Oct 5, 2023, 15:11 IST

ସ୍ତ୍ରୀ ବାପ ଘରକୁ ଗଲେ ସ୍ଵାମୀ ରାତି କଟେଇବାକୁ ବାହା ହେଇ ସଉତୁଣୀ ନେଇ ଆସିଲେ ଦେଖନ୍ତୁ ଆସିଲା ସାଙ୍ଘାତିକ ଖବର

Special report

ନମସ୍କାର ପାଠକ ବନ୍ଧୁ।ଏବେ ସମାଜ ରେ ଯୌତୁକ ଜନିତ ବ-ଧୂ-ହ-ତ୍ୟା କିଭଳି ବଢିବାରେ ଲାଗିଛି ଆପଣ ମାନେ ସମସ୍ତେ ଜାଣି ଥିବେ।ବିବାହ କରି ଅନେକ ପୁରୁଷ ପ୍ରଥମ ପତ୍ନୀ ଙ୍କୁ ଛାଡି ଦିତୀୟ ଥର ବିବାହ କରୁଛନ୍ତି।ଏହି କିଛି ଦିନ ତଳେ ଆପଣ ମାନେ ଦୀପିକା ଓ ତାଙ୍କ ସ୍ଵାମୀ ଙ୍କ ଖବର ବିଷୟ ରେ ଶୁଣି ଥିବେ।
Special report
ସେ ତାଙ୍କ ସ୍ଵାମୀ ଙ୍କ ଘର ସମ୍ମୁଖ ରେ ମାସ ମାସ ଧରି ପଡ଼ି ରହି ଶେଷ ରେ ନ୍ୟାୟ ପାଇଥିଲେ।ତାଙ୍କରି ଭଳି ଆଉ ଜଣେ ମହିଳା ଏବେ ନ୍ୟାୟ ପାଇଁ ସ୍ଵାମୀ ଙ୍କ ଘର ସମ୍ମୁଖ ରେ ବସି ରହିଛନ୍ତି।ସେହି ମହିଳା ଙ୍କ ନାମ ହେଉଚି ପଦ୍ମିନୀ।
ତାଙ୍କ ସ୍ଵାମୀ ଙ୍କ ନାମ ହେଉଚି ମହେଶ।ଉଭୟ ଦୀର୍ଘ ୮ ବର୍ଷ ହେଲାଣି ବିବାହ ବନ୍ଧନ ରେ ଆବଦ୍ଧ ହୋଇ ଥିଲେ।ହେଲେ ବିବାହ ସମୟ ରେ ପଦ୍ମିନୀ ଘର ପକ୍ଷ ରୁ ଅଧିକ ଯୌତୁକ ଦିଆ ଯାଇ ନ ଥିଲା।ଯେଉଁଥିପାଇଁ ତାଙ୍କୁ ମହେଶ ଙ୍କ ଘରୁ ଅନେକ ଅ-ତ୍ୟା-ଚା-ର କରା ଯାଇଥିଲା।
ତାଙ୍କୁ ସବୁବେଳେ ମାଡ ମରା ଯାଉଥିଲା।ଖାଇ ବାକୁ ଦିଆ ଯାଉ ନ ଥିଲା।ଦୀର୍ଘ ୮ ବର୍ଷ ଭିତରେ ତାଙ୍କର ଦୁଇ ଟି ସନ୍ତାନ ମଧ୍ୟ ଅଛି।ଦିତୀୟ ସନ୍ତାନ ଜନ୍ମ ସମୟ ରେ ତାଙ୍କ ଶାଶୁ ଘର ଲୋକେ ତାଙ୍କୁ ବହୁତ ହଇରାଣ କରୁଥିଲେ।
Special report
ଯେଉଁଥିପାଇଁ ପଦ୍ମିନୀ ତାଙ୍କ ବାପ ଘର କୁ ଚାଲି ଯାଇଥିଲେ।ସେ ତାଙ୍କ ସ୍ଵାମୀ ଙ୍କୁ ଛାଡ ପତ୍ର ଦେଇ ନ ଥିଲେ।ହେଲେ ସେ ତାଙ୍କ ପିଲା ଜନ୍ମ କରି ସାରି ଶାଶୁ ଘର କୁ ଫେରିଲା ବେଳ କୁ ଯାହା ଦେଖିଲେ ତାହାକୁ ବିଶ୍ଵାସ କରି ପାରିଲେ ନାହିଁ।ତାଙ୍କ ସ୍ଵାମୀ ଗୋଟିଏ ୧୭ ବର୍ଷୀୟ ଝିଅ କୁ ବିବାହ କରି ଦେଇଛନ୍ତି।
ଯେଉଁଥିପାଇଁ ସେ ଥାନା ର ଦ୍ବାରସ୍ଥ ହୋଇ ଥିଲେ।କିନ୍ତୁ ଥାନା ବାବୁ ମାନେ ତାଙ୍କ କଥା କୁ ଶୁଣି ନ ଥିଲେ।ଓ ପରେ ପଦ୍ମିନୀ ନିଜ ପିଲା ଙ୍କୁ ନେଇ ଆସି ସ୍ଵାମୀ ଙ୍କ ଘର ସମ୍ମୁଖ ରେ ଧାରଣା ରେ ବସି ଛନ୍ତି।
ଓ ନ୍ୟାୟ ପାଇବା ପାଇଁ ସେ ସରକାର ଙ୍କ ପାଖରେ ହାତ ପତାଇଛନ୍ତି।ବିବାହ ସମୟ ରେ ତାଙ୍କ ବାପ ଘର ଲୋକେ ମହେଶ ଙ୍କୁ ଯୌତୁକ ଦେଇ ନ ଥିଲେ।ଯାହା ଫଳ ରେ ସେମାନେ ପ୍ରତିଦିନ ପଦ୍ମିନୀ ଙ୍କ ଉପରେ ଅ-ତ୍ୟା-ଚା-ର କରିବାକୁ ଲାଗିଲେ।ଏବେ ଦେଖିବାକୁ ବାକି ରହିଲା କେବେ ପଦ୍ମିନୀ ଙ୍କୁ ନ୍ୟାୟ ମିଳୁଛି।

Advertisement