Feb 27, 2024, 08:43 IST

ଶେଷରେ ବହୁ ବର୍ଷ ପରେ ମୁଁହ ଖୋଲିଲେ ପ୍ରକୃତ ରାମ।ଭଗବାନ୍ ରାମ ଙ୍କ ଲାଗି ମୁ ଆଜି କୋଟିପତି..

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ରାମାୟଣ ସିରିଏଲ୍ ରେ ରାମ ଭୂମିକା ରେ ଅଭିନୟ କରିଥିବା ଅରୁଣ ଗୋଭିଲ ଙ୍କ ବିଷୟ ରେ ଭଲ ଭାବେ ଜାଣି ଥିବେ।ସେ ସମୟ ରେ ତାଙ୍କୁ ଦେଖିବା ପାଇଁ ଘରେ ଘରେ ଲୋକ ଙ୍କ ଭିଡ ଜମୁ ଥିଲା।
Special report
ଲୋକ ମାନେ ଆଜି ମଧ୍ୟ ତାଙ୍କୁ ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ରୂପେ ମାନି ଥାଆନ୍ତି।ଲୋକ ମାନେ ଭକ୍ତି ଓ ସମ୍ମାନ ଦେଖନ୍ତି।ତେବେ ତାଙ୍କ ଅଭିନୀତ ରାମାୟଣ ପାଇଁ ସେ ଏବେ ମଧ୍ୟ ପ୍ରସିଦ୍ଧ ଅଟନ୍ତି।ଆଜି ପୁଣି ଥରେ ତାଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
ଆଜି ଆମେ ସେହି ଅରୁଣ ଗୋଭିଲ୍ ଙ୍କ ବିଷୟ ରେ କହିବାକୁ ଯାଉଛୁ।ଲୋକ ମାନେ ୯୦ ଦଶକ ରେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା କରୁ ଥିଲେ।ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ ରୂପେ ତାଙ୍କୁ ମାନୁ ଥିଲେ।ହେଲେ ସେ ଯେତେବେଳେ କୋଭିଡ ସମୟ ଚାଲି ଥିଲା।
ସେ ସମୟ ରେ ତାଙ୍କ ଅଭିନୀତ ରାମାୟଣ ପୁଣି ଥରେ ଟିଭି ରେ ପ୍ରସାରିତ ହେଲା।ଲୋକ ମାନେ ତାଙ୍କୁ ପୁଣି ଥରେ ଦେଖିବାକୁ ସୁଯୋଗ ପାଇଲେ।ତାଙ୍କର ଖୁବ୍ ପ୍ରଶଂସା କଲେ।ଆଜି ମଧ୍ୟ ସେହି ରାମାୟଣ କୁ ଦେଖିବା ପାଇଁ ଲୋକ ଙ୍କ ମଧ୍ୟରେ ଭିଡ ଜମି ଥାଏ।
Special report
ତେବେ ଏବେ ନିକଟ ରେ ତାଙ୍କ ପାଖକୁ ଅନେକ ଫିଲ୍ମ ର ଅଫର୍ ଆସି ଥିଲା।ଶେଷ ରେ ସେ ୟାମି ଗୌତମୀ ଙ୍କ ଫିଲ୍ମ ଧାରା ୩୭୦ ରେ ଅଭିନୟ କରିଛନ୍ତି।ଆଉ କିଛି ଦିନ ମଧ୍ୟରେ ଏହି ଫିଲ୍ମ ଟି ରିଲିଜ ହେବାକୁ ଯାଉଛି।
ଏଥିରେ ଅରୁଣ ଗୋଭିଲ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଭୂମିକାରେ ଅଭିନୟ କରିଛନ୍ତି।ସେ ଏହି ଫିଲ୍ମ ରେ ଅଭିନୟ ପାଇଁ କେତେ ଟଙ୍କା ନେଉଛନ୍ତି ତାହା ଏ ଯାଏଁ ଜଣା ପଡି ନାହିଁ।ତେବେ ଶୁଣିବାକୁ ମିଳୁଚି କି ସେ ଏବେ କୋଟି କୋଟି ଟଙ୍କା ଚାର୍ଜ କରୁଛନ୍ତି।
ଓ ମାଇ ଗଡ ପାଇଁ ସେ ୫୦ ଲକ୍ଷ ଟଙ୍କା ନେଇ ଥିଲେ।ଏବେ ସେ ଯେଉଁ ଫିଲ୍ମ କରୁଛନ୍ତି ସେଥିରେ ସେ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି ବୋଲି ଶୁଣିବାକୁ ମିଳୁଚି।ଏବେ ପୁଣି ଥରେ ତାଙ୍କ ଫିଲ୍ମ ଲୋକ ମାନଙ୍କ ନିକଟ ରେ ପହଞ୍ଚି ବାକୁ ଯାଉଚି।ଲୋକ ମାନେ ଆଜି ମଧ୍ୟ ତାଙ୍କୁ ଖୁବ୍ ପସନ୍ଦ କରିଛନ୍ତି।

Advertisement