Dec 1, 2023, 08:44 IST

ଦେହସୁଖ ନେଲା ଟଙ୍କାବି ନେଲା ଶେଷରେ ଛାଡି ଚାଲିଗଲା ସୁନିଲ ଦେଖନ୍ତୁ ମୁଁହ ଖୋଲିଲେ ଯୁବତୀ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ଆପଣମାନେ ଜାଣିବାକୁ ପାଉଥିବେ। ଏହିସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି।
Special Report
ତେବେ ବନ୍ଧୁଗଣ ବର୍ତ୍ତମାନ ଲଭ୍ ସେ-କ୍ସ ଧୋକାକୁ ନେଇ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ୭ବର୍ଷ ଧରି ପ୍ରେମ କରିବା ପରେ ବିବାହ କରିବାର ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ପ୍ରେମିକଙ୍କ ନାମରେ ବାଗଡିଆ ଥାନାରେ ଅଭିଯୋଗ କରିଛନ୍ତି ମିଶନ ଶକ୍ତି ଅଧୀନରେ କାମ କରୁଥିବା ଜଣେ ସିଆରପି ଯୁବତୀ। 
ସୂଚନା ଅନୁଯାୟୀ, ବାଗଡିଆ ଥାନା ଡଙ୍ଗାପାଳ ଗ୍ରାମର ସିରିଆ ସାହୁଙ୍କ ପୁଅ ସୁଶିଲ। ସେ ସେହି ଗ୍ରାମରେ ସିଆରପି ଭାବରେ କାମ କରୁଥିବା ଜଣେ ଯୁବତୀଙ୍କୁ ପ୍ରେମ କରି ବିବାହ କରିବାର ପ୍ରତିଶୃତି ଦେଇ ଶା-ରୀ-ରି-କ ସଂପର୍କ ରଖିଥିଲେ।
Special Report
ହେଲେ ଧିରେ ଧୀରେ ସୁଶିଲ ତାଙ୍କ ଠାରୁ ଦୂରେଇ ଯାଉଥିବା ଯୁବତୀ ଜଣଙ୍କ ଜାଣିବାକୁ ପାଇଥିଲେ। ଏହାପରେ ଯୁବତୀଙ୍କ ବାପା ଗ୍ରାମ ସଭାରେ ଅଭିଯୋଗ କରିଥିଲେ। 
Special Report
ତେବେ ଗ୍ରାମ ସଭାରେ ସୁଶିଲ ଯୁବତୀଙ୍କୁ ସ୍ତ୍ରୀ ଭାବରେ ଗ୍ରହଣ କରିବାକୁ ସହମତି ପ୍ରକାଶ କରିଥିଲେ। ଆଉ ମନ୍ଦିରରେ ମଧ୍ୟ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ସୁଶିଲ। ଏବଂ ବିବାହ କରିବା ପାଇଁ ଯୁବତୀଙ୍କ ପରିବାର ଠାରୁ ତିନି ହଜାର ଟଙ୍କା ଗ୍ରାମ ସଭା ମଧ୍ୟରୁ ନେଇଯାଇଥିଲେ।
Special Report
ଏହାପରେ ରାତା ରାତି ଗ୍ରାମରୁ ସୁଶିଲ ଫେରାର ହୋଇଯାଇଥିଲେ। ତେବେ ସୁଶିଲ ଫେରାର ହେବାକଥା ଜାଣି ଯୁବତୀ ନ୍ୟାୟ ପାଇବା ପାଇଁ ସୁଶିଲଙ୍କ ଘର ଆଗରେ ଧାରଣା ଦେଇଥିଲେ। 
କିନ୍ତୁ ସୁଶିଲଙ୍କ ବାପା ମାଆ ଆଉ ଭଉଣୀ ଯୁବତୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଯୁବତୀଙ୍କୁ ମିଶି ନିସ୍ତୁକ ମାଡ଼ ମାରିଥିଲେ। ଯାହାକୁ ନେଇ ପିଡୀତା ଯୁବତୀ ନ୍ୟାୟ ପାଇବା ଆଶାରେ ବାଗଡିଆ ଥାନାରେ ଏବେ ଅଭିଯୋଗ କରିଛନ୍ତି।
ସେପଟେ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣା ଉପରେ ତଦନ୍ତ କରୁଥିବା ବେଳେ ସୁଶିଲର ବାପା ମାଆ ଏବଂ ଭଉଣୀ ଫେରାର ଅଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement