Feb 22, 2024, 16:46 IST

ଶ୍ରଦ୍ଧା ପାଣିଗ୍ରାହୀଙ୍କ ପରେ ପରେ ଏବେ ଲୁମ୍ରାଇନାଙ୍କ ହାତ ଛାଡ଼ିଲେ ରାଜ ରାଜେଶ୍ ଦେଖନ୍ତୁ କଣ ହେଲା ଏମିତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସମାଜରେ ଏକ ସମ୍ପର୍କ ଜୀବନସାରା ଚାଲିବାର ବହୁତ୍ କମ ଦେଖାଯାଉଛି। କାରଣ ଏବେ ସମସ୍ତେ ନିଜର କଥା ରହୁ ବୋଲି ଚାହାନ୍ତି ଯାହା ଫଳରେ ପରସ୍ପର ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗିଯାଉଛି।
Special report
ସାଧାରଣ ଲୋକର କୌଣସି ସମ୍ପର୍କ ଭାଙ୍ଗିଲେ କେହି ଏତେ ଧ୍ୟାନ ଦିଅନ୍ତି ନାହିଁ କିନ୍ତୁ ଜଣେ ସେଲେବ୍ରିଟିର କୌଣସି କାରଣରୁ ସମ୍ପର୍କ ଭାଙ୍ଗିଲେ ତାହା ବଡ଼ କଥା ବନିଯାଏ।
ତେବେ ଜଣେ ସେଲିବ୍ରିଟି ଯଦି ସେ ସମ୍ପର୍କରେ ଯୋଡ଼ି ହୋଇ ଥାଏ ତେବେ ତାହାଲେ ସମସ୍ତଙ୍କ ଆଖି ସେଇ ଖବର ଉପରେ ଥାଏ। ତେବେ ବନ୍ଧୁଗଣ ଆପଣ ମାନେ ରାଜ ରାଜେଶଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
Special report
ସେ ବହୁତ ଓଡ଼ିଆ ଆଲବମ, ସିରିୟଲ, ଫିଲ୍ମରେ ଅଭିନୟ କରି ସାରା ଓଡିଶାରେ ବେଶ ଲୋକ ପ୍ରୀୟତା ହାସଲ କରିଛନ୍ତି। ତାଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ କରିଥାନ୍ତି। ରାଜ ରାଜେଶ ଶ୍ରଦ୍ଧା ପାଣିଗ୍ରାହୀଙ୍କୁ ଭଲ ପାଇଥିଲେ।
ଉଭୟ ସୁଟିଂ ସେଟରୁ ହିଁ ପରସ୍ପରକୁ ଭଲ ପାଇଥିଲେ। ଏବଂ ଦୁହିଁଙ୍କର ନିର୍ବନ୍ଧ ମଧ୍ୟ ସରି ଯାଇଥିଲା। ଦୁହେଁ ଆଗାମୀ ଦିନରେ ବିବାହ ବନ୍ଧନରେ ବାନ୍ଧି ହେଇଥାନ୍ତେ କିନ୍ତୁ କୌଣସି କାରଣରୁ ଦୁହେଁ ପରସ୍ପର ଠାରୁ ଅଲଗା ହେଇ ଯାଇଥିଲେ।
Special report
ବର୍ତ୍ତମାନ ସମୟରେ ଶ୍ରଦ୍ଧା ପାଣଗ୍ରାହୀ ଅଲିଉଡର ସିଙ୍ଗର ସନ୍ଦୀପି ପଣ୍ଡାକୁ ବିବାହ କରି ସାରିଛନ୍ତି। ସୋସିଆଲ ମିଡିଆରେ ଗୋଟେ ଖବର ବେଶ ଭାଇରାଲ ହେଉଛି।
କୁଆଡେ ଶ୍ରଦ୍ଧାଙ୍କ ପରେ ଏବେ ପୁଣି ଲୁମରାଇନା ମଧ୍ୟ ରାଜେଶଙ୍କୁ ଛାଡି ଦେଇ ଚାଲିଯାଇଛନ୍ତି। ଅଭିନେତା ରାଜରାଜେଶ ଲୁମରାଇନାଙ୍କ ଠାରୁ ଅଲଗା ହେଇ ସାରିଛନ୍ତି। ଦୁହିଁଙ୍କୁ ଆଉ ସୋସିଆଲ ମିଡିଆରେ ଏକାଠି ଦେଖିବାକୁ ମିଳୁନାହିଁ।
ସୁଟିଂ ସେଟରେ ଦୁହିଁଙ୍କର ଏକାଠି ଫୋଟ ଭିଡିଓ ସୋସିଆଲ ବେଶ ଭାଇରାଲ ହେଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଦୁହେଁ ପରସ୍ପର ଠାରୁ ଅଲଗା ହେଇ ସାରିଛନ୍ତି। ଏବେ ସୋସିଆଲ ମିଡିଆରେ ଏହି ଖବରଟି ବେଶ ଭାଇରାଲ ହେବାରେ ଲାଗିଛି।

Advertisement