Feb 17, 2024, 16:55 IST

ସ୍ତ୍ରୀ ଆଖି ସାମ୍ନାରେ ସ୍ୱାମୀର ହେଇଗଲା ଏମିତି ଅବସ୍ଥା ଦେଖନ୍ତୁ ଏହି ଦୁର୍ଘଟଣା ଆଖିରେ ଦେଖିପାରିବେ ନାହିଁ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ
Special report
ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
Special report
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହୋଇଯାଉଛି। ତେବେ ବନ୍ଧୁଗଣ ବର୍ତମାନ ଏକ ଖବର ସାମ୍ନାକୁ ଆସିଛି।
ଟ୍ରକ ଚକା ତଳେ ସ୍ତ୍ରୀ ଆଗରେ ସ୍ୱାମୀର ଜୀବନ ଚାଲିଗଲା। ସ୍ବାମୀ ସ୍ତ୍ରୀ ବାଇକରେ ଏକ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଆଉ ସେହି ଉତ୍ସବରେ ଯୋଗ ଦେଇ ସାରି ଘରକୁ ଫେରୁଥିବା ସମୟରେ
Special report
ହଠାତ ଗୋଟେ ଟ୍ରକ ତାଙ୍କୁ ଧୋକା ଦେଇଥିଲା। ଆଉ ତା'ପରେ ସ୍ଵାମୀ ଅରୁଣ ନାହକଙ୍କ ମୁଣ୍ଡ ଟ୍ରକ ଚକା ତଳକୁ ଆସିଯାଇଥିଲା ଯାହାଫଳରେ ସେହି ଠାରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା।
ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ଥିବା ପରି ଭାଇନା ଛକ ପେଟ୍ରୋଲ ପମ୍ପ ନିକଟରେ। ଅରୁଣ ନାହକ ଓ ତାଙ୍କ ସ୍ତ୍ରୀ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଏଭଳି ହେଇଛି ମର୍ମାହତ ସଡକ ଦୁ-ର୍ଘ-ଟ-ଣା।
ଯାହା ଫଳରେ ଅରୁଣ ନାହକଙ୍କ ଜୀବନ ଚାଲିଯାଇଛି। ତେବେ ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ବିଭିନ୍ନ ଦିଗକୁ ତଦନ୍ତ କରୁଥିବା ଜଣାପଡ଼ିଛି।

Advertisement