Jan 30, 2024, 16:37 IST

ଶେଷରେ ରାଣୀ ପଣ୍ଡାଙ୍କୁ କ୍ଷମା ମାଗିଲେ ଗୁରୁ ପୃଷ୍ଟି ଦେଖନ୍ତୁ ଭିଡିଓ ଜାରି କରି କଣ କହିଲେ ଗୁରୁ - Exclusive

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି।
Special report
ତେବେ ବନ୍ଧୁଗଣ ଯେତେବେଳେ କୌଣସି ଗରିବ ଲୋକ ଉପରେ ବିପଦ ପଡେ ସେତେବେଳେ ରାନୀ ପଣ୍ଡା ଯାଇ ପହଞ୍ଚି ଥାଆନ୍ତି। କିନ୍ତୁ ଲୋକ ମାନେ ରାଣୀ ପଣ୍ଡାକୁ ଆଜି ବି ବିବାଦୀୟ ଅଭିନେତ୍ରୀ ବୋଲି କୁହନ୍ତି। 
ବିବାଦରେ ରାଣୀ ପଣ୍ଡା ସବୁବେଳେ ଘେରୀ ରୁହନ୍ତି ବୋଲି ଲୋକେ ତାଙ୍କୁ ବିବାଦୀୟ ଅଭିନେତ୍ରୀ କୁହନ୍ତି। କିନ୍ତୁ ରାଣୀ ପଣ୍ଡା ଯେତେବେଳେ କୌଣସି ବ୍ୟକ୍ତି ଅସୁବିଧାରେ ପଡନ୍ତି ସେତେବେଳେ ଆଗ ଯାଇ ରାଣୀ ପଣ୍ଡା ପହଞ୍ଚଥାନ୍ତି।
Special report
ରାଣୀ ପଣ୍ଡାକୁ ସାରା ଓଡିଶା ପସନ୍ଦ କରେ। ଆପଣ ମାନେ ତୋ ଜାଣିଥିବେ ଯାତ୍ରାର ଗୋଟେ ବହୁତ ଖରାପ ସମୟ ଆସିଛି ଧଉଳୀ ଗଣନାଟ୍ୟକ ଘଟଣା ସମସ୍ତେ ଜାଣିଥିବେ। ତେବେ ବନ୍ଧୁଗଣ ବର୍ତ୍ତମାନ ଯାତ୍ରା କଳିରେ ଲାଗିଲା ପୂର୍ଣ୍ଣଛେଦ। 
ରାଣୀ ପଣ୍ଡା ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ନେଇ ସୋସିଆଲ ମିଡିଆରେ ରାଣୀ ପଣ୍ଡାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏବେ ସୋସିଆଲ ମିଡିଆରେ ଭିଡ଼ିଓ ଜାରି କରି ରାଣୀ ପଣ୍ଡାକୁ ଭୁଲ ମାଗିଲେ ଗୁରୁ ପୃଷ୍ଟି।
Special report
ତେବେ ବନ୍ଧୁଗଣ ଗୁରୁପୃଷ୍ଟିଙ୍କୁ କଷ୍ଟ ହେଇଥିଲା ବୋଲି ସୋସିଆଲ ମିଡିଆରେ ରାଣୀ ପଣ୍ଡାକୁ ଏପଟ ସେପଟ କଥା କହିଦେଇଥିଲେ। ଏକଥା ନିଜେ ଗୁରୁପୃଷ୍ଟି କହିଛନ୍ତି। ଯିଏ ନିଜ ପାଟିରେ କହିଥିଲେ ରାଣୀ ପଣ୍ଡା ଆପଣ ଜାଣିଛନ୍ତି କାହା ସହିତ କଥା ହେଉଛ, ଆପଣ ଜାଣିଛନ୍ତି କି କାହା ସହିତ ଲାଗୁଛ। 
Special report
ସେଇ ଗୁରୁପୃଷ୍ଟୀ ଆଜି କହୁଛନ୍ତି ରାଣୀ ଅପା ମୋର ଭୁଲ ହେଇଯାଇଛି। ହାସ୍ୟ ଅଭିନେତା ଗୁରୁପୃଷ୍ଟି କହିଛନ୍ତି ଯେ, ରାଣୀ ଅପା ସୋସିଆଲ ମିଡିଆରେ ମୋ ଭିଡିଓ ମାଧ୍ୟମରେ ଆପଣ ଦୁଃଖ ପାଇଛନ୍ତି ସେଥିପାଇଁ ମତେ କ୍ଷମା କରିଦେବେ।
ଆପଣଙ୍କୁ ମୋ କଥା ଯଦି କିଛି ଖରାପ ଲାଗିଛି ମୁଁ ଭୁଲ ମାଗୁଛି ବୋଲି ଗୁରୁ ପୃଷ୍ଟି କହିଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Advertisement