Feb 15, 2024, 10:10 IST

ସୁଟିଂ ରେ ବବି ଦେୱାଲ ଙ୍କୁ ମଉସା ଡାକିବାରୁ ହେଲା ହଙ୍ଗାମା, ମାରିକି ଦାନ୍ତ ଭାଙ୍ଗି ଦେବାକୁ ଦେଲେ ଖୋଲା ଖୋଲି ଧମକ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଦେଓଲ ପରିବାର ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ତାଙ୍କ ପରିବାର କୁ ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ବହୁତ ଭଲ ପରିବାର ବୋଲି କୁହାଯାଏ।
ଏହି ପରିବାର ର ପ୍ରାୟତଃ ସଦସ୍ୟ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଅନେକ ଦିନ ଧରି କାମ କରି ଆସିଛନ୍ତି। ହେଲେ କୁହାଯାଉଛି କି ଏହି ପରିବାର ଉପରେ ବର୍ତ୍ତମାନ ସମୟରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି।
Special report
ଏଭଳି କିଛି ଘଟଣା ଘଟି ଯାଇଛି ଯାହାକୁ ନେଇ ପରିବାର ଲୋକ ମାନେ ଖୁବ୍ ଦୁଃଖୀ ଥିବା କଥା କୁହା ଯାଇଛି।କୁହା ଯାଉଛି କି ସନ୍ନି ଦେଓଲଙ୍କ ମାଙ୍କର ଅବସ୍ଥା ବହୁତ ଖରାପ ହୋଇଯାଇଛି,
ଯେଉଁଥିପାଇଁ ବର୍ତ୍ତମାନ ସମସ୍ତେ ତାଙ୍କ ଅବସ୍ଥା ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି | ଏଥିପାଇଁ ସନ୍ନି ଦେଓଲ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଆପଣ ମାନେ ଜାଣିଥିବେ କି ଧର୍ମେନ୍ଦ୍ର ଦୁଇଥର ବିବାହ କରିଛନ୍ତି।
ଆଜି ମଧ୍ୟ ତାଙ୍କର ବିବାହ ସମ୍ପର୍କ ଖୁବ ଆଲୋଚନା କରାଯାଇ ଥାଏ।ତାଙ୍କର ପ୍ରଥମ ପତ୍ନୀଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇ ଯାଇଛି।ସନ୍ନି ଦେଓଲ ତାଙ୍କ ମାତା ଙ୍କୁ ଖୁବ ଭଲ ପାଆନ୍ତି। ସେଥିପାଇଁ ସେ ପ୍ରାୟତଃ ସମୟରେ ତାଙ୍କ ମାଆ ଙ୍କ ସହ ହିଁ ଦେଖା ଯାଆନ୍ତି।
ଆଉ ସେ ତାଙ୍କର ମାଆ ଙ୍କ ଅତି ନିକଟତର ମଧ୍ୟ ଅଟନ୍ତି। ହେଲେ ବର୍ତ୍ତମାନ୍ ତାଙ୍କର ଅବସ୍ଥା ଏତେ ଖରାପ୍ ହୋଇ ଯାଇଛି ଯାହାକୁ ନେଇ ଏବେ ସମସ୍ତେ ଚିନ୍ତିତ ହୋଇ ପଡିଛନ୍ତି।
Special report
ସେ ଏବେ ଖୁବ ବୃଦ୍ଧ ହୋଇ ଯାଇଛନ୍ତି। ସେଥିପାଇଁ ଖୁବ୍ ଅସୁସ୍ଥ ହୋଇ ପଡନ୍ତି। ଆଉ ସନ୍ନି ଦେଓଲ ନିଜ ମାଆ ଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଖୁବ ଚିନ୍ତିତ ରହିଛନ୍ତି। ବର୍ତ୍ତମାନ୍ ସୋସିଆଲ ମିଡ଼ିଆ ତାଙ୍କ ସମ୍ପର୍କରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି।
ଲୋକମାନେ ତାଙ୍କୁ ଭିନ୍ନ ଭିନ୍ନ କଥା କହି ଶାନ୍ତ୍ବନା ମଧ୍ୟ ପ୍ରଦାନ କରିଛନ୍ତି। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement