Jan 31, 2024, 08:41 IST

ସାନିଆ ଙ୍କୁ ଛାଡ଼ିବା ପରେ ଲକ୍ଷ୍ମୀ ଛଡା ହେଇଗଲେ ସୋଏବ, ମୋ ଭାଗ୍ୟ ଖରାପ୍... ସେ କେତେ ଭଲ ଥିଲା...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସାନିଆ ମିର୍ଜା ଙ୍କୁ ଛାଡପତ୍ର ଦେବା ପରେ ଲକ୍ଷ୍ମୀ ଛଡା ହୋଇଗଲେ ଶୋଏବ ମଲ୍ଲିକ। ସାନିଆ ଙ୍କୁ ଧୋକା ଦେଇ ଶୋଏବ ଙ୍କୁ ଏବେ ଶନି ଦଶା ପଡ଼ି ଯାଇଛି। ଏବେ ସେ ଲୋକ ହସା ହୋଇ ରହି ଯାଇଛନ୍ତି।
Special report
ଗୋଟେ ଓଭର ରେ ତିନୋଟି ନୋ ବଲ୍ ପକାଇ ପାକିସ୍ଥାନ କୁ ଲଜ୍ଜ୍ୟା ଦେଲେ। ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଦଳରୁ ଧକ୍କା ଦେଇ ବିଦା କଲା ବିପିଏଲ୍ ଟିମ୍। ଭାରତର ଝିଅ ସାନିଆ ମିର୍ଜା ଙ୍କୁ ଛାଡପତ୍ର ଦେବା ପରେ,
ଲକ୍ଷ୍ମୀ ଛଡା ହୋଇଗଲେ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ। କୁହାଯାଏ କି ପ୍ରତି ସଫଳ ପୁରୁଷ ପଛରେ ଏକ ନାରୀର ହିଁ ହାତ ରହିଥାଏ। ତାଙ୍କ ପଛରେ ଯେଉଁ ଲକ୍ଷ୍ମୀ ଙ୍କ ହାତ ଥିଲା ତାହା ଥିଲା ସାନିଆ ମିର୍ଜା ଙ୍କର ଆଉ ଏହା ଜାଣି ପାରିଲେ ନାହିଁ ଶୋଏବ ମଲ୍ଲିକ।
ଶୋଏବ ମଲ୍ଲିକ ଏବେ ଖୁବ ବଡ଼ ଭୁଲ୍ କରି ବସିଛନ୍ତି। ନିଜ ଗୋଡ଼ରେ ହିଁ ସେ ଏହି ଭୁଲ ଦ୍ବାରା ନିଜେ ହିଁ କୁରାଢି ମାରି ଦେଇଛନ୍ତି। ସୋନିଆ ଙ୍କ ପରି ସ୍ତ୍ରୀ କୁ ଛାଡିଛନ୍ତି।
Special report
ଆଉ ଏବେ ତାଙ୍କ ଉପରେ ମଧ୍ୟ ଶନି ଦଶା ପଡି ଯାଇଛି। ସାନିଆ ମିର୍ଜା ତାଙ୍କ ପାଇଁ କେତେ ଲକି ଥିଲେ ତାହା ତାଙ୍କର ଛାଡ଼ପତ୍ର ଦିନ ହିଁ ଜଣା ପଡି ଯାଇଥିଲା। ସେହି ଦିନ ହିଁ ଗୋଟେ ଓଭର ରେ ତିନୋଟି ନୋ ବଲ ପକାଇ ପାକିସ୍ଥାନ କୁ ଲଜ୍ଜ୍ୟା ଦେଲେ ଶୋଏବ ମଲ୍ଲିକ।
ଆଉ ଏବେ ତାଙ୍କର ନିଜ ଟିମ ହିଁ ତାଙ୍କୁ ଦଳରୁ ବାହାର କରି ଦେଇଛି। ସାନିଆ ଙ୍କୁ ଧୋକା ଦେବା ପରେ ଏବେ ଶୋଏବ ଙ୍କ ଖରାପ୍ ଦିନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
ତାଙ୍କ ଉପରେ ବାଂଲାଦେଶ ପ୍ରୀମୀୟର ଲିଗ୍ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ହୋଇଛି। ଯାହା ଫଳରେ କି ବାଂଲାଦେଶ ପ୍ରୀମୀୟର ଲିଗ୍ ରେ ତାଙ୍କର ଚୁକ୍ତି କୁ ବାତିଲ କରାଯାଇଅଛି। ଫଳରେ ତାଙ୍କର କ୍ୟାରିୟର ସବୁଦିନ ପାଇଁ ବରବାଦ ହେବାକୁ ଯାଉଛି।
ଏହାପରେ ଶୋଏବ ମଲ୍ଲିକ ଗୋଟେ ଓଭର ରେ ତିନୋଟି ନୋ ବଲ ପକାଇ ଥିଲେ। ଏହାକୁ ନେଇ ଏବେ ଲୋକ କହିଛନ୍ତି କି ତାଙ୍କର ଖରାପ ସମୟ ଆରମ୍ଭ ହୋଇ ଯାଇଛି ବୋଲି।

Advertisement