ନମସ୍କାର ପାଠକ ବନ୍ଧୁ।ଆପଣ ମାନଙ୍କୁ ଜଣା ଥିବ ଏବେ ର ମହିଳା ମାନେ କିଭଳି ନିନ୍ଦନୀୟ କାମ ସବୁ କରୁଛନ୍ତି।ସେମାନେ ନିଜ ମାନ ସମ୍ମାନ କଥା ଟି କେ ହେଲେ ବି ଭାବୁ ନାହାଁନ୍ତି।ନିଜ ସ୍ବାର୍ଥ ଛଡା ତାଙ୍କୁ ଆଉ କିଛି ବି ଦେଖା ଯାଇ ନାହିଁ।

ଆଜି ଆମେ ସେଭଳି ଜଣେ ମହିଳା ଙ୍କ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ।ଗଞ୍ଜାମ ଜିଲ୍ଲା ର ଭବାନୀ ବନ୍ଧ ଗ୍ରାମ ରେ ଏଭଳି ଘଟଣା ଦେଖିବାକୁ ମିଳିଛି।ଜଣେ ମହିଳା ନିଜ ସ୍ଵାମୀ ଙ୍କୁ ଜୀବନ ରୁ ମାରିବା ପାଇଁ ଚାହୁଁ ଥିଲା।
ହେଲେ ତାର କାର୍ଯ୍ୟ ରେ ସେ ସଫଳ ହୋଇ ପାରିଲା ନାହିଁ।ମହିଳା ତାଙ୍କ ସ୍ବାମୀ ଙ୍କ ସହିତ ପ୍ରତିଦିନ କଳହ କରି ଥାନ୍ତି।ପାରିବାରିକ କଳହ ଦିନ କୁ ଦିନ ବଢିବାକୁ ଲାଗିଲା।ମହିଳା ଜଣକ ରାଗ ରେ ପଡ଼ି ଗରମ ତେଲ କୁ ନିଜ ସ୍ଵାମୀ ଙ୍କ ଉପରକୁ ଢାଳି ଦେଲେ।

ଯାହା ଫଳ ରେ ସ୍ଵାମୀ ପ୍ରଫୁଲ୍ଲ ଜୋରେ ଚିତ୍କାର କରିବାକୁ ଲାଗିଲା।ତାର ଚିତ୍କାର ଶୁଣି ପ୍ରଫୁଲ୍ଲ ର ପରିବାର ଲୋକ ଙ୍କ ସହିତ ସାହି ପଢ଼ିଶା ସମସ୍ତେ ଚାଲି ଆସିଲେ।ସଙ୍ଗେ ସଙ୍ଗେ ନିକଟସ୍ଥ ମେଡିକାଲ ରେ ତାଙ୍କୁ ଭର୍ତି କଲେ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ସ୍ତ୍ରୀ ରେବତୀ କୁ ଗିରଫ କରିଥିଲା।ଏବେ ରେବତୀ ଙ୍କୁ ସାବରମତୀ ଥାନା ରେ ରଖା ଯାଇଛି।ତାଙ୍କ ମାମଲା ଏବେ ବିଚରା ଧିନ ଅଛି।ଓ ତାଙ୍କୁ ବେଳେ ବେଳେ ଜେଲ ରେ ଫୋନ୍ ଦିଆ ଯାଇ ଥାଏ।

ସେ ସେହି ଫୋନ୍ ରେ ନିଜ ପରିବାର ଲୋକ ଙ୍କ ସହିତ କଥା ହେବା ବଦଳ ରେ ନିଜ ସ୍ଵାମୀ ଙ୍କୁ ଫୋନ୍ କରି ଡରାଇ ଥିଲେ।ସେ କହିଥିଲେ କି ମୋ ବିରୁଦ୍ଧ ରେ ଯିଏ ସାକ୍ଷୀ ଦେବ ତାକୁ ମୁଁ ଛାଡିବି ନାହିଁ।ମୁଁ ଜେଲ ରୁ ବାହାରିବା ପରେ ସମସ୍ତଙ୍କୁ ମାରି ଦେବୀ।
ତେଣୁ ଏବେ ଠାରୁ ସମସ୍ତେ ସାବଧାନ ହୋଇ ଯାଅ।ତୋତେ ଆଗେ ମାରିବି ଏହା ପରେ ସମସ୍ତଙ୍କୁ ମାରିବି ବୋଲି ସେ ନିଜ ସ୍ଵାମୀ ପ୍ରଫୁଲ୍ଲ କୁ କହିଥିଲେ।ଏହା ପରେ ଏହି କଥା ଗୁଡ଼ିକ ପ୍ରଫୁଲ୍ଲ ପୋଲିସ ବାବୁ ମାନଙ୍କୁ ଜଣାଇ ଥିଲେ।ଏବେ ତାଙ୍କ ସ୍ତ୍ରୀ ଙ୍କୁ ଜେଲ ଭିତରେ ଅଧିକ ରୁ ଅଧିକ ନଜର ରେ ରଖା ଯାଉଛି।