Jan 9, 2024, 13:19 IST

ହେ ଭଗବାନ ସତରେ କଣ ମୃତ୍ୟୁ ଏମିତି ଆସେ କି??? ଶବ ଦେଖିବାକୁ ଯାଇଥିଲେ ହେଲେ ନିଜେ ଶବ ହେଇଗଲେ...

Special Report

ନମସ୍କାର ପାଠକ ବନ୍ଧୁ।ଶବ ଦେଖିବାକୁ ଯାଇ ଶବ ହୋଇ ଫେରିଲେ ମହିଳା।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ହୃଦ ଘାତ ରୋଗ ରେ ମହିଳା ଜଣକ ଅନେକ ଦିନ ରୁ ପୀଡ଼ିତ ଥିଲେ।ଏଥିପାଇଁ ସେ ଅନେକ ପ୍ରକାର ମେଡ଼ିସିନ୍ ମଧ୍ୟ ଖାଉ ଥିଲେ।
Special Report
ହେଲେ ତାଙ୍କ ପଡୋଶୀ ଙ୍କ ଶବ ଦେଖିବାକୁ ଶେଷ ରେ ନିଜେ ଶବ ହୋଇ ଘର କୁ ଫେରିଛନ୍ତି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୀଳଗିରି ଥାନା ଅଧୀନ ରେ ଥିବା କଦମ୍ବପୁର ଗାଁ ରେ।ସେଠାରେ ଜଣେ ମହିଳାଙ୍କ ଙ୍କ ଏଭଳି ମୃ-ତ୍ୟୁ ହୋଇଛି ଯାହାକୁ ଆପଣ ମାନେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହେବେ।
ଆଜି ଆମେ ସେଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେହି ଅଞ୍ଚଳ ର ଶୁଭା ସିନୀ ନାୟକ ନାମକ ଜଣେ ମହିଳା ତାଙ୍କ ପଡୋଶୀ ଙ୍କୁ ଦେଖିବାକୁ ଯାଇଥିଲେ।ସେ ତାଙ୍କ ପଡୋଶୀ ଙ୍କୁ ଖୁବ୍ ଭଲ ପାଆନ୍ତି।ତାଙ୍କ ସମ୍ପର୍କ ଭଲ ଥିଲା ତାଙ୍କ ପଡୋଶୀ ଙ୍କ ସହିତ।
ହେଲେ ହଟାତ ତାଙ୍କ ପଡୋଶୀ ଙ୍କ ଦେହ ବହୁତ ଖରାପ ହୋଇ ଯାଇଥିଲେ।ତାଙ୍କୁ ସେମାନେ ନେଇ ନୀଳଗିରି ମେଡିକାଲ ରେ ଭର୍ତି କରି ଥିଲେ।ହେଲେ ତାଙ୍କ ପଡୋଶୀ ଙ୍କ ଦେହ ବହୁତ ଖରାପ ହୋଇ ଯାଇଥିଲା।ସେଥିପାଇଁ ଶୁଭା ଶିନୀ ତାଙ୍କୁ ଦେଖିବା ପାଇଁ ଯାଇ ଥିଲେ।
Sp
ହେଲେ କିଏ ଜାଣି ଥିଲା ଶୁଭାଶିନି ଙ୍କ ସହିତ ଏଭଳି କିଛି ଘଟଣା ଦେଖିବାକୁ ମିଳିବ।ସବୁଦିନ ପାଇଁ ସେ ମଧ୍ୟ ସମସ୍ତଙ୍କୁ ଛାଡି ଚାଲି ଯିବେ ବୋଲି ଏ କଥା କୁ କେହି ବିଶ୍ଵାସ କରି ପାରୁ ନାହାନ୍ତି।ସୂଚନା ଅନୁସାରେ ଶୁଭାଶିନି ଯେତେବେଳେ ତାଙ୍କ ପଡୋଶୀ ଙ୍କ ପରିବାର ଲୋକ ଙ୍କୁ କାନ୍ଦିବାର ଦେଖିଲେ
ସେ ସହି ପାରି ନ ଥିଲେ।ଶେଷ ରେ ନିଜେ ତାଙ୍କୁ ବୁଝାଇବା ପରିବର୍ତ୍ତେ ଜୋର୍ ରେ କାନ୍ଦି ଉଠିଲେ।ତାଙ୍କୁ ଆଉ ଶାନ୍ତ କରିବା ସମ୍ଭବ ହୋଇ ପାରି ନ ଥିଲା।ଶେଷ ରେ ଶୁଭାଶିନି ସେହି ମେଡିକାଲ ଭିତରେ ଟଳୀ ପଡ଼ି ଥିଲେ।
ନିକଟରେ ଥିବା ଡାକ୍ତର ମାନେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ହେଲେ ସମ୍ଭବ ହୋଇ ପାରି ନ ଥିଲା।ସଙ୍ଗେ ସଙ୍ଗେ ତାଙ୍କୁ ବଡ ମେଡିକାଲ୍ କୁ ସ୍ଥାନାନ୍ତରଣ କରା ଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ।
ଯାହାକୁ ଶୁଣି ଏବେ ତାଙ୍କ ପରିବାର ରେ ଶୋକ ର ଛାୟା ଖେଳି ଯାଇଛି।ଗୋଟିଏ ଶବ କୁ ଦେଖିବାକୁ ଯାଇ ତାଙ୍କର ଏଭଳି ହେବ ବୋଲି ସେ କେବେ ବି ଭାବି ନ ଥିବେ।ହୃଦ୍ ଘାତ ରେ ତାଙ୍କ ମୃ-ତ୍ୟୁ ହୋଇଛି ବୋଲି ଡାକ୍ତର ମାନେ କହିଛନ୍ତି।

Advertisement