Jan 9, 2024, 13:25 IST

ସୁଟିଂ ସେଟ୍ ରେ ରଶ୍ମିକା ଙ୍କୁ ଲିପ୍ କିସ୍ କଲେ ରଣବୀର, ଆଉ ଡର ରେ ରଶ୍ମିକା କହିଲେ ମୋ ଦେହରେ ରୋଗ ଡେଇଁବନି ତ!

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ରଣବୀର କପୁର ଙ୍କୁ ଭଲ ଭାବେ ଜାଣି ଥିବେ।ସେ ବଲିଉଡ ରେ ଜଣେ ଆଗ ଧାଡ଼ି ର ଅଭିନେତା।ଆଗରୁ ଅନେକ ଫିଲ୍ମ ସେ ନିଜ ପ୍ରଶଂସକ ମାନଙ୍କୁ ଭେଟି ଦେଇଛନ୍ତି।ତେବେ ଏବେ ପୁଣି ଥରେ ତାଙ୍କ ନାମ କୁ ନେଇ ଚର୍ଚ୍ଚା କରା ଯାଉଚି।
Special Report
ରଶ୍ମିକା ମଦନ ଙ୍କୁ ଚୁମା ଦେଇ ଏବେ ଚର୍ଚ୍ଚା ରେ ଅଛନ୍ତି ଏହି ଅଭିନେତା ଜଣକ।ନିକଟ ରେ ଏଭଳି ଏକ ଭିଡିଓ ଦେଖିବାକୁ ମିଳି ଥିଲା ସୋସିଆଲ ମିଡ଼ିଆ ରେ।ଯେଉଁଥିରେ ରଣବୀର କପୁର ନିଜ ପରିବାର ସାମ୍ନା ରେ ରଶ୍ମିକା ଙ୍କୁ ଚୁମ୍ବନ ଦେଇ ଥିଲେ।ଯାହାକୁ ଦେଖି ତାଙ୍କ ପ୍ରଶଂସକ ମାନେ କହିଥିଲେ କି ଆଜି ରଣବୀର କପୁର ଆଉ ଘରେ ପଶି ପାରିବେ ନାହି।
ଏହି କଥା କୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ନିକଟ ରେ ରଣବୀର କପୁର ଓ ରଶ୍ମୀକା ମଦନ ଙ୍କ ର ଏକ ଫିଲ୍ମ ଆସି ଥିଲା ।ଯାହାର ନାମ ଥିଲା ଆନିମାଲ୍।ଯାହାକୁ ଲୋକ ମାନେ ଖୁବ୍ ଭଲ ପାଇବା ଦେଇଛନ୍ତି।୨୦୨୩ ମସିହା ର ସବୁଠାରୁ ବଡ ବ୍ଲକ ବ୍ଲାଷ୍ଟର ଫିଲ୍ମ।
ଏହି ଫିଲ୍ମ ର ଅପାର ସଫଳତା ପରେ ନିର୍ଦ୍ଦେଶକ ସନ୍ଦୀପ ଏକ ବଡ ପାର୍ଟି ର ଆୟୋଜନ କରିଥିଲେ।ଏଥିରେ ରଣବୀର କପୁର ଓ ତାଙ୍କ ପରିବାର ସଦସ୍ୟ ମାନେ ଯୋଗ ଦେଇଥିଲେ।ଏହା ଛଡ଼ା ବଲିଉଡ ର ଅନ୍ୟାନ୍ୟ ବିଶିଷ୍ଟ ଲୋକ ମାନେ ଏଥିରେ ଯୋଗ ଦେଇଥିଲେ।
Special Report
ଖୁବ୍ ଧୁମ୍ ଧାମରେ ଏହି ପାର୍ଟି କୁ ପାଳନ କରିଥିଲେ ବଲିଉଡ ର ଅନ୍ୟ ଷ୍ଟାର ମାନେ।ଏଥିରେ ରଶ୍ମିକା ବହୁତ ବିଳମ୍ବ ରେ ଆସିଲେ।ଏହାର କାରଣ ହେଉଛି ତାଙ୍କର ଆଗକୁ ପୁଷ୍ପା ୨ ଫିଲ୍ମ ଆସିବାକୁ ଯାଉଛି।ଯାହାକୁ ନେଇ ଏବେ ଠାରୁ ଖୁବ୍ ଚର୍ଚ୍ଚା କରା ଯାଉଛି।
ଯେତେବେଳେ ରଶ୍ମିକା ଏହି ପାର୍ଟି ରେ ଆସି ପହଂଚି ଥିଲେ ସେଠାରେ ସଙ୍ଗେ ସଙ୍ଗେ ତାଙ୍କ ନିକଟ କୁ ଯାଇ ଥିଲେ ରଣବୀର କପୁର।ସେ ତାଙ୍କ ଗାଲ ରେ ଏକ ଚୁମ୍ବନ ଦେଇଥିଲେ।ଏବେ ସେହି ଚୁମ୍ବନ କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।କିଛି ପ୍ରଶଂସକ ମାନେ ଏହାକୁ ନିନ୍ଦା କରିଛନ୍ତି।
ଏବେ ଆନିମଲ୍ ଫିଲ୍ମ କୁ ନେଇ ଖୁବ୍ ଚର୍ଚ୍ଚା କରା ଯାଉଛି।ରଣବୀର କପୁର ଓ ରଶ୍ମିକା ମଦନ ଙ୍କ ଛଡା ବବି ଦେୱାଲ,ବିବେକ ଓବରଏ ଓ ଅନିଲ କପୁର ମଧ୍ୟ ରହିଛନ୍ତି।ଏହି ଫିଲ୍ମ କୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି।ତେବେ ଆଗକୁ ଦେଖିବାକୁ ବାକି ରହିଲା ରଣବୀର କପୁର ଙ୍କ ଆଉ କି କି ଫିଲ୍ମ ଆସୁ ଅଛି।

Advertisement