ନମସ୍କାର ପାଠକ ବନ୍ଧୁ।ପାରିବାରିକ କଳହ କୁ ନେଇ ସ୍ତ୍ରୀ ର ମୁଣ୍ଡ କା-ଟି-ଲା ସ୍ଵାମୀ।ବନ୍ଧୁଗଣ ଆପଣ ମାନଙ୍କୁ ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗି ପାରେ।ହେଲେ ଏହା ସମ୍ପୂର୍ଣ୍ଣ ରୂପେ ସତ୍ୟ।ସ୍ତ୍ରୀ ର କ-ଟା ମୁଣ୍ଡ କୁ ଧରି ଗାଁ ସାରା ବୁଲିଲେ ସ୍ଵାମୀ।

ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ର ପଟାସ ପୁର ଅଞ୍ଚଳ ରେ।ସେଠାରେ ସାମାନ୍ୟ ସନ୍ଦେହ କୁ କେନ୍ଦ୍ର କରି ଏଭଳି ଘଟଣା ଘଟି ଯାଇଚି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।ଯେ କେହି ଏହି କଟା ମୁଣ୍ଡ କୁ ଦେଖୁଚି ତାର ଆଖିରୁ ଲୁହ ଆସି ଯାଉଛି।
ଆମେ ଆଜି ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେହି ଅଞ୍ଚଳ ର ଗୌତମ ଗୋଛାଇତ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ର ବେକ କୁ କ-ଟୁ-ରୀ ରେ ହା-ଣି ଦେଇଛନ୍ତି।ଏହା ପରେ ସେହି ମୁଣ୍ଡ କୁ ଗୋଟିଏ ହାତ ରେ ଧରି ଅନ୍ୟ ହାତ ରେ ମଦ ବୋତଲ ଧରି ଗାଁ ସାରା ବୁଲି ଥିଲେ।
ଲୋକ ମାନେ ଏହାକୁ ଦେଖି ପ୍ରଥମ ଡରି ଯାଇ ଥିଲେ।ଏହା ପରେ ସେମାନେ ପୋଲିସ କୁ ଖବର ଦେଇ ଥିଲେ।ପୋଲିସ ଖବର ପାଇ ସେଠାରେ ପହଞ୍ଚି ଗୌତମ କୁ ଧରି ଥିଲେ।ଓ ତାଙ୍କ ଘର ଭିତର କୁ ଯାଇ ତାଙ୍କ ସ୍ତ୍ରୀ ର ମୃତ ଦେହ କୁ ଉଦ୍ଧାର କରି ଥିଲେ।

ଶୁଣା ଯାଉଚି କି ସ୍ଵାମୀ ଗୌତମ ସବୁବେଳେ ନିଜ ସ୍ତ୍ରୀ କୁ ସନ୍ଦେହ କରୁ ଥିଲା।ଯେତେବେଳେ ଉଭୟ ଙ୍କ ମଧ୍ୟରେ ଝଗଡ଼ା ହୁଏ ସେତେବେଳେ ତାଙ୍କ ସ୍ତ୍ରୀ ବାପଘର କୁ ଚାଲି ଯିବା ପାଇଁ ଧମକ ଦିଏ।ଏଥିରେ ଗୌତମ ରାଗି ଯାଉ ଥିଲା।
ସେ ଭାବୁ ଥିଲେ ତାଙ୍କ ସ୍ତ୍ରୀ ର ଅନ୍ୟ କାହା ସହିତ ସମ୍ପର୍କ ରହିଛି।ସେଥିପାଇଁ ସେ ତାଙ୍କ ସ୍ତ୍ରୀ କୁ ବାପଘର କୁ ଛାଡନ୍ତି ନାହିଁ।ଏଥିପାଇଁ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଲାଗି ରୁହେ। ହଟାତ ଦିନେ ଗୌତମ ପ୍ରଚୁର ମାତ୍ରା ରେ ମ-ଦ୍ୟ-ପା-ନ କରି ଘର କୁ ଫେରି ଥିଲେ।
ଏହା ପରେ ସେ ରାଗି ଯାଇ ନିଜ ସ୍ତ୍ରୀ ର ବେକ କୁ କଟୁରି ରେ କା-ଟି ଦେଇ ଥିଲେ।ତାଙ୍କ ମୁଣ୍ଡ କୁ ଧରି ସେ ଗାଁ ସାରା ବୁଲାଇ ଥିଲେ।ନିକଟ ରେ ରହୁଥିବା ଲୋକ ମାନେ ଏ ନେଇ ଥାନା ରେ ଅଭିଯୋଗ କରି ଥିଲେ।
ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ଗୌତମ କୁ କୋର୍ଟ ଚାଲାଣ କରିଛି।ଗୌତମ ଙ୍କୁ କଠିନ ରୁ କଠିନ ଶାସ୍ତି ଦେବା ପାଇଁ। ଗାଁ ର ଲୋକ ମାନେ ଦାବି କରିଛନ୍ତି।