ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ମହିଳା ମାନେ କିଭଳି କାଣ୍ଡ ଘଟାଉ ଅଛନ୍ତି ଆପଣ ମାନେ ସମସ୍ତେ ଜାଣି ଥିବେ।ସୋସିଆଲ ମିଡିଆରେ ସାମାନ୍ୟ ଟିକେ ଭାଇରାଲ ହେବା ପାଇଁ ସେମାନେ ନିଜ ଇଜ୍ଜତ ମହତ ସବୁ ଭୁଲି ଯାଉଛନ୍ତି।

ଆଜି ଆମେ ସେଭଳି ମହିଳାଙ୍କ ବିଷୟ ରେ କହିବାକୁ ଯାଉଛୁ।ଜଣେ ବ୍ୟକ୍ତି ଏ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି।ତାଙ୍କ କହିବା ଅନୁଯାୟୀ ଆଜିର ମହିଳା ମାନେ ସେଭଳି ଆଉ ନାହାନ୍ତି।ନିଜର ମାନ ସମ୍ମାନ କଥା ଭୁଲି ଯାଉଛନ୍ତି।
ସାମାନ୍ୟ ଟିକେ ଲାଇକ ପାଇବା ପାଇଁ ମହିଳା ମାନେ ନିଜ ଅଙ୍ଗ ପ୍ରଦର୍ଶନ କରୁଛନ୍ତି।ସେହିଭଳି ମହିଳା ମାନଙ୍କ ପାଇଁ ଆଜି ସମାଜ ରେ ଏତେ ସବୁ ଖରାପ କାମ କରା ଯାଉଛି।ନିକଟରେ ଜଣେ ମହିଳା ଲାଇକ ପାଇବା ପାଇଁ କହିଥିଲେ କି ସାୟା ତଳର ବାୟା ବସା ର ଖେଳ ବୋଲି କହି ଥିଲେ।
ଏହାକୁ ମଧ୍ୟ ଅନେକ ଲୋକ ଦେଖିଥିଲେ।ଏଭଳି ଭିଡିଓ କୁ ଲୋକ ମାନେ ଦେଖୁଛନ୍ତି ବୋଲି ସେହି ଅସଭ୍ୟ ଅଶିକ୍ଷିତ ମାନେ ଏହାକୁ ତିଆରି କରୁଛନ୍ତି।ଏଥିରେ ମହିଳା ମାନଙ୍କ କିଛି ବି ଭୁଲ ନାହିଁ।ଏହା କେବଳ ଆମ ଲୋକ ଙ୍କ ଭୁଲ ରହିଛି।ସେମାନେ ରାତି ରେ ସମସ୍ତଙ୍କ ଠାରୁ ଲୁଚି ଏଭଳି ଭିଡିଓ ଦେଖୁଛନ୍ତି।

ଏହି ଭିଡିଓ କରୁଥିବା ମହିଳା ମାନଙ୍କୁ ଟିକେ ହେଲେ ଲାଜ ସରମ ନାହି।ଏହାକୁ କରିବା ପାଇଁ ମଧ୍ୟ ମହିଳା ମାନଙ୍କ ପାଖରେ ସେତିକି ସାହାସ ଥିବା ଦରକାର।ଏହି ମହିଳା ମାନେ ସେଭଳି ସାହାସ କରି ଏଭଳି ଭିଡିଓ କରୁଛନ୍ତି।
ସେମାନେ ନିଜ ସମ୍ମାନ କଥା ଭୁଲି ଯାଉଛନ୍ତି।ଲୋକ ମାନେ ଏହାକୁ ଦେଖି ବହୁତ ଖରାପ ଖରାପ କମେଣ୍ଟ ଦେଉଛନ୍ତି।ବର୍ତ୍ତମାନ ସମୟ ରେ ଏହା ଗୋଟିଏ ସବୁ ଦିନିଆ କଥା ହୋଇ ଯାଇଚି।ଯିଏ ଯେତେ ଅଶ୍ଳୀଳ ଭିଡିଓ କରି ପାରିଲା ସେ ସେତେ ଭାଇରାଲ ହେଲା।
ଏହା ହିଁ ସେହି ମହିଳା ମାନଙ୍କ ପାଇଁ ଯଥେଷ୍ଟ।ତେଣୁ ସେମାନେ ଏଭଳି ଭିଡିଓ କରୁଛନ୍ତି।ଏଥିରେ ସେମାନେ ଏଭଳି କିଛି କରୁଛନ୍ତି ଯାହାକି ଆପଣ ମାନେ ସମସ୍ତଙ୍କ ପାଖରେ ବସି ଦେଖି ପାରିବେ ନାହିଁ।ବର୍ତ୍ତମାନ ସମୟ ରେ ଆଉ ରାମ ରାଜ୍ୟ ର ପରିକଳ୍ପନା କରିବା ବୃଥା।ଏହା ହେଉଚି କଳିଯୁଗ।ଏହି ଯୁଗ ରେ ଏସବୁ ହେବ ବୋଲି ମାଳିକା ରେ ଲେଖା ହୋଇଛି।