Feb 23, 2024, 08:51 IST

ଷ୍ଟେଜ ଉପରେ ପାଣ୍ଡିଆନ ଦେଲେ ଐତିହାସିକ ଭାଷଣ..ଓଡ଼ିଶା ବାସୀ ଙ୍କ ପାଇଁ ମୁ ଗୁଳି ଖାଇବାକୁ ପ୍ରସ୍ତୁତ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ମଇଦାନ ସେତେ ମାତ୍ରାରେ ସରଗରମ ହେବାରେ ଲାଗିଛି। ଦଳ ମାନେ ନିଜ ନିଜର ପ୍ରଚାର ପ୍ରସାର ଜାରୀ ରଖିଛନ୍ତି।
Special report
ନିର୍ବାଚନ କୁ ଆଖିରେ ରଖି ନୂଆ ନୂଆ ଯୋଜନା ସବୁ ମଧ୍ୟ ଆଣିଛନ୍ତି। ଏହି ଯୋଜନା ଗୁଡିକ ମଧ୍ୟ ଲୋକ ମାନଙ୍କୁ ଖୁବ ପସନ୍ଦ ଆସୁଛି। ଆଉ ଯେଉଁ ମାନଙ୍କୁ ପସନ୍ଦ ଆସୁ ନାହିଁ ସେମାନେ ଏହାକୁ ବିରୋଧ କରୁଛନ୍ତି।
ଲୋକମାନେ ଏହାକୁ ବିରୋଧ କରି କାଳୀ ମାଡ଼, ଚପଲ ମାଡ଼, ଅଣ୍ଡା ମାଡ଼ ଏଭଳି ଅନେକ ଅପମାନ ଜନକ କାମ କରୁଛନ୍ତି। ହେଲେ ଏବେ 5T ସଚିବ ଭିକେ ପାଣ୍ଡିଆନ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଆଜ୍ଞା ହଁ ସେ କହିଥିଲେ କି ତାଙ୍କ ଉପରେ କାଳୀ ମାଡ଼ ହେଉ କି ଚପଲ ମାଡ଼ ହେଉ କି ଅଣ୍ଡା ମାଡ଼ ହେଉ ଏଭଳି କି ତାଙ୍କୁ ଗୁଳି ମଧ୍ୟ ମାରି ଦେଲେ ମଧ୍ୟ ସେ ଲୋକ ମାନଙ୍କ ସେବା କରିବା ଆଦୌ ଛାଡ଼ିବେ ନାହିଁ।
Special report
ଏଭଳି ବୟାନ ପାଣ୍ଡିଆନ ଏକ ସଭାରେ ଦେଇଥିଲେ ଯାହାକି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି। ଆପଣ ମାନେ ଜାଣିଥିବେ କି ଭିକେ ପାଣ୍ଡିଆନ ବର୍ତ୍ତମାନ୍ ପର୍ଯ୍ୟନ୍ତ ଓଡ଼ିଶାର ବିକାଶ ପାଇଁ ଅନେକ କାର୍ଯ୍ୟ କରି ସାରିଛନ୍ତି।
ତାଙ୍କର ଏକମାତ୍ର ଲକ୍ଷ ହେଉଛି କିଭଳି ଭାବରେ ସେ ଓଡ଼ିଶାର ବିକାଶ କରି ଆଉ ସାରା ବିଶ୍ଵର ଲୋକେ ଯେମିତି ଏହାକୁ ଦେଖି ଚକିତ ହୋଇ ଯିବେ। ଓଡ଼ିଶା ଯେପରି ସାରା ବିଶ୍ଵ ର ଦୃଷ୍ଟି ଆକର୍ଷଣ କରିବ।
ସେଥିପାଇଁ ଏବେ ଯାହା ମଧ୍ୟ କରିଲେ ସେ ଆଉ ରହିବେ ନାହିଁ। ଓଡ଼ିଶାର ବିକାଶ ପାଇଁ ସେ ଖୁବ୍ ଚେଷ୍ଟା ଚଳାଇବେ। ଲୋକ ମାନଙ୍କ ପ୍ରତିବାଦ କୁ ଦେଖିବେ ନାହିଁ। ଏଭଳି କିଛି ସେ ଦେଇଥିବା ବୟାନ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହାକୁ ନେଇ ଅନେକ ଲୋକ ମଧ୍ଯ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement