Dec 10, 2023, 08:29 IST

କିନ୍ନର ଜାଣି ମଧ୍ୟ ଶାରୀରିକ ସମ୍ପର୍କ ରଖିଲା ଶେଷରେ ଛାଡି ଚାଲିଗଲା - କିନ୍ନର ଦେବୀକାଙ୍କ କରୁଣ କାହାଣୀ

Special Report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆଜି ଆମେ ଜଣେ କିନ୍ନର ଙ୍କ ବିଷୟ ରେ କହିବାକୁ ଯାଉଛୁ।ଯିଏ କି ମାଡ ଗାଳି ଖାଇ ମଧ୍ୟ ନିଜକୁ ଠିକ୍ ବୋଲି ପ୍ରମାଣିତ କରିଛନ୍ତି।ସେ ଗୋଟିଏ ପୁଅ ହୋଇ ଜନ୍ମ ହୋଇ ଥିଲେ।
Special Report
ହେଲେ ପରେ ସେ ଅନୁଭବ କରିଥିଲେ କି ତାଙ୍କ ଭିତରେ ଗୋଟିଏ ଝିଅ ର ଗୁଣ ରହିଛି।ପରେ ଦେବଦତ୍ତ ରୁ ଦେବିକା ସାଜି ଯାଇଥିଲେ।ଏଥିରେ ତାଙ୍କ ପରିବାର ତାଙ୍କୁ ସମର୍ଥନ କରି ନ ଥିଲେ।ଏଥିପାଇଁ ତାଙ୍କୁ ଅନେକ ମାଡ ଗାଳି ସହିବାକୁ ପଡିଛି।
ଆଜି ସେହି ଦେବୀକା ଙ୍କ ବିଷୟ ରେ ଆମେ କହିବାକୁ ଯାଉଛୁ।ପ୍ରଥମେ ମୋତେ ସିନ୍ଦୂର ପିନ୍ଧିବାକୁ ଭଲ ଲାଗିଥିଲା।ମୁଁ ସିନ୍ଦୂର ଲିପଷ୍ଟିକ ଲଗାଇ ବାହାରେ ବୁଲୁ ଥିବା ସମୟ ରେ ମୋ ବାପା ଦେଖି ଦେଇଥିଲେ।ମୋତେ ଖୁବ୍ ମାରୁଥିଲେ।
Special Report
ଏହା ପରେ ମୁଁ ତାଙ୍କ ନାମ ରେ ଥାନା ରେ ଦେଇ ଥିଲେ।୧୫ ବର୍ଷ ପରେ ମୁଁ ଘର ଛାଡିଲି। ଲୋରିଆ ଦଳେଇ ନାମକ ଜଣେ ବ୍ୟକ୍ତି ମୋତେ ବହୁତ ସାହାଯ୍ୟ କରିଥିଲେ।ମୁଁ ତାଙ୍କୁ କେବେ ବି ଭୁଲି ପାରିବି ନାହିଁ।
ଏହା ପରେ ସେ ତାଙ୍କ ପ୍ରେମ ଜୀବନ ବିଷୟ ରେ କହିଥିଲେ।ସେ ଜଣେ ପୁଅ କୁ ବହୁତ ଭଲ ପାଉଥିଲେ।ସେ ଯୁବକ ଜଣକ ତାଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ବିବାହ କରିବା କଥା କହି ଦେଇ ଶେଷ ରେ ତାଙ୍କୁ ଛାଡି ଚାଲି ଗଲା।
Special Report
ସେ କିନ୍ନର ବୋଲି ଜାଣି ସୁଦ୍ଧା ତାଙ୍କ ସହିତ ସମ୍ପର୍କ ରଖିଥିଲେ।ହେଲେ ବିବାହ କରିବା ପାଇଁ ମନା କରିଥିଲା।କହିଲେ କି ତୁ ମୋତେ ପିଲା ଦେଇ ପାରିବୁ ନାହିଁ।ତେଣୁ ମୁଁ ତୋ ସହିତ ରହିବି ନାହିଁ।
ଏହି କଥା ତାଙ୍କୁ ବହୁତ କଷ୍ଟ ଦେଇଥିଲା।ସେହି ଦିନ ଠାରୁ ନିଜକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଛି।୬ ବର୍ଷ ର ପ୍ରେମ କୁ ସେ ଗୋଡ ରେ ଠେଲି ଦେଇ ଚାଲି ଯାଇଥିଲା।
ଏବେ ଅନ୍ୟ ଜଣେ ଝିଅ କୁ ଧରି ବୁଲୁଛି।ବହୁତ କଷ୍ଟ ହେଉଛି। ହେଲେ ସେସବୁ ସହି ମୁଁ ଆଗକୁ ବଢିଛି।ଏପରି କିଛି କହିଛନ୍ତି ଦେବିକା କିନ୍ନର।

Advertisement