Dec 21, 2023, 11:03 IST

ଶେଷରେ ED ଜାଲ ରେ ପଡିଲେ ଗୌରୀ ଖାଁ : ଶାହରୁକ୍ କହିଲେ ଆଜ୍ଞା ତାକୁ ଛାଡି ଦିଅନ୍ତୁ, ସେ ପୁରା ସରଳ ଝିଅ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଏବେ ଅଡ଼ୁଆ ରେ ପଡିଛନ୍ତି ଅଭିନେତା ଶାହାରୁଖ ଖାନ ଙ୍କ ପତ୍ନୀ ଗୌରୀ ଖାନ। ତାଙ୍କ ବିରୁଦ୍ଧରେ ୩୦ କୋଟି ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ କରାଯାଉଛି।
Special Report
ଏହି ମାମଲାରେ ଏବେ ତାଙ୍କ ନିକଟକୁ ଇଡି ନୋଟିସ ମଧ୍ୟ ପଠାଇଛି।ଶାହାରୁଖ ଖାନ ଙ୍କ ପତ୍ନୀ ଗୌରୀ ଖାନ ଙ୍କ ପାଇଁ ବର୍ତ୍ତମାନ ସମୟରେ ସମସ୍ୟା ବଢ଼ି ପାରେ। ଗୌରୀ ଖାନ ଙ୍କୁ ନୋଟିସ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ତୁଲସୀୟାନୀ ଗ୍ରୁପ ମାମଲାରେ ତାଙ୍କୁ ଏହି ନୋଟିସ ପଠା ଯାଇଛି। ସେ ଏହି କମ୍ପାନୀ ର ବ୍ରାଣ୍ଡ ଆମ୍ବସେଡର ଅଟନ୍ତି। ଏବେ ଏହି କମ୍ପାନୀ ବ୍ୟାଙ୍କ୍ ରୁ ୩୦ କୋଟି ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ କରାଯାଇଛି।
ଏନେଇ ଇଡି ଏବେ ଗୌରୀ ଙ୍କୁ ଏନେଇ ପଚରା ଉଚରା କରିପାରେ ବୋଲି ଏହା କୁହା ଯାଉଛି। ଗୌରୀ ଙ୍କୁ ନୋଟିସ ମିଳିଥିବା ବେଳେ ସେ ଏଯାଏଁ ଏନେଇ କୌଣସି ସୁଚନା ଦେଇ ନାହାଁନ୍ତି।
Special Report
ହେଲେ ତାଙ୍କୁ ଆମ୍ବସେଡର ଭାବରେ କମ୍ପାନୀ କେତେ ଟଙ୍କା ଦେଇଥିଲା ତାହା ଏବେ ଯାଞ୍ଚ କରାଯିବ। ତାଙ୍କୁ କିଭଳି ଏହି ଟଙ୍କା ମିଳିଥିଲା ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ରହିବ।
ଏଭଳି କି ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ର କାଗଜ ପତ୍ର ଯାଞ୍ଚ କରାଯାଇ ପାରେ ବୋଲି ରିପୋର୍ଟ ରେ କୁହା ଯାଇଛି। ଅନୁମତି ନେବା ପରେ ମଧ୍ୟ ଇଡି ଗୌରୀ ଖାନ ଙ୍କୁ ପଚରା ଉଚରା କରିପାରେ ବୋଲି ମଧ୍ୟ ଏହା ଏବେ କୁହା ଯାଉଛି।
ହେଲେ ଅନ୍ୟ ପକ୍ଷରେ ଏହା ଏକ ମିଛ ଖବର ବୋଲି ମଧ୍ୟ ଏହା ସୁଚନା ମିଳିଛି। ଗୌରୀଙ୍କ ଉପରେ ସେଭଳି କିଛି ଆକ୍ସନ ନିଆ ଯାଇ ନଥିବା କହିଛି ଇଡି। ତେବେ ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା ଲାଗିଛି।
ଲୋକମାନେ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ କଥା କହିଛନ୍ତି। ତେବେ ଏହା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement