Jan 15, 2024, 11:48 IST

ଶେଷରେ ଦୀପାଳି ଖୋଲିଦେଲେ ମୁଁହ: ବାପା ଙ୍କ ଲୋକ ପ୍ରୀୟତା ଆଜି ବି ପଶ୍ଚିମ ଓଡ଼ିଶା ରେ ରହିଛି...

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଝାରସୁଗୁଡ଼ା ବିଧାୟକ ଦିପାଲି ଦାସ କୁ।ସେ ଏବେ ଝାରସୁଗୁଡ଼ା ଜିଲ୍ଲା ର ବିକାଶ ପାଇଁ ସେ ଏବେ ବହୁତ କିଛି କରିଛନ୍ତି।ଆଜି ପୁଣି ଥରେ ତାଙ୍କୁ ନେଇ ଚର୍ଚ୍ଚା ହେଉଛି।
Special Report
ତାଙ୍କ ବାପା ଥିଲେ ଝାରସୁଗୁଡ଼ା ର ବିଧାୟକ।ତାଙ୍କ ମୃ-ତ୍ୟୁ ପରେ ଦିପାଲି ଦାସ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚନ ରେ ଅଂଶ ଗ୍ରହଣ କରିଥିଲେ।ଏଥିରେ ଝାରସୁଗୁଡା ବାସୀ ସ୍ନେହ ଓ ଭଲ ପାଇବା ପାଇଁ ସେ ବିଜୟ ହାସଲ କରିଥିଲେ।ବାପା ଙ୍କ ଠାରୁ ତାଙ୍କ ଲୋକପ୍ରୀୟତା ଅଧିକ ରହିଛି ବୋଲି କୁହା ଯାଇଛି।
ସୂଚନା ଅନୁସାରେ ଆପଣ ମାନେ ସମସ୍ତେ ନବ ଦାସ୍ ଙ୍କୁ ଜାଣି ଥିବେ।ଏକ ସଭା ରେ ଯୋଗ ଦେବାକୁ ଯାଉଥିବା ସମୟ ରେ ହଟାତ ତାଙ୍କ ଉପରେ ଗୁଳି ଚାଳନା କରା ଯାଇଥିଲା।ଏହା ପରେ ତାଙ୍କର ଘଟଣା ସ୍ଥଳ ରେ ମୃ-ତ୍ୟୁ ହୋଇ ଥିଲା।
ଏହା ପରେ ତାଙ୍କ ସ୍ଥାନ କୁ ପୂରଣ କରିବା ପାଇଁ ଝାରସୁଗୁଡ଼ା ଠାରେ ଆଉ ଥରେ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା।ଏଥିରେ ତାଙ୍କ ଝିଅ ଦିପାଲି ଦାସ ଅଂଶ ଗ୍ରହଣ କରିଥିଲେ।ଏହା ପରେ ଲୋକ ମାନେ ତାଙ୍କୁ ଭୋଟ ଦେଇ ଜିତାଇ ଥିଲେ।ଏବେ ସେ ସାରା ରାଜ୍ୟ ରେ ଜଣେ ଭଲ ବିଧାୟକ ବୋଲି ପରିଚିତ।
Special Report
ଆଜି ଆମେ ସେହି ଦୀପାଲି ଦାସ ଙ୍କ ବିଷୟ ରେ କହିବାକୁ ଯାଉଛୁ। ନିକଟ ରେ ସେ ଗଣ ମାଧ୍ୟମ ଆଗରେ ନିଜ ସାକ୍ଷାତକାର ଦେଇ ଥିଲେ।ଏଥିରେ ସେ ତାଙ୍କ ଦଳ ବିଷୟ ରେ କହିବା ସହିତ ନିଜ ରାଜ୍ୟ ର ଉନ୍ନତି କଥା କହିଥିଲେ।ସେ କହିଥିଲେ କି ଆମ ଦଳ କେବଳ ବିକାଶ ଚାହେଁ।
ମା ର ବିକାଶ ଗାଁ ର ବିକାଶ ଓ ଜିଲ୍ଲା ର ବିକାଶ।ଏହା ଛଡ଼ା ଆମ ଦଳ ର ଆଉ ଅନ୍ୟ କିଛି ଲକ୍ଷ ନାହିଁ।ଲୋକ ଙ୍କୁ ଆମେ ସବୁ ପ୍ରକାର ସୁବିଧା ଦେଉଛୁ।ଆଗକୁ ମଧ୍ୟ ଦବୁ।ଆମ ଲୋକ ମାନେ ବି ଆମ ଉପରେ ବହୁତ ଖୁସି ଅଛନ୍ତି।
ମୋ ବାପା ଙ୍କ ପରି ମୁଁ ମଧ୍ୟ ଲୋକପ୍ରିୟତା ହାସଲ କରିଛି।ଯଦି ଲୋକ ମାନେ ଇଚ୍ଛା କରିବେ ତେବେ ପୁଣି ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିତିବେ।
ଏହି ଲଢେଇ ହେଉଛି ବିକାଶ ର ଲଢେଇ।ଆମେ ଲୋକଙ୍କୁ ସ୍ବାସ୍ଥ୍ୟ କାର୍ଡ ଯୋଗେଇଚୁ।ଲକ୍ଷ୍ମୀ ବସ୍ ସେବା ଦେଇଚୁ।ବହୁତ କିଛି ଉନ୍ନତି କରିଛୁ।ଆଗକୁ ଆହୁରି ମଧ୍ୟ ଉନ୍ନତି ହେବ।

Advertisement