Dec 5, 2023, 22:44 IST

ଶେଷରେ ଜୀବନ ଯୁଦ୍ଧ ରେ ହାରିଗଲେ CID ର ଫ୍ରେଡି, ଭୀଷଣ ଭାବରେ ଆସିଥିଲା ହୃଦଘାତ୍, ହୋଇଥିଲା ରକ୍ତ ବାନ୍ତି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜୀବନ ଯାକ ର ଅଭିନୟ ମଧ୍ୟରେ ଶେଷରେ ଏବେ ଶେଷ ନିଦ୍ରାରେ ସିଆଇଡି ଇନ୍ସପେକ୍ଟର। ଆଉ ସିଆଇଡି ର ଇନ୍ସପେକଟର ଫ୍ରେଡିକ୍ସ।
Special Report
ସେ ସତାବନ ବର୍ଷ ବୟସରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଦିନେ ସେ ତାଙ୍କର ଅଭିନୟ ମାଧ୍ୟମରେ ଲୋକ ମାନଙ୍କୁ ହସାଉ ଥିଲେ। ଆଉ ଏବେ ସେ ସମସ୍ତଙ୍କୁ କନ୍ଦାଇ ଚାଲି ଯାଇଛନ୍ତି।୯୦ ଦଶକର ଏହି ଶୋ କୁ ଆଜିବି ଲୋକମାନେ ଖୁବ ଭଲ ପାଆନ୍ତି।
ଏକ ଘରୋଇ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ ଏହି ସିଆଇଡି ଶୋ ପ୍ରତ୍ୟେକ ଟି ଲୋକ ମାନଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ଛାପ ଛାଡ଼ି ଦେଇଛି। ସିଆଇଡିରେ ଫ୍ରେଡିକ୍ସ ଙ୍କ ଅଭିନୟ ଛୋଟ ଠାରୁ ବଡ ସମସ୍ତଙ୍କ ମନ କିଣି ନେଇଥିଲା।
କ୍ରାଇମ୍ ଷ୍ଟୋରି ମଧ୍ୟରେ ଫ୍ରେଡିକ୍ସ ଙ୍କ ମଜାଦାର ଅନ୍ଦାଜ ସମସ୍ତଙ୍କୁ ବାନ୍ଧି ରଖୁଥିଲା। ନିଖୁଣ ଅଭିନୟ ସାଙ୍ଗକୁ ତାଙ୍କର ଡ଼ାଇଲଗ ଡେଲିଭରି ତାଙ୍କୁ ଖୁବ୍ ଚର୍ଚ୍ଚାରେ ରଖୁଥିଲା।
Special Report
ପିଲା ମାନେ ଏହି କ୍ରାଇମ୍ ସିନ ଦେଖିଲା ବେଳେ ଯେଉଁ ପିଲା ମାନେ ଡରି ଯାଇଥିବେ ସେତେବେଳେ ଫ୍ରେଡିକ୍ସ ଙ୍କ ସିନ ପିଲା ମାନଙ୍କୁ ହସାଇ ଦେଇଥାଏ। ହେଲେ ଆଉ ସିଆଇଡି ରେ ତାଙ୍କୁ ଦେଖିବାକୁ ମିଳିବ ନାହିଁ।
ତାଙ୍କର ଏଭଳି ଅଚାନକ ପରଲୋକ ପ୍ରତ୍ୟେକଟି ୯୦ ଦଶକର ପିଲା ମାନଙ୍କୁ ଦୁଃଖ ଦେଇ ଯାଇଛି। କେବଳ ସିଆଇଡି ନୁହେଁ ଅଦାଲତ, ତାରକ୍ ମେହେତା କା ଉଲ୍ଟା ଚଷମା ରେ ମଧ୍ୟ ସେ ନିଖୁଣ ଅଭିନୟ କରିଥିବା ନଜର ଆସିଛନ୍ତି।
ସେ ତାଙ୍କର ଅଭିନୟ ପାଇଁ ଲୋକ ମାନଙ୍କ ଭିତରେ ବେଶ ଲୋକପ୍ରିୟ ମଧ୍ଯ ହୋଇ ପାରି ଥିଲେ। ଟିଭି ଶୋ ବ୍ୟତୀତ ସେ ଅନେକ ସିନେମା ଗୁଡିକରେ ମଧ୍ଯ ଅଭିନୟ କରିଛନ୍ତି।
ତାଙ୍କ ମୃ-ତ୍ୟୁ ରେ ଏବେ ସାରା ଅଭିନୟ ଜଗତରେ ଶୋକ ର ଛାୟା ଖେଳି ଯାଇଛି। ଦର୍ଶକ ଙ୍କ ସହ ସହ କର୍ମୀ ମାନେ ମଧ୍ୟ ତାଙ୍କର ଅକାଳ ବିୟୋଗ ରେ ଦୁଃଖ ପ୍ରକାଶ କରିଛନ୍ତି। ଆମେ ପ୍ରାର୍ଥନା କରୁଛୁ କି ଭଗବାନ ତାଙ୍କର ଅମର ଆତ୍ମା କୁ ସଦଗତି ଦିଅନ୍ତୁ।

Advertisement