Updated: Apr 2, 2024, 13:42 IST

ସବୁ ଦିନ ପାଇଁ ନିରବି ଗଲା ଶାନ୍ତି ଅପା ଙ୍କ ସୁମଧୁର ସ୍ବର.. ସମସ୍ତଙ୍କୁ ଛାଡ଼ି ଆର ପାରି ରେ ଶାନ୍ତିଲତା..

Gg

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣମାନେ ବହୁତ ଦୁଃଖ ପ୍ରକାଶ କରିବେ।ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ବିଶିଷ୍ଟ ଓଡ଼ିଆ ଭଜନ କଣ୍ଠ ଶିଳ୍ପୀ ଶାନ୍ତି ଲତା ବାରିକ।
ଶାନ୍ତି ଲତା ବାରିକ ଛୋଟରାୟ ଙ୍କ ର ପରଲୋକ ରେ ଓଡ଼ିଆ ସଙ୍ଗୀତ ଜଗତ ରେ ଦୁଃଖ ର ଛାୟା ଖେଳି ଯାଇଛି।ଭୁବନେଶ୍ୱର ର ଘରୋଇ ହସ୍ପିଟାଲ ରେ ତାଙ୍କର ଦେ-ହା-ନ୍ତ ହୋଇଥିବା ନେଇ ତାଙ୍କ ସ୍ଵାମୀ ସୂଚନା ଦେଇଛନ୍ତି।
Jh
ଦୀର୍ଘ ଦିନ ହେବ ଅସୁସ୍ଥତା କାରଣରୁ ସେ ଘରୋଇ ମେଡିକାଲ ରେ ଚିକିତ୍ସିତ ହେଉଥିଲେ।ତେବେ ଆସନ୍ତା କାଲି ପୁରୀ ରେ ତାଙ୍କର ଶେଷ କୃତ୍ୟ ହେବ ବୋଲି ମଧ୍ୟ ତାଙ୍କ ସ୍ଵାମୀ କହିଛନ୍ତି।ଏହା ପୂର୍ବରୁ ଶାନ୍ତି ଲତା ବାରିକ ଛୋଟରାୟ ଙ୍କ ର ପରଲୋକ ହୋଇଥିବା ନେଇ ଗୁଜବ ମଧ୍ୟ ପ୍ରଚାରିତ ହୋଇଥିଲା।
ଆଉ ଏହାପରେ ତାଙ୍କ ସ୍ଵାମୀ ଏନେଇ ସ୍ପଷ୍ଟିକରଣ ରଖିଥିଲେ।ହେଲେ ଏଥର କିନ୍ତୁ ଶାନ୍ତି ଲତା ବାରିକ ଛୋଟରାୟ ସବୁଦିନ ପାଇଁ ସତରେ ତାଙ୍କର ଅଗଣିତ ଭଜନ ସ୍ରୋତ ଙ୍କୁ ଛାଡି ଆରପାରି କୁ ଚାଲି ଯାଇଛନ୍ତି।
ତାଙ୍କର ମଧୁର କଣ୍ଠ ଏବଂ ତାଙ୍କର ଭାବର ପ୍ରୀତି ରେ ଅନେକ ପରମାତ୍ମା ଙ୍କ ସେହି ସିନ୍ଧୁ ରେ ଭରି ରୁହନ୍ତି।ଆଉ ଶାନ୍ତି ଲତା ଯେତେବେଳେ ଗୀତ ଗାଇଥାନ୍ତି ସେତେବେଳେ ଭକ୍ତ ଙ୍କ ମନରେ ଏକ ଦିବ୍ୟ ଚେତନା ଖେଳିଯାଏ।
Ko
ତେବେ ଆଜି ଶାନ୍ତି ଲତା ଙ୍କ ପରଲୋକ ରେ ସତରେ ଆଜି ଓଡ଼ିଆ ସଙ୍ଗୀତ ଜଗତ ଦୁଃଖ ପ୍ରକାଶ କରିଛନ୍ତି।ଆପଣମାନେ ଶାନ୍ତି ଲତା ବାରିକ ଛୋଟରାୟ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।
ସେ ଅନେକ ଓଡ଼ିଆ ସଙ୍ଗୀତ ଏବଂ ଭଜନ ଗାଇଛନ୍ତି।ଦର୍ଶକ ମାନେ ଶାନ୍ତି ଲତା ବାରିକ ଛୋଟରାୟ ଙ୍କ ଗୀତ ଶୁଣି ମୁଗ୍ଧ ହୋଇ ଯାଇଥାନ୍ତି।
ବର୍ତମାନ ଏହି ଖବରଟି ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement