ନମସ୍କାର ପାଠକ ବନ୍ଧୁ।ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ସାତ ଜନ୍ମ ର ହୋଇ ଥାଏ।ସ୍ଵାମୀ ଟି ଏ ନିଜ ସ୍ତ୍ରୀ କୁ ପାଠ ପଢ଼ାଇବା ପାଇଁ ନିଜର ସବୁ କିଛି ଦାନ କରି ଦେଇ ଥାଏ।ହେଲେ ଶେଷ ରେ ସ୍ତ୍ରୀ ଅନ୍ୟ ପୁରୁଷ ଙ୍କ ପ୍ରେମ ରେ ପଡ଼ି ତାଙ୍କ ସହିତ ଚାଲି ଯାଉଛନ୍ତି।

ଏମିତି ଏକ ଘଟଣା କିଛି ଦିନ ପୂର୍ବେ ଜ୍ୟୋତି ମୋର୍ଯ୍ୟା ଓ ତାଙ୍କ ସ୍ଵାମୀ ଆଲୋକ ମୋର୍ଯ୍ୟଙ୍କ କ୍ଷେତ୍ର ରେ ଦେଖା ଯାଇଥିଲା।ଆଲୋକ ନିଜ ସ୍ତ୍ରୀ ଜ୍ୟୋତି ଙ୍କ ପାଇଁ ସବୁ କିଛି ବନ୍ଧା ପକାଇ ଦେଇଥିଲେ।ହେଲେ ଶେଷ ରେ ଜ୍ୟୋତି ଚାକିରି କଲା ପରେ ଅନ୍ୟ ଜଣକ ପ୍ରେମ ରେ ପଡ଼ି ତାଙ୍କ ସହିତ ଚାଲି ଗଲେ।
ଆଜି ଆମେ ସେହିଭଳି ଏକ ଘଟଣା ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଜଣେ ଡେଲିଭରି ବଏ ଗତ କିଛି ବର୍ଷ ତଳେ ବିବାହ କରିଥିଲେ।ବିବାହ ପରେ ସେ ଦେଖିବାକୁ ପାଇଥିଲେ କି ତାଙ୍କ ପତ୍ନୀ ଙ୍କ ର ପାଠ ପଢିବା ପାଇଁ ବହୁତ ଆଗ୍ରହ ରହିଛି।ସେଥିପାଇଁ ସେ ବ୍ୟାଙ୍କ ରୁ ଅଢେଇ ଲକ୍ଷ ଟଙ୍କା ଧାର କରିଥିଲେ।

ଏହା ପରେ ନିଜ ପତ୍ନୀ ଙ୍କୁ ସେ ଏକ ନର୍ସିଂ କଲେଜ୍ ରେ ପାଠ ପଢ଼ାଇ ଥିଲେ।ତାଙ୍କର ଆଶା ଥିଲା କି ତାଙ୍କ ପତ୍ନୀ ପାଠ ପଢ଼ି ଚାକିରୀ କଲେ ତାଙ୍କ ପରିବାର ର ସବୁ ଦୁଃଖ କଷ୍ଟ ଦୂର ହେବ।ସେଥିପାଇଁ ସେ ନିଜକୁ ଯେତେ ଦୁଃଖ କଷ୍ଟ ହେଲେ ବି ତାଙ୍କୁ ପାଠ ପଢାଇଲେ।

ସେହି ବ୍ୟକ୍ତି ଜଣକ ନାମ ହେଉଚି ଟିଙ୍କୁ ଯାଦବ।ସେ ତାଙ୍କ ପତ୍ନୀ ଙ୍କୁ ବିବାହ ପରେ ପାଠ ପଢିବାକୁ ଇଚ୍ଛା କରିଥିଲେ।ସେଥିପାଇଁ ତାଙ୍କ ପତ୍ନୀ ନାମ କୁ ଏକ ନର୍ସିଂ କଲେଜ୍ ରେ ଲେଖାଇ ଥିଲେ।ସେଠାରେ ତାଙ୍କ ପତ୍ନୀ ଆଉ ଜଣକ ପ୍ରେମ ରେ ପଡ଼ି ଯାଇଥିଲେ।
ଏହା ଜାଣିଲା ପରେ ଟିଙ୍କୁ ଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।ସୋସିଆଲ ମିଡ଼ିଆ ରେ ତାଙ୍କ ପତ୍ନୀ ଫଟୋ ସେୟାର କରିବା ପରେ ଟିଙ୍କୁ ନିଜ ପତ୍ନୀ ର ବିବାହ ବିଷୟ ରେ ଜାଣିବାକୁ ପାଇଥିଲେ।
ଏବେ ଟିଙ୍କୁ ଏହି ଘଟଣା କୁ ନେଇ ପୋଲିସ ରେ ଅଭିଯୋଗ କରିଥିଲେ।ପୋଲିସ ଦୁଇ ପକ୍ଷ କୁ ଡକାଇ ଥାନା ରେ ଶୁଣାଣି କରିଥିଲେ।ଓ ଏହାର କଣ ସମାଧାନ କରା ଯାଇଛି ତାହା ଖୁବ୍ ଶୀଘ୍ର ଜଣା ପଡ଼ିବ ବୋଲି କୁହା ଯାଉଛି।