Dec 3, 2023, 07:10 IST

ଶିକ୍ଷୟତ୍ରୀ ଝିଅ ଯେତେବେଳେ ଦେଖିଲା ତା ପାଇ ଗୋଟେ ମଦୁଆ ପ୍ରସ୍ତାବ ନେଇ ଆସିଚି, ସିଧା ମନା କଲା.. ହେଲେ ପ୍ରତିଶୋଧ ପ୍ରରାୟଣ ହୋଇ ଯୁବକ ଝିଅ କୁ କଲା ଅପହରଣ

Special Report

ନମସ୍କାର ପାଠକ ବନ୍ଧୁ।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଜଣେ ଶିକ୍ଷୟିତ୍ରୀ ଙ୍କୁ କରା ଯାଇଛି ଅପହରଣ।ଆମ ସମାଜ ରେ ଶିକ୍ଷକ ଙ୍କ ସ୍ଥାନ ବହୁ ଉଚ୍ଚ ରେ।ତାଙ୍କୁ ସବୁବେଳେ ସମ୍ମାନ କରା ଯାଇଥାଏ।ହେଲେ ବର୍ତ୍ତମାନ ସମୟ ରେ ତାଙ୍କ ଉପରେ ହେଉଚି ଆକ୍ରମଣ।
Special Report
ଜଣେ ମହିଳା ଙ୍କୁ ରାସ୍ତା ରୁ ଅପହରଣ କରି ନିଆ ଯାଇଛି।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି ବୋଲି ସୂଚନା ରହିଛି।ଯେ କେହି ବି ଏହି କଥା କୁ ଶୁଣିଛି ସେ ଆଶ୍ଚର୍ଯ୍ୟ ହୋଇ ଯାଇଛି।
ସୂଚନା ଅନୁସାରେ ଜଣେ ଶିକ୍ଷୟିତ୍ରୀ ଙ୍କୁ ତାଙ୍କ ସମ୍ପର୍କୀୟ ମାନେ ବିଚ୍ ରାସ୍ତା ରୁ ଉଠାଇ ନେଇଛନ୍ତି।ବିବାହ କରିବାକୁ ମନା କରିବାରୁ ସେହି ଯୁବତୀ ଙ୍କୁ ରାସ୍ତା ମଝିରୁ ଉଠାଇ ନେଇଛନ୍ତି।ଯୁବତୀ ଜଣକ ଏକ ବିଦ୍ୟାଳୟ ରେ ଚାକିରି କରିଥିଲେ।
Special Report
ରାମୁ ନାମକ ଜଣେ ବ୍ୟକ୍ତି ତାଙ୍କର ସମ୍ପର୍କୀୟ ଅଟନ୍ତି।ମହିଳା ଜଣକ ବିଦ୍ୟାଳୟ କୁ ଚାଲି କରି ଯାଉଥିଲେ।ହଟାତ ଏକ ଇନୋଭା ଗାଡ଼ି ତାଙ୍କ ସାମନା ରେ ଆସି ଠିଆ ହୋଇ ଥିଲା।
ତାଙ୍କ ସହିତ ମହିଳା ଜଣକ ବହୁତ ସମୟ ଧରି କଥା ହୋଇ ଥିଲେ।ଏହା ପରେ ରାମୁ ଓ ତାର ସାଙ୍ଗ ମାନେ ମହିଳା ଙ୍କୁ ଜୋର୍ ଜବରଦସ୍ତି ଇନୋଭା ଭିତରକୁ ଟାଣି ନେଇ ଥିଲେ।
ଏହା ପରେ ତାଙ୍କୁ ସେମାନେ କେଉଁ ଆଡ଼େ ନେଇ ଯାଇଥିଲେ।ଏସବୁ ଘଟଣା ସିସି ଟିଭି କ୍ୟାମେରା ରୁ ଜଣା ପଡ଼ି ଥିଲା।ରାମୁ ମହିଳା ଙ୍କ ଘର କୁ ବିବାହ ର ପ୍ରସ୍ତାବ ନେଇ ଯାଇଥିଲେ।କିନ୍ତୁ ଏଥିରେ ମହିଳା ଙ୍କ ବାପା ମା ରାଜି ହୋଇ ନ ଥିଲେ।
ଏହା ପରେ ରାମୁ ବହୁତ ରାଗୀ ଯାଇ ଥିଲା।ତା ସାଙ୍ଗ ମାନଙ୍କୁ ନେଇ ସେ ଶିକ୍ଷୟିତ୍ରୀ ଙ୍କୁ ଅପହରଣ କରି ନେଇ ଥିଲା।ଏ ବିଷୟ ରେ ମହିଳା ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଥିଲେ।ରାମୁ ଓ ତାର ସାଙ୍ଗ ମାନଙ୍କୁ ପୋଲିସ ଏବେ ଖୋଜୁଛି ଖୁବ୍ ଶୀଘ୍ର ସେମାନେ ଧରା ପଡ଼ିବେ ବୋଲି କୁହା ଯାଉଛି।

Advertisement