Apr 26, 2024, 09:00 IST

ଲୋକ ଙ୍କ ଦୁଃଖ ଦେଖି ସହି ପାରିଲେନି ବବି..ର-କ୍ତ ଦାନ କରି ବୋତଲ ଫୁଲ କରିଦେଲେ..

Bh

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟ ସାଧକ ବିନୋଦ କୁମାର ପଶାୟତ ଙ୍କୁ ଜାଣି ଥିବେ। ଆଜି ସେ ସାରା ରାଜ୍ୟ ରେ ଜଣେ ନାଟ୍ୟକାର ଗାଳ୍ପିକ ଓ ସଙ୍ଗୀତଜ୍ଞ ରୂପେ ପରିଚିତ।
ଅନେକ ଥରେ ସେ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି।ଆଜି ଆମେ ଆପଣ ମାନଙ୍କୁ ତାଙ୍କରି ବିଷୟ ରେ କହିବାକୁ ଯାଉଛୁ।ଯାହାକୁ ଭେଟିବା ପାଇଁ ଯାଇ ଥିଲେ ଦୁଇ ବିଜେଡି ନେତା।ସେମାନେ ତାଙ୍କ ସହିତ କଥା ହେବା ସହିତ ତାଙ୍କୁ ଏକ ସମ୍ମାନ ରେ ସମ୍ମାନିତ କରି ଥିଲେ।
Kj
ସୂଚନା ଅନୁସାରେ ଆଜି ସମ୍ୱଲପୁର ବିଧାନ ସଭା ଆସନ ର ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଓ ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ତାଙ୍କ ଘର କୁ ଦେଖା କରିବାକୁ ଯାଇ ଥିଲେ।ଏବେ ବିନୋଦ କୁମାର ଙ୍କ ଦେହ ଅସୁସ୍ଥ ଅଛି।
ତାଙ୍କୁ କିଛି ଦିନ ତଳେ ମେଡିକାଲ ରେ ଭର୍ତି କରା ଯାଇ ଥିଲା।ଏହା ପରେ ତାଙ୍କୁ ଏବେ ଘର କୁ ଅଣା ଯାଇଚି।ତାଙ୍କୁ ଦେଖା କରିବା ପାଇଁ ଏହି ଦୁଇ ବିଜେଡି ନେତା ତାଙ୍କ ଘର କୁ ଯାଇ ଥିଲେ।ତାଙ୍କୁ ଫୁଲ ତୋଡା ଦେବା ସହିତ ତାଙ୍କ ଆରୋଗ୍ୟ କାମନା କରି ଥିଲେ।
ତାଙ୍କ ଭଳି ଜଣେ ମହାନ୍ ବ୍ୟକ୍ତି ଙ୍କୁ ସାକ୍ଷାତ କରି ନିଜ ଜୀବନ ଧନ୍ୟ ହୋଇଚି ବୋଲି ପ୍ରଣବ କହିଛନ୍ତି।ସେ କେବଳ ଲେଖା ନୁହେଁ।ଅନେକ ଫିଲ୍ମ ରେ ମଧ୍ୟ ସେ ନିଜ କଣ୍ଠ ଦାନ କରିଛନ୍ତି।ମୁଁ ନେତା ନୁହେଁ।ମୁଁ ପ୍ରଥମେ ଜଣେ ସେବକ ବୋଲି କହି ଥିଲେ।
Bh
କେବଳ ଲୋକ ମାନଙ୍କ ସେବା ପାଇଁ ଆଜି ରାଜନୀତି ରେ ପ୍ରବେଶ କରିଛି।ଏହି ଦୁଇ ନେତା ଆଜି ଏକ ରକ୍ତ ଦାନ ଶିବିର ରେ ଯୋଗ ଦେଇ ଥିଲେ।ଏଠାରେ ସେ ଲୋକ ମାନଙ୍କୁ ରକ୍ତ ଦାନ କରିଛନ୍ତି।
ଆଗକୁ ନିର୍ବାଚନ ଥିବାରୁ ସେମାନେ ନିଜ ଦଳ ର ପ୍ରଚାର ପାଇଁ ଚାରି ଆଡେ଼ ଘୁରି ବୁଲୁଛନ୍ତି।ଆମେ ସବୁବେଳେ ଲୋକ ମାନଙ୍କ ସେବା କରିବୁ।
ସେମାନଙ୍କ ପାଇଁ ଆମ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢିବୁ ବୋଲି ରୋହିତ ପୂଜାରୀ କହିଥିଲେ।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement