକି ତାକୁ କଟୁରି ସାହାର୍ଯ୍ୟ ରେ କାଟି ପକାଇ ଥିଲେ ବୋଲି ରଞ୍ଜନା ଙ୍କ ଝିଅ ଥାନା ରେ ଅଭିଯୋଗ କରିଛି।ତାଙ୍କର ମୃତ୍ୟୁ ପାଇଁ ରଞ୍ଜନା ହିଁ ଦାୟୀ ବୋଲି କୁହା ଯାଉ ଅଛି।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭରତ ଙ୍କ ଶବ କୁ ପୋଷ୍ଟ ମର୍ଟମ ପାଇଁ ପଠାଇଛି।ଏବେ ରଞ୍ଜନା ଓ ବିରେନ୍ଦ୍ର ଘଟଣା ସ୍ଥଳ ରୁ ଫେରାର ଅଛନ୍ତି।
ବିରେନ୍ଦ୍ର ହେଉଚି ଧନୀ ଘର ର ପିଲା ସେଥିପାଇଁ ସେ ସବୁବେଳେ ରଞ୍ଜନା କୁ ଆର୍ଥିକ ସହାୟତା କରୁଥିଲା।ପରେ ତାର ପ୍ରେ-ମ ରେ ପଡ଼ି ତା ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲା।ଏବେ ପୋଲିସ ଉଭୟ ଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।

Advertisement